ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ନା କୁ ଆସିଲା ରୂପା ଙ୍କ ଚୂଡି ଏବଂ ଗହଣା ର ଖର୍ଚ୍ଚ । ଜାଣନ୍ତୁ କଣ ରହିଥାଏ ତାଙ୍କ ଗହଣା ସାମଗ୍ରୀ ମଧ୍ୟରେ ଏବଂ ଗହଣା ଗୁଡିକ ର ଦାମ୍ ସୁଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ତେବେ ବହୁ ଚର୍ଚ୍ଚିତ ଓଡିଆ ବ୍ଲଗର ରୂପା ପିଣ୍ଟୁ ବର୍ତମାନ ସାରା ଓଡିଶା ବାସୀ ଙ୍କର ପ୍ରିୟ ହୋଇଜାଇଛନ୍ତି । ଅଳ୍ପ କିଛି ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଏବଂ ବ୍ଲଗିଙ୍ଗ୍ ରୁ କେରିଅର ଆରମ୍ଭ କରିଥିବା ରୂପା ପିଣ୍ଟୁ ଜଣେ ସଫଳ ଇୟୁଟ୍ୟୁବର ମଧ୍ୟ ଅଟନ୍ତି ।
ତାଙ୍କର ଚାଲି ଚଳଣୀ ଜଣେ ଖାଣ୍ଟି ଓଡିଆ ଘରର ଅଟେ କିନ୍ତୁ ରୂପା ନିଜ ମନ ମୁତାବକ ଗହଣା ପିନ୍ଧିବା ପାଇଁ ପସନ୍ଦ କରନ୍ତି । ଏହିଥିରେ ସେ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି । ଆପଣ ମାନଙ୍କୁ ଆମେ କହିରଖୁଛୁ ଜଣେ ବିବାହିତା ନାରୀ ହିସାବ ରେ ରୂପା ସଂଙ୍ଖା , ଚୁଡି , ଏବଂ ବେକରେ ମଙ୍ଗଳସୂତ୍ର ଏବଂ ହାର ଆଦି ଲଗେଇଥାନ୍ତି । ତେବେ ସାରା ଓଡିଶା ବାସୀ ତାଙ୍କୁ ଗହଣା ଏବଂ ରଙ୍ଗ ବେରଙ୍ଗର ସଂଙ୍ଖା ରେ ସଜ୍ଜିତ ହୋଇଥିବାର ଦେଖିଛନ୍ତି ।
ତେବେ ରୂପା ତାଙ୍କର ଗହଣା କେବଳ ଏସ ଇ ବି ଗୋଲ୍ଡ ରୁ ହିଁ କିଣିଥାନ୍ତି । କାରଣ ସେମାନେ ସେଠାରେ ନୂତନ ଡିଜାଇନ ବିଭିନ୍ନ ପ୍ରକାର ଗହଣା ସଠିକ୍ ମୂଲ୍ୟ ରେ ପାଇପାରିଥାନ୍ତି । ରୂପା ପିଣ୍ଟୁ ସେମାନଙ୍କ ସମସ୍ତ ଗହଣା ସେହିଠାରୁ ହଁ ନେଇଥାନ୍ତି । ତେବେ ଆସନ୍ତୁ ଆଲୋଚନା କରିବା ରୂପା ପିଣ୍ଟୁ ଙ୍କ ପାଖରେ କଣ କଣ କେତେ ପ୍ରକାରର ଗହଣା ରହିଛି ।
ତେବେ ରୂପା ଙ୍କ ପାଖରେ ଗୋଟିଏ ସୁନାର ମଙ୍ଗଳସୂତ୍ର ରହିଛି ଏବଂ ଏହା ମୂଲ୍ୟ 70 ହଜାର ଟଙ୍କା ଅଟେ । ଏହା ସହିତ ଯୋଡିଏ ସୁନା କାମ ଫୁଲ ରହିଛି । ଏହାର ମୂଲ୍ୟ 30 ହଜାର ଟଙ୍କା ଏହା ସହିତ ତାଙ୍କ ପାଖରେ ସୁନ୍ଦର ଡିଜାଇନ ରାଣୀ ହାର ରହିଛି । ଜାହାର ମୂଲ୍ୟ 1.5 ଲକ୍ଷ ଟଙ୍କା ଆପଣ ମାନଙ୍କୁ କହିଦେବୁ କି ଏହା ସହିତ ରୂପା ଙ୍କ ପାଖରେ ଏକ ସୁନା ଚେନ ସହିତ ଦୁଇ ହଳ ସୁନା ସଂଙ୍ଖା ରହିିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।