ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମଜରେ ଏମିତି ବିଚିତ୍ର ଘଟଣା ମାନ ଘଟୁଛି । ଶୁଣିଲା ବେଳକୁ ଦେହ ଟାଙ୍କୁରୀ ଉଠୁଛି । ଥରେ ଆଜିକାଲିର ଝିଅମାନେ ନିଜର ମାଆ ଏବଂ ବାପାଙ୍କ ସମ୍ମାନ କଥା ଚିନ୍ତା କରୁନାହାନ୍ତି । ତାଙ୍କର ଏ ସାମନ୍ୟ ଭୁଲ ପାଇଁ ପିତା ମାତାଙ୍କୁ କେତେ କଥା ଶୁଣିବାକୁ ମିଳୁଥିବ ସେ କଥା ଥରେ ବି ବିଚାର କରୁ ନାହାନ୍ତି । ଆଜି ସମୟରେ ଝିଅ ଜନ୍ମ କଲେ ନିନ୍ଦା କମ ନୁହେଁ କି ପୁଅ ।
ପ୍ରତ୍ୟେକ ମା ବାପା ଝିଅ ବାହା ଦେବାର ସ୍ୱପ୍ନ ଦେଖିଥାନ୍ତି । ହେଲେ ଝିଅ ଯଦି ନିନ୍ଦନିୟ କାର୍ଯ୍ୟ କରେ ତେବେ କଣ ଉତ୍ତର ଦେବେ ବାପା ମାଆ ବନ୍ଧୁବାନ୍ଧବ କିମ୍ବା ପୋଡସୀ ଆଗରେ ନ କହିଲେ ମଧ୍ୟ ପଛରେ ସମସ୍ତେ ଛି ଛି କରିଥିବେ ଝିଅ ଟି ଏପରି କାର୍ଯ୍ୟକରିବା ପୂର୍ଵରୁ କଣ ପାଇଁ ଥରଟିଏ ଭାବି ଦେଖନ୍ତି ନାହିଁ କଣ ହେବ ଏହାର ଫଳ । କଣ ତାଙ୍କର ବିବେକ ଥରଟିଏ ବାଧା ଦିଏନାହିଁ ।
ବାହାଘର 14 ଦିନ ପୂର୍ଵରୁ ବର ପାଇଲେ ସ୍ତ୍ରୀର ଉ-ଲ-ଗ୍ନ ଫୋଟ ଆଉ ଅ-ଶ୍ଲୀ-ଳ ଭିଡ଼ିଓ । ଏବଂ ତା ପରେ ଝିଅ ଦେଲା ବରଙ୍କ ନାମ ରେ କେସ । ଏମିତି କେସରେ ହାଇକୋର୍ଟର ଦ୍ୱରାସ୍ତ ହେଇଛନ୍ତି ସେ । ବାହାଘର ଠିକ ହେଲା ବେଦି ପାଇଁ ଆଗୁଆ ଟଙ୍କା ଦିଆଗଲା । ପୁରହିତ ମଧ୍ୟ ଟଙ୍କା ନେଇଗଲେ ହେଲେ 14 ଦିନ ପୂର୍ଵରୁ ବର ପାଇଲେ ଅ-ଶ୍ଳୀ-ଳ ଭିଡିଓ ଯାହା ତାଙ୍କୁ ଚକିତ କରିଦେଲା ।
ସଙ୍ଗେ ସଙ୍ଗେ ବାହାଘର ଭାଙ୍ଗି ବାକୁ ଗଲେ । ବାହାଘର ଭଙ୍ଗିବା ପ୍ରଶ୍ନ ଯେବେ ଉଠିଲା ସେତେବେଳେ ଝିଅ ଅଭିଯୋଗ କରିଲେ ତାଙ୍କୁ ବଳତ୍କାର କରାଯାଇଛି । ସେ ଗର୍ଭବତୀ ଅଛନ୍ତି । ଆଗୁରୁ ଏପରି ଘଟଣା ଘଟୁଥିଲା ହେଲେ ଲୋକଲୋଚନକୁ ଆସୁନଥିଲା ହେଲେ ବର୍ତମାନ ସୋସିଆଲ ମିଡିଆ ଶକ୍ତ ହେଇଗଲାଣି।
ବର୍ତମାନ ଝିଅ ହଉ କିମ୍ବା ପୁଅ କେହିବି ଅନ୍ୟାୟର ସ୍ୱୀକାର ହେବେ ନାହିଁ । ହେଲେ ଏହି ଘଟଣାଟି ଭାରି ଗୁରୁତ୍ୱର ଘଟଣା ଅଟେ । ବାହାଘର ଠିକ ହେଇଥିଲା ଆମେ ଯେହେତୁ ହିନ୍ଦୁ ଧର୍ମର ତେଣୁ ତିଥି ବାର ସବୁ ପୁରହିତଙ୍କୁ ଡାକି ଠିକ କରାଯାଇଥିଲା ।
ହେଲେ ହଠାତ ଯେବେ ଅଜଣା ନମ୍ବର ରୁ ଅଶ୍ଳୀଳ ଫୋଟ ଆସିଲା ସେ ପୁଅ ତାଙ୍କ ଘରେ ଜଣାଇଥିଲେ । ପୁଅଟି ଯେତେବେଳେ 1.30 ରେ ଘରକୁ ଆସିଲେ ସେ ଝିଅଟି ଆସି ମୁଁ ଆତ୍ମାହତ୍ୟା କରିଦେବି ତୁମେ ମୋତେ ବାହା ହେବାକୁ ବାଧ୍ୟ ଅଟ ହେଲେ ସେ ପୁଅ କହିଛନ୍ତି ମୁଁ ଜାଣିସାରିଛି ତୁମର ଆଉ ଗୋଟେ ପୁଅ ସହିତ ସଂ-ମ୍ପ-ର୍କ ଅଛି ।
ତେଣୁ ମୁଁ ବିବାହ କରି ପାରିବି ନାହିଁ ସେ ଝିଅ ବୁଝିବାକୁ ନାରାଜ ସେ ପୁଅ କହୁଛି ମୁଁ ସବୁ ପରୀକ୍ଷା ନିରୀକ୍ଷା କରିବାକୁ ପ୍ରସ୍ତୁତ ଅଟେ। ସେ ଝିଅ ମୋ ଉପରେ ମିଛ ଆରୋପ ଲଗାଉଛନ୍ତି ଏବେ ଆପଣ କୁହନ୍ତୁ କଣ ଏପିର ଝିଅ କୁ କେହିବି ବିବାହ କରିବାକୁ ରାଜି ହେବେ କି ?
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।