ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଠକିଦେଲେ ସୁନ୍ଦରୀ ଯୁବତୀ ସୁନ୍ଦରୀ ମାନଙ୍କ ଜାଲରେ ଯେ କେହି ବି ପଡିଛି ସେ ଅଧିକ ଦିନ ତିଷ୍ଟି ପାରି ନାହିଁ । ଯୁବତୀ ଜଣଙ୍କ ଲୁଟିନେଲେ ସାରଙ୍କ ଠାରୁ 30 ହଜାର ଟଙ୍କା । ଶିକ୍ଷକ ଜଣଙ୍କ ଏକ ଘୋରଇ ସ୍କୁଲ ରେ କାର୍ଯ୍ୟ କରି ଆସୁଥିଲେ । ହେଲେ ଏମିତି ଏକ ଘଟଣା ଘଟିଛି ତେବେ କଣ ଥିଲା ସଂମ୍ପର୍ଣ୍ଣ ଘଟଣାଟି ଆସନ୍ତୁ ଜାଣିନେବା ।
ତେବେ ଫେସବୁକ ରେ ସୁନ୍ଦରୀ ଯୁବତୀ ଙ୍କର ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା । ଏବଂ ଶିକ୍ଷକ ତାଙ୍କୁ ଗ୍ରହଣ କରି କଥାବାର୍ତା ହେଉଥିଲେ । ଏବଂ ପରେ କଥା ବାର୍ତ୍ତା ହେବା ପରେ ଦୁହେଁ ଦୁହିଁଙ୍କୁ ୱାଟସପ ନମ୍ବର ସେୟାର କରିଥିଲେ । ଏବଂ ପରେ ଶିକ୍ଷକ ଙ୍କ ସହିତ ମିଶିବା ପରେ ତାଙ୍କୁ ଯୁବତୀ ଜଣଙ୍କ ଅ-ର୍ଦ୍ଧ ନ-ଗ୍ନ ଫୋଟ ମାଗିଥିଲେ । ଏବଂ ପରେ ଶିକ୍ଷକ ଜଣଙ୍କ ବି ସୁନ୍ଦରୀ ଜାଲରେ ପଡି ଦେଇ ଦେଇଥିଲେ ।
ମାତ୍ର ସୁନ୍ଦରୀ ଜଣଙ୍କ ସେହି ଭିଡ଼ିଓ ର ସ୍କ୍ରିନ ରେକର୍ଡ କରିଥିଲେ । ହେଲେ ଶିକ୍ଷକ ଜଣଙ୍କ ଏହା ଜାଣି ପାରି ନଥିଲେ । ଏବଂ ପରେ ସେ ଟଙ୍କା ଧାର ମାଗିଥିଲେ ଏବଂ ଶିକ୍ଷକ ଦେଇ ମଧ୍ୟଥିଲେ । ହେଲେ ପରେ ଯୁବତୀ ଜଣଙ୍କ ଟଙ୍କା ନଫରେଇ ବ୍ଲାକମେଲିଂ କରିଥିଲେ ।
ଶିକ୍ଷକଙ୍କ ଠାରୁ ସେ ତିନି ଥର ଟଙ୍କା ନେଇଥିବାରୁ ଅଭିଯୋଗ ହୋଇଛି । କାରଣ ଯୁବତୀ ଜଣଙ୍କ ପ୍ରଥମେ 10 ହଜାର ଏବଂ ପରେ 10 ପୁଣି 10 ହଜାର ଟଙ୍କା ନେଇଥିବାର ଦେଖିବା ପାଇଁ ମିଳିଥିଲେ ।
ହେଲେ ପରେ ଆହୁରୀ ଟଙ୍କା ମାଗିବାରୁ ବର୍ତମାନ ସମୟ ରେ ଶିକ୍ଷକ ଜଣଙ୍କ ଏବେ ଅଭିଯୋଗ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ବି ବହୁତ ସତର୍କ ରୁହନ୍ତୁ ଯଦି ଆପଣ ମାନେ ଅନଲାଇନ୍ ମାଧ୍ୟମ ରେ କୈଣସି ଯୁବତୀ ସହିତ ଚାର୍ଟ କରୁଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।