ଛେଳି ଜନ୍ମ ଦେଲା ମଣିଷ ଛୁଆ ଲୋକମାନେ ହେଲେ ଆଶ୍ଚର୍ଯ୍ୟ ଦେଖନ୍ତୁ ପୁରା ଘଟଣା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଛେଳି ପେଟରୁ ଜନ୍ମ ହେଲା ମଣିଷ ପିଲା ଲୋକମାନେ ହେଲେ ଆଶ୍ଚର୍ଯ୍ୟ ତେବେ ବନ୍ଧୁଗଣ ସବୁ ଦିନ ସୋସିଆଲ ମିଡିଆରେ ବହୁତ କିଛି ଅଜବ ଅଜବ ଭିଡିଓ ଭାଇରଲ ହୋଇଥାଏ । ଯାହା ଆମକୁ ଚକିତ କରି ଦିଏ ତେବେ ବନ୍ଧୁଗଣ ଏବେ ଏବେ ଗୋଟେ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଗୋଟେ ଛେଳି ମଣିଷ ଛୁଆ ଭଳି ଏକ ଛୁଆ କୁ ଜନ୍ମ ଦେଇଛି ଯିଏ ଦେଖୁଛି ସିଏ ତା ଆଖି ଉପରେ ବିଶ୍ୱାସ କରି ପାରୁନାହିଁ ।

ବନ୍ଧୁଗଣ ଏହି ଘଟଣା ଆସାମ ର ବୋଲି କୁହାଯାଉଛି ତେବେ ବନ୍ଧୁଗଣ ଆପଣ କେବେ ଏହା ଶୁଣିନଥିବେ ଯେ ଗୋଟେ ପଶୁ ଏକ ମାନବ ସନ୍ତାନ ଜନ୍ମ ଦେବା କଥା ତେବେ ବନ୍ଧୁଗଣ ଉତ୍ତର ପୂର୍ବ ରାଜ୍ୟ ଆସାମରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନା କୁ ଆସିଛି ଏଠାରେ ଗୋଟେ ଛେଳି ମଣିଷ ପରି ଏକ ସନ୍ତାନ କୁ ଜନ୍ମ ଦେଇଛି ।

goat

ଯେଉଁମାନେ ଏହି ଘଟଣା କୁ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଏବଂ ନିଜ ଆଖି ଉପରେ ବିଶ୍ୱାସ କରିପାରୁ ନାହାନ୍ତି ଏହି ମାମଲା ଆସାମ ରୁ ଆସିଛି ବୋଲି ଭିଡିଓ ରେ କୁହା ଯାଉଛି ଏଠାରେ ଏକ ଗ୍ରାମ ରେ ଏକ ଗୃହ ପାଳିତ ଛେଳି ଯେତେବେଳେ ଏକ ସନ୍ତାନ ଜନ୍ମ ଦେଇଥିଲା ସେହି ସମୟରେ ସେଠାରେ ଥିବା ଲୋକମାନେ ଏହା ଦେଖି ସେମାନଙ୍କ ହୋସ ମଧ୍ୟ ଉଡି ଯାଇଥିଲା ।

ଛେଳି ଜନ୍ମ ଦେଇଥିବା ଏହି ଶିଶୁର ଗୋଡ ଏବଂ କାନ ବ୍ୟତୀତ ଆଉ ସବୁ କିଛି ଠିକ ମଣିଷ ପରି ଦେଖା ଯାଉଛି ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଏହି ଘଟଣା ଗଙ୍ଗାନଗର ଗ୍ରାମ ର ଜଣେ ପଶୁ ପାଳକ ଙ୍କ ଘରେ ଏପରି ଏକ ଚମତ୍କାର ଘଟଣା ଘଟିଛି ଯାହାକୁ ଦେଖିବା ପାଇଁ ଦୂର ଦୂର ରୁ ଲୋକମାନେ ଏଠାରେ ଆସି ପହଞ୍ଚିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ନେଇ କଣ ପ୍ରତିକ୍ରିୟା ରଖିଛନ୍ତି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *