ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ବଡ ଖବର ଛାତ୍ରଛାତ୍ରୀ ଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଆଜିଠାରୁ ଦୁଇ ଦିନ ଛୁଟି ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ । ଆଜି ଏବଂ ଆସନ୍ତା କାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହିନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ସୂଚନା ରହିଛି ଆସନ୍ତା କାଲି ପୈର ନିର୍ବାଚନ ମତଦାନ ହେବ । ଏହିଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଁଚିଛି ।
ଆଜି ବିିଭିନ୍ନ ବୋଥ ବା ପୋଲିଂ ପାର୍ଟି ଜାହାକୁ ନଜର ରେ ରଖି ଏହି ନିସ୍ପତି ନିଆଜାଇଛି । ଆସନ୍ତା କାଲି ସକାଳ 8ଟା ରୁ ସଂନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଭୋଟିଂ ଆରମ୍ଭ ହେବ । ରାଜ୍ୟ ରେ 47 ପୈରପରିଶଦ 69 ଟି ବିଜ୍ଞ୍ୟାପିତ ଅଞ୍ଚଳ ପରିଶଦ ଏବଂ 3 ଟି ମହାନଗର ନିଗମ ରେ ହେବ ନିର୍ବାଚନ ନିରେପେକ୍ଷ ଏବଂ ଶାନ୍ତି ଶୃଙ୍ଖଳା ରେ ମତଦାନ ପାଇଁ ବ୍ୟବସ୍ଥା କରିଛନ୍ତି ଅଧିକାରୀ ।
ଭୁବନେଶ୍ୱର ମହାନିଗର ନିଗମ ରେ ସଶକ୍ତି ୱାର୍ଡ ପାଇଁ 705 ଟି ମତଦାନ କେନ୍ଦ୍ର ହୋଇଛି 22 ହଜାର ପୁଳିଂ କର୍ମଚାରୀ ନିଯୋଜିତ ହେବେ । ପ୍ରତ୍ୟୋକ ପୁଲିଂ ପାର୍ଟି ରେ ଜଣେ ଅଫିସର ଏବଂ ଚାରିଜଣ ପୁଲିଂ ଅଫିସର ରହିବେ ମୋଟ 1737 ୱାର୍ଡରେ ପୈରପରିଶଦ ନିର୍ବାଚନ 4373 ବୁଥ ରେ ଚାଳିଶ ଲକ୍ଷ ପଞ୍ଚାବନ ହଜାର ଭୋଟର ସେମାନଙ୍କ ମତ କରିବେ ପୈର ନିର୍ବାଚନ ରେ 195 ପୋଲିସ ଫୋର୍ସ ମୁତୟନ ହେବେ ।
IBMC ପାଇଁ 30 ଏବଂ CMC ପାଇଁ 20 ଏବଂ ବ୍ରହ୍ମପୁର ମହାନଗର ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ଏହାଥିଲା ବର୍ତ୍ତମାନ ର ବଡ ଖବର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ ଘୋଷଣା ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ଶିକ୍ଷା ଅନୁଷ୍ଠାନ 2 ଦିନ ପାଣି ପାଇଁ ଛୁଟି ଘୋଷଣା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।