ଲାଜ ନ କରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି 1 ଜିନିଷ, ଭିକାରୀରୁ ହେଇଯିବେ ରାଜା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲାଜ ନକରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି ଗୋଟିଏ ଜିନିଷ ଭୀକାରି ରୁ ହୋଇଯିବେ କୋଟିପତି । ଭାରତ ବର୍ଷରେ ଅହଲ୍ୟା ଙ୍କୁ ଦେବୀ ରୂପେ ପୂଜା କରାଜାଇଛି । ଏହାର କାରଣ ମହିଳା ଙ୍କ ମଧ୍ୟରେ କିଛି ଗୁଣ ରହିଥାଏ ତାହା କେବେ ପୁରୁଷ କେବେ ବି ଚିନ୍ତା କରିପାରିବ ନାହିଁ । ଆଜିର ସମୟ ରେ ମହିଳା ଙ୍କୁ ବହୁତ ଜିନିଷ ପାଇଁ ସ୍ୱତନ୍ତ୍ରତା ମିଳିଜାଇଛି । କିନ୍ତୁ କିଛି ବର୍ଷ ତଳେ ମହିଳାଙ୍କୁ କଥା କହିବା ପାଇଁ ଶହେଥର ଚିନ୍ତା କରିବାକୁ ପଡୁଥିଲା ।

women

ମହିଳା ଚାହିଁଲେ ଘରକୁ ସ୍ୱର୍ଗ କି ନର୍କ କରିପାରେ । ମହିଳାଙ୍କ ସ୍ୱଭାବ ଅନୁସାରେ ସେମାନଙ୍କ ଚିନ୍ତାଧାରା ହୋଇଥାଏ । ଯେଉଁ ମହିଳା ମାନଙ୍କ ମନ ଭିତରେ ବହୁତ କଥା ହେଲେ ବାହାରେ କମ୍ କହିଥାନ୍ତି ସେମାନେ ସ୍ୱତନ୍ତ୍ର ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ବହୁତ ଏମିତି କଥା କୁହାଜାଇଛି ଜାହା ମଣିଷ କୁ କରିବା ଉଚିତ୍ ନୁହେଁ । ଯେଉଁ ବ୍ୟକ୍ତି ମାନେ ମହିଳା ଙ୍କ ଆଦର ସମ୍ମାନ କରିନଥାଏ । ସେମାନଙ୍କ ଆଦର ସମ୍ମାନ କରେ ନାହିଁ ସେମାନଙ୍କ ଘରକୁ ମାତା ଲକ୍ଷ୍ମୀ କେବେ ବି ପ୍ରବେଶ କରନ୍ତି ନାହିଁ । ଆଉ ସେହି ଘରେ ସବୁ ବେଳେ ଆର୍ଥିକ ହାନୀ ହୋଇଥାଏ ।

ତେବେ ଶାସ୍ତ୍ର ରେ କୁହାଜାଇଛି କି ଯେଉଁ ଘରେ ମହିଳା ଙ୍କୁ ଆଦର ସମ୍ମାନ ଦିଅନ୍ତି ଏବଂ ସମ୍ମାନ କରନ୍ତି ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏହା ସହିତ ଏହି ଘରେ ଧନ ସଂମ୍ପତୀ ର କେବେ ବି ଅଭାବ ହୁଏ ନାହିଁ । ଆଜି ଆପଣ ମାନଙ୍କୁ କହିବୁ କି କବାଟ ଆଡକୁ କେବେ ବି ଗୋଡ କରି ଶୋଇବା ଉଚିତ୍ ନୁହେଁ । ଏମିତି କରିଲେ ସେହି ଘରେ କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

women

ଶାସ୍ତ୍ର ଅନୁସାରେ ମହିଳାଙ୍କର ସବୁଠାରୁ ବଡ ଗହଣା ଲାଜ ହୋଇଥାଏ । ସେହିଥି ପାଇଁ ସେମାନେ କେବେ ଆପଣ ମାନଙ୍କୁ ପ୍ରେମ ମାଗିବେ ନାହିଁ । ଆପଣ ତାଙ୍କୁ ନିଜେ ପ୍ରେମ ଦେବା ଉଚିତ୍ ହୋଇଥାଏ । ଯେଉଁ ପୁୁରୁଷ ରାତିରେ ମହିଳା ଙ୍କ ସହିତ ପ୍ରେମ ସଂମ୍ପର୍କ ରଖେ ସେମାନଙ୍କ ଜିବନରେ କେବେ ବି ଅଶାନ୍ତି ଆସେ ନାହିଁ । ଏବଂ ସେହି ମାନେ ବହୁତ ସୁଖୀ ରହିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *