ପୁଣି ବଦଳିବ ଗ୍ରୀଷ୍ମ ଛୁଟି ମଇରେ ହେବ | ଏହି ତାରିଖରୁ ଏହି ତାରିଖ ହେବ ଛୁଟି

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ ପାଇଁ ଆସୁଛି ଆଉ କିଛି ବଡ ଖବର ଜୁନ ପରିବର୍ତେ ମେ ମାସରେ ହେବ ଗ୍ରୀଷ୍ମ ଛୁଟି ଏହି ନେଇ ରହିଛି କିଛି ନୂଆ ସୂଚନା ଯେମିତି କି ଆପଣ ମାନେ ଜାଣନ୍ତି କିଛି ଦିନ ପୂର୍ବରୁ ଗ୍ରୀଷ୍ମ ପ୍ରଭାବ କୁ ନଜର ରେ ରଖି ସରକାର 5 ଦିନ ସ୍କୁଲ ଛୁଟି ଘୋଷଣା କରିଥିଲେ । ଏହା ଛଡା ଆସନ୍ତା ଜୁନ 6 ରୁ 10 ପର୍ଯ୍ୟନ୍ତ ରହିଛି ସ୍କୁଲ ଛୁଟି ।

ତେବେ ଏହି ଛୁଟି ରେ ମଧ୍ୟ ହୋଇ ପାରେ ପରିବର୍ତନ ନଜର ପକେଇବା ସଂମ୍ପର୍ଣ୍ଣ ଖବର ଉପରେ । ପାଗରେ ପରିବର୍ତନ ଘଟିଥିବାରୁ ଏବଂ ଦିନର ତାପମାତ୍ରା ହ୍ରାସ ପାଇଥିବାରୁ ରାଜ୍ୟରେ ପିଲାଙ୍କ ପାଠ ପଢା ସମୟ କୁ ବୃଦ୍ଧି କରିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଣ ଶିକ୍ଷା ବିଭାଗ କୁ କହିଛନ୍ତି । ଗତ ମେ 2 ତାରିଖ ରୁ ସ୍କୁଲ ଗୁଡିକ ସକାଳ 6.00 ରୁ 9.00 ପର୍ଯ୍ୟନ୍ତ ଚାଲୁଛି ।

ତେବେ ପାଗରେ ପରିବର୍ତନ ଆସୁଥିବାରୁ ପାଠ ପଢା ସମୟ କୁ ଦିନ 10.00 ପର୍ଯ୍ୟନ୍ତ ବଢାଇବାକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସରକ୍ଷା ଆୟୋଗ ସଂନ୍ଧ୍ୟାବତୀ ପ୍ରଧାନ ତେବେ ଏପ୍ରିଲ ମାସରେ ଅସମ୍ଭାଳ ତାତି ହେବାରୁ ପ୍ରଥମେ କିଛି ଦିନ ସ୍କୁଲ ଗୁଡିକ ଛୁଟି ଘୋଷଣା ହୋଇଥିଲା । ଏହା ପରେ ମେ 2 ରୁ ସ୍କୁଲ ଗୁଡିକ 6.00 ରୁ 9.00 ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଧେଶ ଦିଆଜାଇ ଥିଲା ।

school Staff

ବର୍ତମାନ ପାଣିପାଗରେ ପରିବର୍ତନ ଘଟିଥିବାରୁ ଏବଂ ତାପମାତ୍ରା ଅପେକ୍ଷା କୃତ ହ୍ରାସ ପାଇଥିବାରୁ ସ୍କୁଲ ର ପାଠପଢା ଅବଦ୍ଧି କୁ ବୃଦ୍ଧି କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସରକ୍ଷା ଆୟୋଗ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ କୁ ପରାମର୍ଶ ଦେଇଛନ୍ତି । ତେବେ ମିଳୁଥିବା ସୂଚନା ମୁତାବକ ବହୁତ ଜଲ୍ଦି ସ୍କୁଲ ଛୁଟି ହେବାର ସମ୍ଭାବନା ରହିଛି । ତେବେ ଜୁନ ପରିବର୍ତେ ମେ ମାସରେ ହୋଇଯିବ ଗ୍ରାଷ୍ମ ଛୁଟି ତେବେ ଏମିତି ହେଲେ ଠିକ୍ ହେବ କି ନାହିଁ ନିଜର ମତାମତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *