ସାବିତ୍ରୀ ପାଇଁ ସତ୍ୟବାନ ମାଗିଲା ଜୀବନ ଭିକ୍ଷା, ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ ଯାହା କରୁଛନ୍ତି ଦେଖି ଆଖିରେ ଲୁହ ରହବନି ।

Savitri

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପରସ୍ପର କୁ କଥା ଦେଇଥିଲେ ଖୁସିରେ ରହିବା ପାଇଁ ରହୁଥିଲେ ମଧ୍ୟ ଖୁସିରେ ଏକା ସହ ହସୁଥିଲେ ଦୁଃଖରେ ଏକା ସହ କାନ୍ଦୁଥିଲେ । ମାତ୍ର କିଏ କହିବ ତାଙ୍କ ଜୀବନରେ ଆସିଲା ଏମିତି ଝଡ ଯାହା ତାଙ୍କ ଜୀବନକୁ ହଲାଇ କରି ରାଖି ଦେଇ ଥିଲା ସାବିତ୍ରୀ ଙ୍କୁ ସତ୍ୟବାନ ମାଗୁଛନ୍ତି ଭିକ ତାଙ୍କ ଜୀବନ ରକ୍ଷା କରାଯାଇ ପାରିବ ।

ଆମେ କହୁଛୁ ଅନୁଗୁଳ ରେ ଥିବା ଦୁଇ ଦମ୍ପତ୍ତି ଙ୍କ କଥା ଏମାନଙ୍କ ନାମ ହେଉଛି ତୁଷାର ଏବଂ ନିରୁପମା । 3 ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ଦୁଇ ବର୍ଷ ହେଲା ବ୍ରେନ ଷ୍ଟ୍ରୋକ ରୁ ତାଙ୍କୁ ବଞ୍ଚାଇବା ପାଇଁ ଜୀବନ ର ସବୁ ଚେଷ୍ଟା କରିବା ପାଇଁ ରାଜି ଅଛନ୍ତି ତୁଷାର । ମାତ୍ର ନିରୁପମା କୁ ବଞ୍ଚାଇବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ ତାଙ୍କ ଅବସ୍ଥା ରେ ସୁଧାର ଆସୁ ନଥିବା ହେତୁ ସେ ବହୁତ କଷ୍ଟରେ ରହିଛନ୍ତି ।

sabitri

ଯାହା ଦ୍ଵାରା ତାଙ୍କ ମନ ମଧ୍ୟ ଭାଙ୍ଗି ଯାଇଛି । ସ୍ଵାମୀ କରି ଚାଲିଛନ୍ତି ସଂଘର୍ଷ । ଆଖିର ଲୁହ ମନର କୋହ କୁ ମନରେ ରଖି ଜାରି ରଖିଛନ୍ତି ନିଜ ଯୁଦ୍ଧ । ଆଜିବି ସେ ପୁରୁଣା ଦିନର ସ୍ମୃତି କୁ ଫୋନ ରେ ଦେଖାଇ ନିଜ ପତ୍ନୀ ଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ।

ତୁଷାର ନିଜର ସବୁ ପୁଞୀି କୁ ଲଗାଇବା ପରେ ଏବେ ରାଜ୍ୟ ବାସୀଙ୍କୁ ହାତ ପତାଇଛନ୍ତି । ଏହା ସହିତ ସେ କହିଛନ୍ତି କି ରାତି ସାରା ସେ ଶୋଇ ପାରୁ ନାହାନ୍ତି କି କେଉଁ ଭଳି ସେ ନିଜ ସ୍ତ୍ରୀ କୁ ଭଲ କରି ପାରିବେ । ତାଙ୍କୁ ଲାଗୁଛି କି ସାରା ଦୁନିଆ ଏକ ଜାଗାରେ ଆଉ ସେ ଏକ ଜାଗାରେ ନିଜ ଇଚ୍ଛାରେ ବିବାହ ହୋଇ ଥିଲେ ଉଭୟ ।

ବହୁତ ଭଲରେ ଚାଲି ଥିଲା ସୁଖର ସଂସାର 2021 ରେ ସେ ଏକ ଶିଶୁ ସନ୍ତାନ ଙ୍କୁ ଜନ୍ମ ଦେଇଥିଲେ ଏହାର ଗୋଟିଏ ଦିନ ପରେ ସେ ହଠାତ ବେହୋସ ହୋଇ ଯାଇଥିଲେ ସ୍ତ୍ରୀ ଏହା ପରେ ତାଙ୍କର ଚିକିତ୍ସ୍ୟା ଆଜି ଯାଏ ଚାଲିଛି । ଜୀବନ ଓ ମରଣ ସହ ଲଢେଇ କରୁଥିବା ନିରୁପମା ଙ୍କ ପାଇଁ ବାଧକ ହୋଇଛି ଅର୍ଥ । ତୁଷାର ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *