ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଏକ ବଡ ଖବର ଆସି ପହଁଚିଛି ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ବଡ ଆପଡେଟ ଆସି ପହଁଚିଛି । ଯେଉଁ ଥିରେ ଆପଣ ମାନେ ଜାଣିଥିଲେ ଆମ ରାଜ୍ୟରେ ଗ୍ରୀଷ୍ମ ଛୁଟି 5 ଦିନ ପଡିଥିଲା । ଏହି ମଧ୍ୟରେ ଆସୁଛି ଆଉ କିଛି ବଡ ଖବର ପୁଣଇ ଥରେ ମେ ମାସ ରୁ ଆରମ୍ଭ ହେବାକୁ ଯାଉଛି ଗ୍ରୀଷ୍ମ ଛୁଟି । ତେବେ ସେପଟେ ଖରା ଛୁଚି କମେଇବା ଯୋଜନା କୁ ନେଇ ଆପତ୍ତି ଉଠେଇଛି ଅଭିଭୀବକ ସଂଙ୍ଘ ।
ଖରା ଦିନ କୁ ଦିନ ବଢିଥିବା ବେଳେ କୋମଳ ମତୀ ଛାତ୍ର ଛାତ୍ରୀ କେମିତି ସ୍କୁଲ ଯିବେ । ପ୍ରତି ବର୍ଷ ମେ 16 ରୁ ଜୁନ୍ 17 ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ହେଉଥିଲା ହେଲେ ମାତ୍ର ଲଗାତାର ଭାବେ ଦୁଇ ବର୍ଷ ହେଲା କୋରନା ଯୋଗୁଁ ଛାତ୍ରଛାତ୍ରୀ ଙ୍କ ପାଠ ପଢା ପ୍ରଭାବିତ ହୋଇଥିବାରୁ ଗଣ ଶିକ୍ଷା ବିଭାଗ ପକ୍ଷ ରୁ ଗ୍ରୀଷ୍ମ ଛୁଟି କମେଇବା ପାଇଁ ନିସ୍ପତି ନିଆଜାଇଛି ।
ସେପଟେ ଓଡିଶା ରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି ବହୁତ ସହରର ତାପମାତ୍ରା 40 ଡୀଗ୍ରି ଉପରେ ରହୁଛି । ଏହାକୁ ଆଖି ଆଗରେ ରଖି ସ୍କୁଲ ପିଲାଙ୍କ ସମୟ ପରିବର୍ତନ ହେଉଛି । ତେବେ ସକାଳ 6.30 ରୁ 10.30 ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ହେଉଥିବା ବେଳେ ସକାଳ 7.00 ରୁ 11.30 ନବମ ରୁ ଦ୍ୱାଦଶ ଶ୍ରେଣୀ ପାଠ ପଢା ହେଉଛି ।
ପିଲା ମାନେ ଆସିବା ସମୟ ରେ ପାଣି ବୋତଲ ଏବଂ ଛତା ନେଇ ଆସିବାକୁ ନିର୍ଦ୍ଧେଶ ଦିଆଜାଇଛି । ସେହି ପରି ସ୍କୁଲ ରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ରଖିବାକୁ ନିର୍ଦ୍ଧେଶ ଦିଆଜାଇଛି । ଦେଢ ମାସ ବଦଳରେ ଗ୍ରୀଷ୍ମ ଛୁଟି କୁ 16 ଦିନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ଜୁନ ପହିଲା ରୁ 16 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି କରାଯିବ ବୋଲି ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।