ଦଶମ ଶ୍ରେଣୀ ର ଛାତ୍ର ବିଧବା ଶିକ୍ଷୟତ୍ରୀ ପ୍ରେମ ରେ ପାଗଳ ହେଲା ଏବଂ ପରେ ଛାତ୍ର ଜଣଙ୍କ ରାତି ରେ କରିଦେଲ ଏମିତି କାଣ୍ଡ ।

Student

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଛତିସଗଡ ରୁ ଏବେ ଏବେ ଆସିଛି ଏକ କଳଙ୍କିତ ଖବର ଏହା ଗୁରୁ ଏବଂ ଶିଶ୍ୟ ସଂମ୍ପର୍କ କୁ ସଂମ୍ପର୍ଣ୍ଣ ବଦନାମ କରିଦେଇଛି । ଏଠାରେ ଜଣେ ଛାତ୍ର ନିଜ ଶିକ୍ଷକ ଙ୍କୁ ଜବର୍ଦୋସ୍ତି ବିବାହ କରିବାକୁ ଚାପ ପକାଉଛନ୍ତି ।

ତେବେ ଯଦି ସେ ବିବାହ ନକରନ୍ତି ତେବେ ସେ ତାଙ୍କୁ ବଦନାମ କରିଦେବେ ବୋଲି ଧମକ୍ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ସ୍ତ୍ରୀ ରାୟଗଡ ର ଖର୍ସିଆ ଅଞ୍ଚଳ ର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କାମ କରୁଥିବା ବେଳେ ଶିକ୍ଷକ ଙ୍କ ସ୍ୱାମୀ ଙ୍କର ମୃତ୍ୟୁ ହୋଇଥିଲା । ଏବଂ ପରେ ଛାତ୍ର ଜଣଙ୍କ ଶିକ୍ଷୟତ୍ରୀ ଙ୍କୁ ଦୂର୍ବ୍ୟବହାର କରିବା ଆରମ୍ଭ କରିଥିଲେ ।

ମହିଳା ଏହାକୁ ବିରୋଧ କି ଶିକ୍ଷା କମିଟି ରେ ବି ବିରୋଧ କରିଥିଲେ । ଏବଂ ଏହା ପରେ ପରେ ଛାତ୍ର କୁ ଲୋକ ମାନେ ବୁଝେଇଥିଲେ କି ଏମିତି କରିବା ସଠିକ୍ ନୁହେଁ ବୋଲି । ହେଲେ ଏମିତି କଥା ରେ ନ ସୁଣି ଛାତ୍ର ଜଣଙ୍କ ଶିକ୍ଷୟତ୍ରୀ ଙ୍କୁ ଧମକ ଦେବା ଆରମ୍ଭ କରିଥିଲେ ।

ତେବେ ଛାତ୍ର ଜଣଙ୍କ ଧମକ୍ ଦେଇକହିଥିଲେ କି ସେ ଯଦି ତାଙ୍କୁ ବିବାହ ନକରନ୍ତି ତେବେ ସେ ତାଙ୍କୁ ସ୍କୁଲ ରୁ ଅପହରଣ କରିବେ ବୋଲି । ଏହାକୁ ନେଇ ବିଦ୍ୟାଳୟ କାନ୍ଥ ରେ ଅଶୀଳ୍ଳ କଥା ବି ଲେଖିଥିଲେ । ଏହି ସମସ୍ୟା ରୁ ମୁକ୍ତି ପାଇଁ ଶିକ୍ଷୟତ୍ରୀ ଶିକ୍ଷା ଅଧିକାରୀ ଙ୍କ ପାଖରେ ଅଭିଯୋଗ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *