ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପ ମାନେ ସମସ୍ତେ କାଳିଆ ଯୋଜନା ନିହାତି ଜାଣନ୍ତି । ତେବେ କାଳିଆ ଯୋଜନା ରେ ଆପଣଙ୍କ ପାଇଁ ଆସିଜାଇଛି ଗୋଟିଏ ଭଲ ଅପଡେଟ ଏଣିକି ଆପଣ ନୂଆ ଆପ୍ଲାୟ କରି ପାରିବେ କେଉଁ ତାରିଖ ରୁ କେଉଁ ତାରିଖ ଯାଏ ଚାର ଏକ ଡେଟ୍ ରହିଛି ଏହି ପିରିୟଡ ରେ ଆପଣ ଆପ୍ଲାୟ କରିବେ । ଯଦି ଆପଣ ନୂଆ ଆବେଦନ କରିବା ପାଇଁ ଚାହୁଁଥିବେ ।
ତେବେ ତାହା ମଧ୍ୟ କେମିତି କରିବେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଜଣେଇବୁ । ଏହା ପାଇଁ ଆପଣ ମାନଙ୍କୁ kalia.gov.in କୁ ଯିବା ପାଇଁ ପ଼ଡିବ । ଏଠାରେ ଆପଣଙ୍କୁ ସୋ କରୁଛି ଦେଖନ୍ତୁ । Online grievance/inclusion is opened on 09.05.2022 and it will be closed on 10.06.2022 in KALIA portal.ମାନେ ମେ ମାସ 9 ତାରିଖ ରୁ ଆରମ୍ଭ ହୋଇଛି ଏବଂ ଜୁନ ମାସ 10 ତାରିଖ ରେ ଶେଷ ତାରିଖ ।
ଏହି ପିରିୟଡ ରେ ଆପଣ ମାନେ ନୂଆ ଆବେଦନ କରିବା ପାଇଁ ଚାହୁଁଥିବେ ତେବେ ନୂଆ ଆବେଦନ କରି ପାରିବେ । ତେବେ ଏହାକୁ ଆପଣ ମାନେ ମୋବାଇଲ ଜରିଆରେ ଆପଣ ମାନେ ଆପ୍ଲାୟ କରି ପାରିବେ ନାହିଁ । ବରଂ ଏହା ପାଇଁ ଆପଣ ମାନେ CSC ସେଣ୍ଟର କିମ୍ବା ଅନଲାଇନ ସର୍ଭିସ ମିଳୁଥିବ ଆପଣ ତାଙ୍କ ମାଧ୍ୟମରେ ଜାଇ ଏହାକୁ ଆପ୍ଲାୟ କରି ପାରିବେ ।
ନର୍ମାଲି ଏହାକୁ ଘରେ ରହି ଆପ୍ଲାୟ କରି ପାରିବେ ନାହିଁ । ଏମିତି ରେ ବହୁତ ଲୋକ ମାନେ ଖୋଜୁଥିଲେ କାଳିଆ ଯୋଜନା କେବେ ଆପ୍ଲାୟ ହେବ । ତେବେ ଫାଇନାଲି ଆପଣ ମାନେ ଆପ୍ଲାୟ କରିବା ପାଇଁ ଚାହୁଁଥିବେ ତେବେ ସେହି ପରି ପୂର୍ବରୁ କାଳିଆ ଯୋଜନା ରେ 5000 ଟଙ୍କା ମିଳୁଥିଲା ହେଲେ ଏବେ 5 ହଜାର ବନ୍ଦ କରି 2 ହଜାର ଲେଖାଏଁ ମିଳୁଛି ।
ଗୋଟିଏ ଆମର ଅକ୍ଷୟ ତୃତିଆ ରେ ମିଳୁଛି ଏବଂ ଆଉ ଗୋଟିଏ ନୂଆଖାଇ ରେ ମିଳୁଛି। ଯେମିତି PM କିଶାନ ଯୋଜନା ରେ ବର୍ଷର 3 ସମୟ 2 ହଜାର ଲେଖାଏଁ ମିଳୁଛି । ସେମିତି କାଳିଆ ଯୋଜନା ରେ 2 ହଜାର ଲେଖାଏଁ ମିଳୁଛି । ତେବେ ସୁବର୍ଣ୍ଣ ସୁଯୋଗ ରହିଛି ଆପ୍ଲାୟ କରିବା ପାଇଁ ଚାହୁଁଥିଲେ ନିଶ୍ଚିତ ଆପ୍ଲାୟ କରି ନିଅନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।