ସିନ୍ଦୂର ର ଅଧିକାର‌ ର ବଡ଼ କଳାକାର ଙ୍କ ମୃ-ତ୍ୟୁ

artist

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଦର୍ଶକ ବନ୍ଧୁ ସିନ୍ଦୁର ଅଧିକାର ସିରିଏଲ ରେ ଜଣେ ବଡ କଳାକାର ଙ୍କର ମୃ-ତ୍ୟୁ ଘଟିଛି ଏବଂ ଏବେ ଦୁଖଃ ଲହରୀ ଖେଳିଜାଇଛି ଏହି ସିନ୍ଦୁର ଅଧିକାର ସିରିଏଲ ସେଟ ରେ ଏମିତି ଏକ ବଡ ଖବର ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ । ତେବେ ଆସନ୍ତୁ ଜାଣିନେବା ସେହି କଳାକାର ଜଣଙ୍କ କିଏ ।

ତେବେ ବନ୍ଧୁଗଣ ସିନ୍ଦୁର ଅଧିକାର ସିରିଏଲ ର ଆଶିଷ୍ଟାଣ୍ଟ ଡିରେକ୍ଟର ଅଭିଶେକ ଙ୍କ ଗତ ବର୍ଷ କୋରନା ରେ ମୃ-ତ୍ୟୁ ହୋଇଥିଲା ଏବଂ ତାଙ୍କର ମୃ-ତ୍ୟୁ ରେ ଏବେ ସମସ୍ତେ କାନ୍ଦୁଛନ୍ତି । ବେଶୀ କରି ବୁରୁନା , ନିଲାଖୀ ଓରଫ ଇତି ଙ୍କର ଦୁଖଃ ଭରା ପୋଷ୍ଟ ଆଜି ଦେଖିବାକୁ ମିଳିଛି । କାହିଁକି ନା ଇତି ଙ୍କୁ ପ୍ରଥମେ ଅଭିନୟ ସିଖେଇ ଥିଲେ ଏହି ଅଭିଶେକ ।

Abhishek

ଅଭିନୟ ପରେ ପରେ ଶେଷରେ ଅଧାରେ ଛାଡି ଚାଲିଜାଇ ଥିଲେ ନିଲାଖୀ ଙ୍କୁ ଏହି ଆଶିଷ୍ଟାଣ୍ଟ ଡିରେକ୍ଟର ଜଣଙ୍କ ଏବଂ ତାଙ୍କର ଆଜି ଜନ୍ମ ବାର୍ଷିକ ଏବଂ ତାଙ୍କୁ ମନେ ପକେଇ ଇତି କାନ୍ଦୁ ଥିବାର ନଜର ଆସିଛନ୍ତି । ଏବଂ ତାଙ୍କର ପୋଷ୍ଟ କୁ ଅନେକ କଳାକାର ମାନେ ସେୟାର କରିଥିଲେ ଏବଂ ସିନ୍ଦୁର ଅଧିକାର ସିରିଏଲ ର ସବୁ କଳାକାର ମାନେ ଦୁଖଃ ପ୍ରକାଶ କରିଥିବାର ନଜର ଆସିଥିଲେ ।

ତେବେ ସିନ୍ଦୁର ଅଧିକାର ଧାରାବାହୀକ ଆପଣ ମାନେ ଦେଖୁଛନ୍ତି ତେବେ ଆପଣ ମାନଙ୍କୁ ଏହି ସିରିଏଲ ର ଅଭିନିତ କଳାକାର ମାନେ ଏବଂ ଏମାନଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *