ସ୍ତ୍ରୀ କଲା ଦେଢଶୁର ସହ ରାସଲୀଳା । ଦେଖନ୍ତୁ ଆସିଲା ବଡ଼ ଖବର

dadhashura

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ ଜେଲ୍ ରେ ରହି ଥିବା ବେଳେ ଦେଢଶୁର ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖୁ ଥିଲେ ସ୍ତ୍ରୀ ଏବଂ ପରେ ଏଠାରେ ଯେବେ ଏହି ବିଷୟ ରେ ସ୍ୱାମୀ ଜାଣିଲେ ତେବେ ଏମିତି କଣ ଆଶ୍ଚର୍ଯ୍ୟ ହେଲା କି ଜାହାକୁ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜାଣିବା ଦରକାର । ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ତାହା ପୂର୍ବ ରୁ ଆପଣ ମାନେ ଏହି ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଆପଣ ମାନେ ଜାଣି ଥିବେ ଆଜିର ଦିନ ରେ କଳିଯୁଗ ବହୁତ ପରିମାଣ ବଢି ଗଲାଣୀ ଜାହାକି ଆଜିର ଦିନ ରେ ସବୁ ପ୍ରକାରର ପାପ ଘଟଣା ସବୁ ସାମ୍ନା କୁ ଆସିବାରେ ଲାଗିଛି ।

ତେବେ ଏଠାରେ ସ୍ୱାମୀ ନ ଥିବାରୁ ଦେଢଶୁର ସହିତ କାମ ଚଳାଉଛନ୍ତି ସ୍ତ୍ରୀ , ସେମିତି ରେ ଆପଣ ମାନେ ସବୁ ସମୟ ରେ ଦିଅର ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ବିଷୟ ରେ ସୁଣି ଥିବେ ହେଲେ ଆପଣ ମାନେ ଏଠାରେ ପ୍ରଥମ ଥର ପାଇଁ ସୁଣିବା ପାଇଁ ପାଉ ଥିବେ କି ଏଠାରେ ଦେଢଶୁର ସହିତ ସଂ-ମ୍ପ-ର୍କ ରଖିଛନ୍ତି ବୋଲି । ତେବେ ଏହି ଘଟଣା ଟି ସଂମ୍ପର୍ଣ୍ଣ ଚାଞ୍ଚଲ୍ୟ କର ଘଟଣା ଘଟେଇ ଦେଇଛି ।

ତେବେ ବନ୍ଧୁଗଣ ଏହି ଘଟଣା ଟି ଉତ୍ତର ପ୍ରଦେଶ ର ଚୈଦୁଲୀ ଜିଲ୍ଲା ର ଜଣେ ବ୍ୟକ୍ତି ଙ୍କୁ ଏହି ଦିନ ରେ ଗୁଳୀ କରି ହତ୍ୟା କରା ଜାଇ ଥିବା ବେଳେ ଏମିତି କେଉଁ ପରି ହେଲା ଆପଣ ମାନଙ୍କ ସଂମ୍ପର୍ଣ୍ଣ ଭାବେ କହିବୁ । ତେବେ ଏଠାରେ ଜଣେ ବଡ ଭାଈ ସହିତ ନିଜ ସ୍ତ୍ରୀ କରି ଥିଲେ ଏମନିତି କିଛି କାମ ଜେଲ୍ ରୁ ଫେରିବା ପରେ ସାଙ୍ଗ ସାଥି ମାନେ କହି ଥିଲେ ତୁମ ସ୍ତ୍ରୀ ଏମିତି କିଛି କାମ କରିଛି ତୁମ ବଡ ଭାଈ ସହିତ । ଏବଂ ଏହା କୁ ପ୍ରଥମେ ସ୍ୱାମୀ ବିଶ୍ୱାସ କରି ପାରି ନ ଥିବା ବେଳେ ଯେତେ ବେଳେ ସେ ନିଜ ଆଖି ରେ ଦେଖିବା ପାଇଁ ପାଇ ଥିଲେ ତେବେ ପ୍ରଥମେ ତାଙ୍କର ବଡ ଭାଈ ଙ୍କୁ କିଛି ସାଙ୍ଗ ମାନଙ୍କ ସହିତ ମିଶି ହତ୍ୟା କରି ଦେଇ ଥିଲେ ।

ବର୍ତମାନ ସମୟ ରେ ପୋଲିସ୍ ସେହି ବ୍ୟକ୍ତି ଙ୍କୁ ପୁଣି ଥରେ ଗିରୋଫ କରିଛି । ସେହି ପରି ବେଳେ ଏହି ଥିରେ ତାଙ୍କର ପତ୍ନୀ ବି ଇନଭୋଲ୍ଭ ରହି ଥିବା ବେଳେ ତାଙ୍କର ପତ୍ନୀ ଙ୍କୁ ମଧ୍ୟ ଗିରୋଫ କରିଛି । ତେବେ ଏହା ଗୋଟିଏ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଘଟଣା ଏହି ଦିନ ରେ ଦେଖିବା ପାଇଁ ମିଳିଛି । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କେମିତି କଣ ବର୍ତମାନ ସମୟ ରେ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *