ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ କାଳିଆ ଯୋଜନାକୁ ନେଇ ଆସିଲା ବଡ ଖବର ତେବେ ବୋହୁତ ଦିନରୁ ଚାଷୀ ଭାଇମାନେ ଅପେକ୍ଷା କରି ବସିଛନ୍ତି ଯେ କାଳିଆ ଯୋଜନା ର ଟଙ୍କା ତାଙ୍କୁ କେବେ ମିଳିବ ହେଲେ ତାଙ୍କ ଅପେକ୍ଷାର ଅନ୍ତ ହୋଇଜାଇଛି କାଳିଆ ଯୋଜନାର ଟଙ୍କା ଆଜି ଚାଷୀ ଭାଇମାନଙ୍କ ଆକାଉଣ୍ଟ୍ କୁ ଆସିବା ପାଇଁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ ଟଙ୍କା ପଠେଇବା ପାଇଁ ଯାଉଛନ୍ତି। ତେବେ ବନ୍ଧୁଗଣ ପ୍ରକୃତରେ ଚାଷୀ ଭାଇଙ୍କ ଖାତାକୁ ଆଜି କେତେ ଟଙ୍କା ଆସିବ ଆସନ୍ତୁ ଜାଣିନେବା ଏବଂ ଜାଣି ନେବା କେଉଁ ମାନଙ୍କୁ ମିଳିବ ଟଙ୍କା ଏବଂ କେଉଁ ମାନଙ୍କୁ ଟଙ୍କା ମିଳିବ ନାହିଁ ଏହି ବିଷୟରେ ସଂମ୍ପୁର୍ଣ୍ଣ ବିବରଣୀ ଜାଣିନେବା।
ଦର୍ଶକ ବନ୍ଧୁ କାଳିଆ ଯୋଜନା 2018 ମସିହାରେ ଲାଗୁ କରାଯାଇଥିଲା ଓଡିଶା ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଏହି କାଳିଆ ଯୋଜନା ଆରମ୍ଭ କରିଥିଲେ । ବନ୍ଧୁଗଣ କାଳିଆ ଯୋଜନାରେ ଆଜି ମିଳିବ ଟଙ୍କା ଅକ୍ଷୟ ତୃତୀୟ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଆକାଉଣ୍ଟ୍ ରେ ଟଙ୍କା ଦେବାକୁ ଯାଉଛନ୍ତି ଅକ୍ଷୟ ତୃତୀୟା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି । କାଳିଆ ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟ୍ କୁ 2000 ଟଙ୍କା ପଠାଇବେ 40 ଲକ୍ଷରୁ ଉର୍ଦ୍ଧ ଚାଷୀଭାଇ ଏଥିରେ ଉପକୃତ ହୋଇ ପାରିବେ ।
କାଳିଆ ଯୋଜନା କିସ୍ତି ବାବଦରେ 800 କୋଟି ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର ବୋଲି ସୂଚନା ମିଳିଛି। ବନ୍ଧୁଗଣ ଆପଣମାନେ କାଳିଆ ଯୋଜନାକୁ 2018 ମସିହାରେ କରାଯାଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାକୁ ଚାଷୀଭାଇ ମାନଙ୍କ ଉନ୍ନତି ପାଇଁ ଆରମ୍ଭ କରିଥିଲେ ଓ କାଳିଆ ଯୋଜନାରେ ମଧ୍ୟ ଚାଷୀ ଭାଇଙ୍କର ଉନ୍ନତି ମଧ୍ୟ ହୋଇଛି ।
ଚାଷୀମାନେ ଏହି କାଳିଆ ଯୋଜନାର ଟଙ୍କାକୁ ନେଇ ବିହନ କିଟନାଶକ ଔଷଧ କିଣୁଛନ୍ତି ଏବଂ ଚାଷ କାମରେ ଲଗାଉଛନ୍ତି ତେବେ ବନ୍ଧୁଗଣ 2022 ମାର୍ଚ୍ଚ 30 ରେ କାଳିଆ ଯୋଜନାର ଶେ, ତାରିଖ ଥିଲା ହେଲେ ଏହି କାଳିଆ ଯୋଜନାର ତାରିଖକୁ ବଢେଇ ଦିଆଯାଇଛି ଓ ଏହାକୁ ଆହୁରି 2 ବର୍ଷ ପାଇଁ ବଢେଇ ଦିଆଯାଇଛି। ବନ୍ଧୁଗଣ କୋରୋନା ମହାମାରୀରେ ଅନେକ ଲୋକ ନିଜର ରୋଜଗାର ହରେଇଥିବା ବେଳେ ଅନେକ ଦିନ ଧରି କିଛିବି ରୋଜଗାର କରି ନଥିଲେ ସେଥିପାଇଁ ସରକାର ସେମାନଙ୍କ ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏହି କାଳିଆ ଯୋଜନାର ଶେଷ ତାରିଖକୁ ଆହୁରି 2 ବର୍ଷ ମଧ୍ୟ ବଢାଇ ଦେଇଛନ୍ତି।
ତେବେ ବନ୍ଧୁଗଣ ଏହି ଟଙ୍କା ପାଇବା ପାଇଁ ଯେଉଁମାନେ ଯୋଗ୍ୟ ଅଟନ୍ତି ସେମାନଙ୍କୁ ମିଳିବ ଏବଂ ଏବେ 5000 ଟଙ୍କା ମିଳିବ ନାହିଁ ବରଂ 2000 ହାଜର ଟଙ୍କା ମିଳିବ ଏବଂ ଯେଉଁମାନଙ୍କୁ ପୂର୍ବ କିସ୍ତି ଟଙ୍କା ମିଳିନାହିଁ ସେମାନଙ୍କୁ 2000 ଟଙ୍କା ମିଳିପାରେ ଏବଂ ବନ୍ଧୁଗଣ ଯଦି ଆପଣ ଯୋଗ୍ୟ ଚାଷୀ ହୋଇଥିବେ ହେଲେ ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ ଆପଣ ଜନସେବା କେନ୍ଦ୍ରକୁ ଯାଇ ମଧ୍ୟ ଆବେଦନ କରି ନିଅନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।