ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ATM କାର୍ଡ ଧାରୀ ମାନଙ୍କ ପାଇଁ ଆଊ କିଛି ବଡ ସୂଚନା ଆପଣ ମାନଙ୍କର ଯେକୈଣସି ବ୍ୟଙ୍କ୍ ରେ ଏକାଉଣ୍ଟ ରହିଥିଲେ । ଯଦି ଆପଣ ମାନେ ସେହିଥିରୁ ଟଙ୍କା ଉଠାଣ କରୁଛନ୍ତି ତେବେ । ଆପଣ ମାନଙ୍କୂୁ ଜାଣି ରଖିବା ଜରୁରୀ ଅଟେ କି ଏବେ ଆଉ କିଛି ନୂଆ ଆପଡେଟ ଆସିଛି । ଆପଣ ମାନଙ୍କୁ ଏବେ ଦେବାକୁ ପଡିବ ଏକ୍ସଟ୍ରା ଚାର୍ଜ । କାହିଁକି ଦେବେ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା ।
ତେବେ ନୂଆ ବର୍ଷ ଅର୍ଥାତ ଜୁନ 1 ତାରିଖ ରୁ ATM ବ୍ୟବହାର ହେବ ମହଙ୍ଗା ଏଣିକି ATM ବ୍ୟବହାର କରିବା ପାଇଁ ଲୋକ ମାନଙ୍କୁ ଗଣିବାକୁ ହେବ ଅଧିକ ଟଙ୍କା । ରିଜର୍ଭ ବ୍ୟଙ୍କ୍ ଅଫ ଅଣ୍ଡିଆ ସବୁ ବ୍ୟାଙ୍କ କୁ ATM ଚାର୍ଜ ବଢାଇବାକୁ ଅନୁମତି ଦେବା ପରେ ନୂଆ ବର୍ଷ ରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଆପଣ ମାନେ ଯଦି ATM ବ୍ୟବହାର କରୁଛନ୍ତି ଏବଂ ଆପଣ ମାନେ ଯଦି ATM ମାଧ୍ୟମ ରେ ଟଙ୍କା କାରବାର କରୁଛନ୍ତି । ତେବେ ଆପଣ ମାନେ ଏହି ନୂଆ ନିୟମ ବିଷୟ ରେ ଜାଣି ରଖିବା ନିହାତି ଜରୁରୀ ଅଟେ ।
ନଚେତ ଆପଣ ମାନେ ଏହି ନୂଆ ନିୟମ ପାଇଁ ଅସୁବିଧା ରେ ପଡି ପାରନ୍ତି । ତେବେ ରିଜର୍ଭ ବ୍ୟଙ୍କ୍ ର ସୂଚନା ମୁତାବକ ଏଣିକି ATM ଫି ଟ୍ରାଞାକ୍ସନ ପରେ ଟଙ୍କା ଉଠାଣ ପାଇଁ ଗ୍ରାହାକ ଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା । ପୂର୍ବରୁ ଏହିଥି ପାଇଁ ଇୟୁଜର ମାନଙ୍କ ଠାରୁ 20 ଟଙ୍କା ନେଉଥିବା ବେଳେ ଜୁନ ମାସ ଠାରୁ ଏହାକୁ 21 ଟଙ୍କାରୁ 30 ଟଙ୍କା କୁ ବୃଦ୍ଧି କରାଜାଇଛି ।
ତେବେ ସବୁଠୁ ବଡ କଥା ହେଲା କି ଏହା ଉଭୟ ଫାଇନାନସିଆଲ ଏବଂ ନନଫାଇନାସିଆଲ ଟ୍ରାଞାକ୍ସନ ପାଇଁ ଲାଗୁ ହେବ । ତେବେ ଦେଶର ଅଧକାଂଶ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନିଜ ଏଟିଏମରୁ 5 ଥର ଟ୍ରାଞ୍ଜାକ୍ସନ କରିବାକୁ ଅନୁମତି ଦେଇଥାନ୍ତି ଏଥି ପାଇଁ ଗ୍ରାହକଙ୍କୁ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ । ପଡିନଥାଏ । ସେହିଭଳି ଅନ୍ୟ ଏଟିଏମରୁ ମଧ୍ୟ ଗ୍ରାହକମାନେ 3 ଥର ଫ୍ରିରେ ଟଙ୍କା ଉଠାଇପାରିଥାନ୍ତି । ହେଲେ ଏହା ପରେ ଅଧିକ ଥର ATM ରୁ ଟଙ୍କା ଉଠାଇବା ପାଇଁ ହେଲେ ଆପଣ ମାନଙ୍କୁ ଚାର୍ଜ ଦେବାକୁ ପଡିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।