ଝିଅ ଙ୍କର ଏହି ଜିନିଷ ସବୁ ଦେଖି ପାଗଳ ହୋଇଯାଆନ୍ତି ପୁଅ , କରି ଦିଅନ୍ତି ଏହି ସବୁ କାମ

girl 3

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ କିଛି ଖାସ୍ ବିଷୟ ବସ୍ଥୁ ଉପରେ କଥା ବାର୍ତ୍ତା କରିବା ପାଇଁ ଚାହିଁବୁ । ଏମିତି ରେ ଆପଣ ମାନେ ଜାଣି ଥିବେ ସବୁ ସମୟ ରେ ଝିଅ ମାନେ ଏହି ବିଷୟ ରେ ବିଷେଶ କରି ଧ୍ୟାନ ଦେଇ ଥାନ୍ତି କି ସେମାନଙ୍କ ପାର୍ଟନର କେମିତି ସେମାନଙ୍କୁ ପସନ୍ଦ କରିବେ ବା ସେ ସବୁ ବେଳେ ତାଙ୍କୁ ହିଁ ଦେଖିବେ ଏମିତି ରେ ସେମାନେ ନିଜର ସୈନ୍ଦର୍ଯ୍ୟ ଉପରେ ବିଷେଶ କରି ଧ୍ୟନ ଦେଇ ଥାନ୍ତି । କାରଣ ସେମାନେ ଚାହାଁନ୍ତି ଯେପରି ସେମାନଙ୍କ ପ୍ରତି ସମସ୍ତେ ଧ୍ୟନ ଦିଅନ୍ତୁ ।

ହେଲେ କିଛି କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ । ହେଲେ ଏଠାରେ ଆପଣ ମାନେ ନିଶ୍ଚିତ ଭାବେ ଚାହିଁବେ କି ଆପଣ ଙ୍କ ସାଥୀ ଆପଣଙ୍କ ଉପରେ କେମିତି ନଜର ଦିଅନ୍ତୁ । ତେବେ ଆମେ ଏହା ପାଇଁ ଆପଣ ମାନଙ୍କ ପାଇଁ କିଛି ଉପାୟ ମାନ ନେଇ କରି ଆସିଛୁ । ସେମିତି ରେ କୈଣସି ପୁଅ କୁ ପସନ୍ଦ ଆସିବା ଭଳି ନିଜକୁ ସଜେଇ ହେବା ପାଇଁ ଆପଣ ମାନଙ୍କୁ ପ୍ରଥମେ ସେହି ପୁଅ ର ପସନ୍ଦ ଏବଂ ନା ପସନ୍ଦ ବିଷୟ ରେ ନିଶ୍ଚିତ ଭାବେ ଜାଣିବା ପାଇଁ ପଡିବ ।

girls

ଏହା ସହିତ ଯଦି ସେହି ପୁଅ ଆପଣ ମାନଙ୍କ ପ୍ରିୟଜନ ବା ସାଙ୍ଗ ମାନଙ୍କ ସହିତ ମିଶା ମିଶି କରୁ ଥାନ୍ତି ତେବେ ସେ ଆପଣଙ୍କୁ ବି ନିଶ୍ଚିତ ଭାବେ ଗର୍ କରୁ ଥିବେ ଏଠାରେ ଆପଣ ମାନଙ୍କୁ ନିଜର ସୈନ୍ଦର୍ଯ୍ୟ କୁ କୈଣସି ବି ପ୍ରକାରର ପ୍ରମାଣ କରିବାର ନାହିଁ । କୈଣସି ଗୋଟିଏ ପୁଅ କୁ ପଟେଇବା ବା ତାର ପସନ୍ଦ ହେବା ପାଇଁ ଝିଅ ମାନଙ୍କୁ କଣ କରିବା ଦରକାର ସେମାନେ ସେହି ବିଷୟ ରେ ବହୁତ ଭଲ ଭାବେ ଜାଣି ଥାନ୍ତି ।

ଏବଂ ହଁ ଝିଅ ମାନେ କେବେ ବି ପୁଅ ମାନଙ୍କ ର ପୂର୍ବ ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ । ବରଂ ଏହି ସବୁ ପୁଅ ମାନେ ଝିଅ ମାନଙ୍କ ଉପରେ ଧାରଣା ରଖି ଥାନ୍ତି କି ସେ ଅନ୍ୟ ସହିତ କୈଣସି ସଂ-ମ୍ପର୍କ ରେ ବନ୍ଧା ନୁହେଁ ତ ତେବେ ଏହି ପରି କ୍ଷେତ୍ର ରେ ଆପଣ ମାନେ ଯଦି ବିଶ୍ୱାସ ରଖିବେ ଏବଂ ପଟେଇବା ପାଇଁ ଚେଷ୍ଟା କରିବେ ତେବେ ସେ ନିଶ୍ଚିତ ପସନ୍ଦ କରିବେ ଏବଂ ଆପଣଙ୍କ ପଛରେ ପାଗଳ ହେବେ ।

girls

ହଁ କେବଳ ନିଜର ପାର୍ଟନର ଙ୍କ ଆପଣ ମାନଙ୍କୁ ପସନ୍ଦ ନା ପସନ୍ଦ ବିଷୟ ରେ ଜାଣିବା ସବୁ ବେଳେ ଆବଶ୍ୟକ ହୋଇ ଥାଏ ଜାହା ଅତ୍ୟାନ୍ତ ଜରୁରୀ ହୋଇ ଥାଏ । ତେବେ ଆପଣ ମାନଙ୍କ ଉପରେ କୈଣସୀ ଲୋକ ବି ପସନ୍ଦ କରିବ ଏବଂ ଆପଣଙ୍କୁ ପାଇବା ପାଇଁ ପାଗଳ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *