ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଆଜିର ସମୟ ରେ ବହୁତ ହୋଟ ଏବଂ ବୋଲ୍ଡ ହିରୋଇନ ମାନେ ଆପଣ ମାନଙ୍କୁ ଦେଖିବା ପାଇଁ ମିଳୁଥିବେ । ଜାହାକୁ ଦେଖି ଦର୍ଶକ ମାନେ ବହୁତ ପରିମାଣ ରେ ଆକର୍ଷିତ ହୋଇଥାନ୍ତି । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯିଏ କିସିଙ୍ଗ ସିନ୍ କରନ୍ତି ନା ହିଁ ହଟ୍ ଦେଖାଯିବା ପାଇଁ ଛୋଟ କପଡାର ସାହାରା ନିଅନ୍ତି, ହେଲେବି ବି ସେ ଦର୍ଶକ ତାଙ୍କ ସୁନ୍ଦରତାର ଦିୱାନା ଅଟନ୍ତି।
ସେହି ଅଭିନେତ୍ରୀ ଜଣକ । ସାଧାରଣ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରୀ ହୋଟ୍ ଏବଂ ବୋଲ୍ଡ ଅଭିନେତ୍ରୀ ମାନେ ଦେଖିବା ପାଇଁ ମିଳନ୍ତି । ଜାହାଙ୍କୁ ଦେଖି ଦର୍ଶକ ମାନେ ବହୁତ ପରିମାଣ ରେ ଆକର୍ଷିତ ହୁଅନ୍ତି । ହେଲେ ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହୁଛୁ ସେ ହେଲେ କ୍ରୀତି ସୁରେଶ ସାଉଥ୍ ଫିଲ୍ମର ଜଣେ ପରିଚିତ ଏବଂ ପ୍ରତିଭାଶାଳୀ ଅଭିନେତ୍ରୀ ଅଟନ୍ତି।
ସମସ୍ତଙ୍କୁ ତାଙ୍କ ବ୍ୟବହାର ଓ ସଂସ୍କାର ପାଇଁ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି। କ୍ରୀତିଙ୍କୁ ତାଙ୍କ ଅଭିନୟ ସହିତ ତାଙ୍କ ଡ୍ରେସିଂଗ ଷ୍ଟାଇଲ କାରଣରୁ ସେ ବେଶ୍ ଚର୍ଚ୍ଚିତ। କ୍ରିତି ଜଣେ ଏମିତି ଅଭିନେତ୍ରୀ ଅଟନ୍ତି ଯିଏକି ଫିଲ୍ମ ମାନଙ୍କରେ କେବେ ବି ଛୋଟ କପଡା ପରିଧାନ କରନ୍ତି ନାହିଁ । ଏବଂ ନା ହିଁ ଅସଲ ଜିବନରେ
ଏବଂ ସେ କୈଣସି ବି ଫିଲ୍ମ ସାଇନ କରିବା ପୂର୍ବରୁ ସେ ସାଇନ କରି ନିଅନ୍ତି କି ସେ କୈଣସି ବି ଫିଲ୍ମ ରେ କିସିଙ୍ଗ୍ ସିନ୍ କରିବେ ନାହିଁ । ସବୁ ସମୟ ରେ କିର୍ତ୍ତି ଙ୍କୁ ସଂସ୍କାର ଓ ଡ୍ରେସିଂ ପାଇଁ ପସନ୍ଦ କରନ୍ତି । ଏହା ସହିତ କିର୍ତି ଫିଲ୍ମ କେରିଅର ରେ ତାମିଲ୍, ତେଲେଗୁ ଏବଂ ମଲାୟଲମ୍ ଆଦି ରେ ଫିଲ୍ମ କରିସାରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।