ଆସୁଛି ଜଳ ପ୍ରଳୟ ! କେନ୍ଦ୍ରୀୟ ଜଳବାୟୁ ବିଭାଗର ଚେତାବନୀ ।

see

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଭାରତ ପାଇଁ ସମୁଦ୍ର ବିପଦ ଆଗକୁ ବିପଦ ର ମାତ୍ରା ସବୁଠୁ ଅଧିକ ରହିବ । ଏହାର ପ୍ରଭାବ ଏତେ ଅଧିକ ରହିବ ଯେ ଭାରତ ର ଏକ ଉପକୂଳ ଏକ ପ୍ରକାରର ନିଶ୍ଚିହ୍ନ ହୋଇଯିବ । ଏହି ଭଳି ଏକ ବିପଦ ଏବେ ପ୍ରତିଟି ଭାରତୀୟ ମନରେ ଘର କରିଛି । କାହିଁକି ନା ପ୍ରତି ବର୍ଷ 1.77 ପ୍ରତିଶତ ଜଳ ସ୍ଥର ବଢୁଛି । ଭାରତ ର ଉପକୂଳ ରେ ଗତ 50 ବର୍ଷ ରେ ସମୁଦ୍ର ଜଳସ୍ଥର ଆଠ ଦଶମିକ ହୋଇଯିବ । ତେଣୁ ଭାରତ ପାଇଁ ସମୁଦ୍ର ବିପଦ ଅଟେ ।

ଆଗକୁ ବିପଦ ମାତ୍ରା ସବୁଠୁ ଅଧିକ ରହିବ । ଏହାର ପ୍ରଭାବ ଏତେ ଅଧିକ ରହିବ ଯେ ଭାରତ ର ଏକ ଉପକୂଳ ଏକ ପ୍ରକାରର ନିଶ୍ଚିହ୍ନ ହୋଇଯିବ । ଏହି ଭଳି ଏକ ବିପଦ ଏବେ ପ୍ରତିଟି ଭାରତୀୟ ମନରେ ଘର କରିଛି । କାହିଁକି ନା ପ୍ରତି ବର୍ଷ 1.77 ପ୍ରତିଶତ ଜଳ ସ୍ଥର ବଢୁଛି । ତେବେ ଆଗାମୀ 50 ବର୍ଷ ରେ ଉପକୂଳ ରେ ଜଳ ସ୍ଥର 8.5 ସେଣ୍ଟିମିଟର ବଢିବ । ରାଜ୍ୟସଭା ରେ ଏହି ନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ।

the sea

ତେବେ ଦେଶର 10 ଗୋଟି ବନ୍ଦରରେ ଗତ 50 ବର୍ଷର ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ପାରାଦୀପ ମଧ୍ୟ ରହିଛି । ପାରାଦୀପରେ ସମୁଦ୍ର ପତ୍ତନ ପ୍ରତି ବର୍ଷ 1 ମିଲିମିଟର ବଢ଼ିଥିବା ବେଳେ ପଶ୍ଚିମବଙ୍ଗର ଡାଇମଣ୍ଡ ହାରବର୍‌ରେ 5 .2 କାଣ୍ଡଲାରେ 3.2 ହଳଦିଆରେ 2.9 ମିଲିମିଟର ସମୁଦ୍ର ପତ୍ତନ ବଢ଼ିଛି । ଯଦି ଏହି ପରି ହାରରେ ସମୁଦ୍ର ଜଳସ୍ଥର ରେ ବୃଦ୍ଧି ପାଏ ତେବେ ଚଳିତ ଶତାଦ୍ଧି ଶେଷ ସୁଧା ସମୁଦ୍ର ର ଜଳ ପତନ 4 ଫୁଟ ବୃଦ୍ଧି ପାଇବ । ଏହା ଦ୍ୱାରା ଉପକୂଳ ରେ ବହୁତ ଅଞ୍ଚଳ ଜଳ ମଗ୍ନ ହେବାର ଆଶଂକା ରହିଛି । ଏହା ଦ୍ୱାରା ଭାରତ ର ଅନେକ ଉପକୂଳ ବର୍ତ୍ତି ଅଞ୍ଚଳ ସମୁଦ୍ର ଗର୍ଭ ରେ ଲୀନ ହେବାର ଆଶଂକା ରହିଛି ।

ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ । ବିଶ୍ୱସ୍ତରରେ ସମୁଦ୍ରର ଜଳସ୍ଥର 3 ଦଶମିକ 66 ମିଲିମିଟର ବୃଦ୍ଧି ପାଉଛି । ସୁନାମୀ, ସାମୁଦ୍ରିକ ଝଡ଼, ବନ୍ୟା ଫଳରେ ନିୟମିତ ଭାବେ ସମୁଦ୍ର ତଟ ମଧ୍ୟ କ୍ଷୟ ହେଉଛି । ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟକାରଣ ବୋଲି ଜଣାପଡିଛି । ତେବେ ଏହା ପୂର୍ବରୁ ଜାତିସଂଘ ମହାସଚିବ ଏଣ୍ଟୋନିୟୋ ଗୁଟେରେସ ଜୟବାୟୁ ପରିବର୍ତ୍ତନ ନେଇ ଆଗାମୀ ସମୟରେ ଆସିବାକୁ ଥବା ବିପଦ ସମ୍ବନ୍ଧରେ ଭାରତକୁ ଚେତାଇଛନ୍ତି । ଜୟବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରର ଜଳସ୍ତର ଦ୍ରୁତଗତିରେ ବଢିବାରେ ଲାଗିଅଛି ।

ଭାରତ, ଜାପାନ, ଚୀନ ଓ ବାଂଲାଦେଶ ପାଇଁ ଏହା ସବୁଠାରୁ ଅଧିକ ବିପଦ ସୃଷ୍ଟି କରିବ ବୋଲି ସୂଚନା ରହିଛି ।ଥାଇଲ୍ୟାଣ୍ଡ ଠାରେ ଅନୁଷ୍ଠିତ ଏସିଆନ୍‌ ସମିଟ୍‌ ଅବସରରେ ଗୁଟେରେସ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ପାଇଁ ସୃଷ୍ଟି ହେଉଥିବା ପ୍ରାକୃତିକ ସମସ୍ୟାର ତୀବ୍ରତା ସରକାର ଏହାକୁ ରୋକିବା ନେଇ ଉଠାଉଥିବା ପଦକ୍ଷେପ ଠାରୁ ଖୁବ୍‌ ଅଧିକ ଅଟେ । ଏହି ଅବସର ରେ ଜାତିସଙ୍ଘ ମହାସଚିବ ବିଜ୍ଞ୍ୟାନ ସଙ୍ଗଠନ କ୍ଲାଇମେଟ ସେଣ୍ଟ୍ରାଲ ଦ୍ୱାରା ଜାରି ଏକ ରିପୋର୍ଟର ଉଲ୍ଲେଖ କରିଥିଲେ ।

sea

ଏହି ରିପୋର୍ଟ ଅନୁସାରେ ସମୁଦ୍ର ବର୍ଦ୍ଧିତ ଜଳ ସ୍ଥର 2050 ସୁଧା ପୂର୍ବରୁ ଅନୁମାନ କରାଜାଇ ଥିବା ସଂଖ୍ୟା ଠାରୁ ତିନି ଗୁଣା ଅଧିକ ଜନସଂଖ୍ୟା କୁ ପ୍ରଭାବିତ କରିବ । ଏହି କାରଣ ରୁ ଭାରତ ର ଆର୍ଥିକ ରାଜଧାନୀ ମୁମ୍ବାଇ ସଂପୂର୍ଣ୍ଣ ରୂପେ ବୁଡି ଯିବାର ଆଶଙ୍କା ରହିଛି । ତେବେ ଜାତୀସଙ୍ଘ ସଚିବ ଜଳବାୟୁ ପରିବର୍ତନ ବର୍ତମାନ ପୃଥିବୀ ପାଇଁ ସବୁଠାରୁ ବଡ ବିପଦ ଅଟେ । ଆଉ ଏହି ବିରଦ ସେ ପର୍ଯ୍ୟନ୍ତ କାଏମ ରହିବ । ଯେ ପର୍ଯ୍ୟନ୍ତ ସମସ୍ତେ ଏକାଠୀ ହୋଇ ଏହା ବିରୋଧ ରେ ସଂଙ୍ଘର୍ଷ ନକରିବେ ବୋଲି କହିଥିଲେ ।

ତେବେ ବୈଜ୍ଞାନିକମାନେ ପୂର୍ବରୁ ବିଶ୍ୱକୁ ପୃଥିବୀର ବଢୁଥିବା ତାପମାନ ଉପରେ ରୋକ ଲଗାଇବାକୁ ପଡିବ ବୋଲି ସତର୍କ କରାଇ ସାରିଛନ୍ତି । କାର୍ବନକୁ ନୁ୍ୟଟ୍ରାଲ କରିବାକୁ ହେଲେ ଅଙ୍ଗାରକାମ୍ଲ ନିଗର୍ମନକୁ 45 ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବାକୁ ହେବ । ଏହି ଲକ୍ଷ କୁ ହାସଲ କରିବା ପାଇଁ ରାଜନୈତିକ ଇଚ୍ଛା ଶକ୍ତି ଆବଶ୍ୟକତା ରହିଛି । ଆମକୁ ଏହିଥି ପାଇଁ କାର୍ବନ ର ବ୍ୟବହାର ବନ୍ଦ କରିବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *