ରାସନ କାର୍ଡ ଥିଲେ ଦେଖନ୍ତୁ – ନହେଲେ ୧୦ମାସ ବନ୍ଦ ହୋଇଯିବ ରାସନ|

Ration card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଜଣେ ରାସନ କାର୍ଡ ଧାରୀ ତେବେ ଆପଣ ମାନେ ଜାଣି ରଖନ୍ତୁ ଆପଣ ମାନଙ୍କ ପାଇଁ ଆସୁଛି ବଡ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଜାହା ମଧ୍ୟ ଦେଶରେ କୋଟି କୋଟି ରାସନ ଧାରୀ ଙ୍କୁ ଲାଗିଛି ଝଟ୍କା । ଆସନ୍ତା ଜୁନ ମାସରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟି ଙ୍କୁ ମିଳିବ ନାହିଁ ଗହମ 2023 ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ ଏବେ ଠାରୁ 10 ମାସ ଯାଏ ଗହମ ମିଳିବ ନାହିଁ । ଖାଇଟି ଙ୍କୁ ଗହମ ବଦଳରେ ଚାଉଳ ମିଳିବ । ଅନ୍ୟ ପକ୍ଷ ରେ ଏହାର ପ୍ରଭାବରେ ଓଡିଶା ରେ ଅଟା ଏବଂ ସୁଜିର ମୂଲ୍ୟ ବୃଦ୍ଧି ଘଟିବ ବୋଲି ଆଶଂକା ହେଉଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ଖାଉଟୀ ଚାଉଳ କି ଗହମ ନେବ ତାହା ନେଇ ସେ ପସନ୍ଦ କରୁଥିଲେ । ତେବେ ଖାଉଟି ଙ୍କୁ ମାସକ ପାଇଁ ମୁଣ୍ଡ ପିଛା 5 କେଜି ଗହମ ମିଳୁଥିଲା । କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ଏହି ଗହମ ଯୋଗାଣ ହେଉଥିଲା । ହେଲେ କେନ୍ଦ୍ରସରକାର ଙ୍କ ପକ୍ଷରୁ ଏକ ବିଜ୍ଞ୍ୟପ୍ତି ଜରିଆରେ ଓଡିଶା କୁ ଆସନ୍ତା ଜୁନ ରୁ ଆଉ ଗହମ ଯୋଗାଣ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

Ration

ଓଡିଶା କୁ ଖାଦ୍ୟ ସୁରକ୍ଷା ଯୋଜନା ରେ ପ୍ରାୟ 4 ଲକ୍ଷ କୁଇଣ୍ଟାଲ ଗହମ ଆସେ । କେବଳ କଟକ ଜିଲ୍ଲା କୁ 29 ହଜାର କେଜି ଗହମ ଆସେ ବର୍ତମାନ ପରିପେକ୍ଷି ରେ ଏହି ଗହମ ଯୋଗାଣ ବନ୍ଧ ହୋଇଗଲେ । ସେତିକି ପରିମାଣ ରେ ଗହମ ବା ଅଟା ଖୋଲା ବଜାର ରୁ ଉଠିବ । ଫଳ ରେ ଏହାର ପ୍ରଭାବରେ ବଜାରରେ ଅଟା ଏବଂ ସୁଜିର ଦର ହୁ ହୁ ହୋଇ ବଢିଯିବ । ଆଉ ଏହା ସହିତ ଆପଣ ମାନେ ଜଣେ ରାସନ କାର୍ଡ ହୋଲଡର ତେବେ ଏହି ଖବର ବି ଆପଣ ମାନଙ୍କ ପାଇଁ ନିହାତି ଜରୁରୀ ଅଟେ ।

ସରକାର କୋରନା ମହାମାରୀ ବେଳେ ଗରିବ ଙ୍କ ପାଇଁ ମୁକ୍ତ ରାସନ ର ବ୍ୟବସ୍ଥା ଆରମ୍ଭ କରିଥିଲେ ହେଲେ ଗତ କିଛି ଦିନ ତଳେ ଜାଣିବାକୁ ପାଇଲେ କି ଲକ୍ଷ ଲକ୍ଷ ଅଯୋଗ୍ୟ ଲୋକ ମାନେ ବି ସରକାର ଙ୍କ ପକ୍ଷରୁ ଏହି ରାସନ ର ଫାଇଦା ନେଉଛନ୍ତି । ତେବେ ଏହିଥି ପାଇଁ ସରକାର ଙ୍କ ପକ୍ଷ ରୁ ଲୋକ ମାନଙ୍କୁ ଅପିଲ ହେଉଛି କି ଏମିତି ଲୋକ ମାନେ ନିଜ ନିଜ ରାସନ କାର୍ଡ କୁ ବାତିଲ କରି ନିଅନ୍ତୁ । ବାତିଲ ନକରିଲେ ଖାଦ୍ୟ ବିଭାଗ ଟିମ୍ ଏହାକୁ ଜାଞ୍ଚ କରି ରଦ୍ଧ କରିବ ଏବଂ ଲୋକଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *