IAS -ପରୀକ୍ଷାରେ ଝିଅକୁ ପଚାରାଗଲା ! ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ପରେ ବି ଓଦା ହୋଇନଥାଏ

ias

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।

ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

question

1. ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ ପୃଥିବୀରେ କେଉଁ ଜିନିଷ ଦେଖି ନାହିଁ? ଏହାର ସଠିକ୍ ଉତ୍ତର ହେଲା ଅନ୍ଧାର ।

2. ତାହା କେଉଁ ଜିନିଷ ଅଟେ ଶୋଇବା ପୂର୍ବରୁ ଯାହାକୁ ସମସ୍ତେ କାଢ଼ି କରି ଶୋଇଥାନ୍ତି? ଏହାର ସଠିକ୍ ଉତ୍ତର ହେଲା ଜୋତା ।

3. ତାହା କେଉଁ ଠେଙ୍ଗା ଯାହାକି ବହୁତ ମିଠା ହୋଇଥାଏ? ଏହାର ସଠିକ୍ ଉତ୍ତର ହେଲା ଆଖୁ ।

4. ତାହା କେଉଁ କାମ ଯାହାକି ଦୁନିଆରେ କେହି ବି ମଣିଷ ଖାଦ୍ୟ ଘିଟୁଥିବା ସମୟରେ କରିପାରିବ ନାହିଁ? ଏହାର ସଠିକ୍ ଉତ୍ତର ହେଲା ନିଶ୍ୱାସ ନେବା ।

5. ଏମିତି ଗୋଟିଏ ଜିନିଷ ର ନାମ କୁହ ଯାହାକୁ ଝିଅ ମାନେ ପିନ୍ଧିଥାନ୍ତି ଏବଂ ତାଙ୍କର ନାମ ମଧ୍ୟ ହୋଇଥାଏ? ଏହାର ସଠିକ୍ ଉତ୍ତର ହେଲା ଟିକିଲି ବା ପାଏଲ୍ ।

qustiiom

6. ବିଶ୍ୱର ସବୁଠାରୁ ଦାମିକିଆ ଘଣ୍ଟାର ମୂଲ୍ୟ କେତେ? ଏହାର ସଠିକ୍ ଉତ୍ତର ହେଲା 4 ଶହ 14 କୋଟି ଟଙ୍କା ।

7. ଉପରୁ କିସ କରାଯାଏ ମଝିରୁ ଧରାଯାଏ ତଳୁ ନିଆଁ ଲଗାଯାଏ ତା ହେଲେ ସେଇଟା କଣ? ଏହାର ସଠିକ୍ ଉତ୍ତର ହେଲା ସିଗାରେଟ୍ ।

8. ଶରୀର ର କେଉଁ ଅଂଶ ଯାହା ଗାଧୋଇବା ପରେ ମଧ୍ୟ ଓଦା ହୋଇନଥାଏ? ଏହାର ସଠିକ୍ ଉତ୍ତର ହେଲା ନିଜର ଛାଇ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *