ବଦଳିଲା ନିଷ୍ପତ୍ତି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର | ଓଡିଶାରେ ରହୁଥିଲେ ନିଶ୍ଚିନ୍ତ ଜାଣି ରଖନ୍ତୁ ।

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ରାଜ୍ୟରେ ସରକାର ଙ୍କର ପୁଣି ବଦଳିଲା ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଲାଗି । ତେବେ ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ପାଠ୍ୟକ୍ରମ ରେ ସ୍ଥାନ ପାଇବ ବପର୍ଯ୍ୟୟ ପରିଚାଳନା । ଏହା ସହିତ ଗ୍ରୀଷ୍ମ ଛୁଟି ରେ ହୋଇ ପାରେ ବଡ ପରିବର୍ତନ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ।

ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ପାଠ୍ୟକ୍ରମ ରେ ସ୍ଥାନ ପାଇବ ବପର୍ଯ୍ୟୟ ପରିଚାଳନା ଅନ୍ତଭୁକ୍ତ ହେବ । ଏହି ନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷ ରୁ ପାଠ୍ୟ କ୍ରମ ରେ ପ୍ରସ୍ତୁତି ହେଉଛି ବୋଲି ବିଭାଗିୟ ମନ୍ତ୍ରୀ ସମିରରଂଞନ ଦାସ କହିଛନ୍ତି । ତେବେ ପାଠ୍ୟ କ୍ରମ ରେ ବପର୍ଯ୍ୟୟ ପରିଚାଳନା କୁ ସାମିଲ ପାଇଁ 2020 ଡିସେମ୍ବର 29 ରେ ରାଜ୍ୟ କେବିନେଟ ର ସଂଙ୍କଳ୍ପ ଗୃହିତ କରିଥିଲେ ମଧ୍ୟ । 5T କାର୍ଯ୍ୟକାରୀ କରୁଥିବା ବିଭାଗ ଏହି ଦିଗରେ ତୁରନ୍ତ ପଦକ୍ଷେପ ନ ନେବା ସାଧାରଣ ଚର୍ଚ୍ଚା ର ବିଷୟ ପାଲଟିଛି ।

school

ତେବେ ଗତ କାଲି ସାମ୍ବାଦିକ ମାନଙ୍କ ପ୍ରତିକ୍ରାୟା ନେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ 2023 ଶିକ୍ଷା ବର୍ଷ ପାଇଁ ଯେଉଁ ବହି ଛପା ଯାଉଛି ସେହିଥିରେ ବପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ରହିବ । ତେବେ କେଉଁ ଶ୍ରେଣୀ ରେ ଏହି ପାଠ୍ୟକ୍ରମ ରହିବ ତାହା SCERT ବିଚାର ବିମର୍ଷ କରିବେ । ତେବେ ନବମ ଏବଂ ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ କଣ ରହିବ ତଳ କ୍ଲାସ୍ ରେ ସେ ନେଇ ମଧ୍ୟ କାମ ଚାଲିଛି ।

ତେବେ ବିପର୍ଯ୍ୟୟ ପରିଚାଳନା କୁ ସ୍କୁଲ ପାଠ୍ୟକ୍ରମ ରେ ସାମିଲ କରିବାକୁ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଚନାୟକ ମଧ୍ୟ ନିର୍ଦ୍ଧେଶ ଦେଇ ଥିଲେ । ସେହି ଦିଗରେ କାର୍ଯ୍ୟ ହେଉଛି ବୋଲି ମନ୍ତ୍ରୀ ଦାସ ମଧ୍ୟ କହିଛନ୍ତି । ଏହା ସହିତ କେନ୍ଦ୍ରିୟ ଏବଂ ନୋବଦୟ ବିଦ୍ୟାଳୟ ଗୁଡିକ ମେ ମାସରେ ଗ୍ରୀଷ୍ମ ଛୁଟି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଜୁନ 6 ରୁ 16 ଯାଏ ଖରା ଛୁଟି ଘୋଷଣା କରିଛନ୍ତି ।

school

ଏହା ସହିତ ଦୂରଦର୍ଶିତା ଅଭାବ କାରଣ ରୁ ଖରା ଛୁଟି ରେ ପରିବର୍ତନ କରିଥିଲେ ମଧ୍ୟ । ପାଠ ପଢା ହୋଇ ପାରିବା ନେଇ ସଂନ୍ଧେହ ଦେଖା ଦେଉଛି । ତେବେ ଆପଣଙ୍କ ମତାମତ ନିହାତି କମେଣ୍ଟ କରି ଜଣାନ୍ତୁ । କି ମେ ବଦଳରେ ଜୁନ ରେ ଗ୍ରୀଷ୍ମ ଛୁଟି କଲେ ଭଲ ହେବ କି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *