ଦେଖନ୍ତୁ ଗୋଟେ “ ଭାଇ ” ନିଜ ଭଉଣୀ ସହିତ କଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ… ଦେଖନ୍ତୁ ଭିଡ଼ିଓ

brother

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କାହାଣୀ ବିଷୟରେ ଜଣେଇବୁ ଯାହାକୁ ଶୁଣି ଆପଣ ମାନଙ୍କ ଆଖିରୁ ଲୁହ ଆସିଯିବ । ତେବେ ଆସନ୍ତୁ ଜାଣିବା ସେହି କାହାଣୀ ବିଷୟରେ । ବାପା ପୁଅ ପ୍ରିନ୍ସ କୁ ଜୋରରେ ଡାକୁଥିଲେ ,ପୁଅ ଆସି କହିଲା କଣ ହେଲା ବପା ତ ବାପା କହିଲେ ତତେ କଣ ଜଣା ନାହିଁ ଆଜି ତ ଭଉଣୀ ପ୍ରିୟା ଆସୁଛି । ନୂଆକରି କିଣିଥିବା ଗାଡି ନେଇ ତାକୁ ଆଣିବାକୁ ଯା ମାତ୍ର ପ୍ରିୟ କହିଲା ବାପା ମୋ ଗାଡି ମୋ ସାଙ୍ଗ ନେଇ ଯାଇଛି । ଆପଣଙ୍କ ଗାଡି ମଧ୍ୟ ନାହିଁ , ସେ ଟେକ୍ସି କରି ଚାଲିଆସିବ ଆପଣ କାହିଁକି ଚିନ୍ତା କରୁଛନ୍ତି । ଏମିତି କହୁ କହୁ ପ୍ରିନ୍ସ କହିଲା କି ହଉ ବାପା ତମେ ଯାଆ ମୁଁ ଯାଇ ପାରିବିନି । ବାପା କହିଲେ କି ତତେ ତୋ ଭଉଣୀର ଟିକେ ହେଲେ ପରବା ନାହିଁ , ଏ ଘର ଉପରେ ତୋର ଯେତିକି ଅଧିକାର ଅଛି ସେତିକି ବି ତୋ ଭଉଣୀର ଅଧିକାର ଅଛି ।

ଏହା ଶୁଣି ପ୍ରିନ୍ସ କହିଲା ମୋ ଭଉଣୀ ମୋ ପାଇଁ ପର ହୋଇଯାଇଛି , ଆଉ ଏ ଘର ଉପରେ କେବଳ ମୋର ଅଧିକାର ଅଛି । ଏହା ଶୁଣି ବାପାଙ୍କ ହାତ ହଠାତ୍ ପୁଅ ଉପରକୁ ଉଠିଗଲା , ସେତେବେଳେ ମାଆ ଆସି କହିଲେ ଟିକେ ତ ଲାଜ କର ଏମିତି ଯବାନ ପୁଅ ଉପରକୁ କିଏ ହାତ ଉଠେ । ବାପା କହିଲେ ତୁମେ କଣ ଶୁଣି ପାରିଲନି ଇଏ କଣ କହିଲା ଯେଉଁ ଭଉଣୀ ଇୟାର ବହୁତ ଖେୟାଲ ରଖୁଥିଲା କିନ୍ତୁ ଆଜି ସିଏ ସେହି ଭଉଣୀକୁ ପର ବୋଲି କହୁଛି । ଏହିସବୁ ଶୁଣି ପ୍ରିନ୍ସ ଟିକେ ହସିକି କହିଲା କି ପିଉସୀଙ୍କ ର ବି ତ ଆଜି ଜନ୍ମଦିନ ବାପା , ଯେତେଥର ବି ଘରକୁ ଆସିଛନ୍ତି ଅଟୋ ରେ ଅସିଛନ୍ତି ।

ଆପଣ କେବେହେଲେ ଗାଡି ନେଇ ତାଙ୍କୁ ଆଣିବା ପାଇଁ ଯାଇ ନାହାନ୍ତି , ହଁ ମାନୁଛି କି ସେ ଆଜି ବହୁତ ଗରିବ ଅଛନ୍ତି କିନ୍ତୁ ଦିନେ ସେ ବି ବହୁତ ଧନୀ ଥିଲେ । ପିଉସୀ ବି ଏଇ ଘରୁ ବିଦା ହୋଇଥିଲେ , ପିଉସୀ ଓ ପ୍ରିୟା ଦି ମଧ୍ୟରେ ଫରକ କଣ ରହିଲା ବାପା । ଏହିସବୁ କଥା ଶୁଣି ବାପା କାନ୍ଦୁଥିଲେ , ବାହାରୁ ଗାଡିର ସାଉଣ୍ଡ ଆସିଲା ଆଉ ପ୍ରିୟା ଆସି ବାପାଙ୍କୁ କୁଣ୍ଢେଇ ପକେଇଲା । ବାପାଙ୍କୁ ଦେଖି ପଚାରିଲାକି ବାପା କଣ ହେଲା , ବାପା କହିଲେ କି ତ ଭାଇ ଆଜି ମୋର ବାପା ବନିଗଲା । ଏହି କଥା ନଶୁଣି କହିଲାକି ବାପା ନୂଆ ଗାଡି ବହୁତ ଭଲ ହୋଇଛି ମୁଁ ନିଜେ ଡ୍ରାଇଭ କରି ଆସିଲି ।

ଭାଇ ପ୍ରିନ୍ସ କହିଲା କି ହେପି ବଡେ ଦି , ଏହି ଗାଡି ତୁମ ପାଇଁ ତୁମ ଜନ୍ମ ଦିନର ଗିଫ୍ଟ । ସେତେବେଳେ ହଠାତ୍ ପିଉସୀ ଆସନ୍ତି ଆଉ ବାପାଙ୍କୁ କହନ୍ତି କଣ ଭାଇ ଫୋନ ନାହିଁ କି କିଛି ହଠାତ୍ ଗାଡି ପଠେଇ ଦେଲ । ଆଜି ବି ବାପା ଙ୍କ କଥା ମନେ ପଡୁଛି , ମୁଁ କେତେ ଭାଗ୍ୟଶାଳୀ ଅଟେ ତମ ପରି ଭାଇ ମିଳିଛି । ବାପା ମା ଜାଣିନେଲେ କି ଏହିସବୁ ପ୍ରିନ୍ସର କାମ ଅଟେ କିନ୍ତୁ ଏସବୁ ଦେଖି ବାପା ବହୁତ କାନ୍ଦିଲେ । ବାପା ଜାଣିଥିଲେ କି ମୁଁ ମରିଗଲା ପରେ ବି ମୋ ପୁଅ ସବୁ ସମ୍ପର୍କକୁ ଭଲସେ ରଖିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *