ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସହର ମାନଙ୍କରେ ପୋଲିସ ପକ୍ଷ ରୁ ବ୍ୟାପକ ଧର ପକଡ ଏବଂ ପୋଲିସ ଚଢଉ ହେଉଥିବା ବେଳେ ସେ-କ୍ସ ରାକେର୍ଟ ରେ ଯୋଡିତ ରାଣୀ ମହୁମାଛି ମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ଏପରି କି ଗାଁ ଗହଳୀ ର ବିବାହିତା ମହିଳା ଏବଂ ଯୁବତୀ ମାନଙ୍କୁ ରାଣୀ ମହୁମାଛି ମାନେ ପ୍ରଲଭୋନ ଦେଖେଇ । ନିଜ ପାଲରେ ପକେଇବା ପରେ ଆରମ୍ଭ କରିଦେଉଛନ୍ତି ନିଜର ଚିରାଚରିତ ବ୍ୟପାର ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ରାଜ୍ୟ ରାଜଧାନୀ ଟାଙ୍ଗିରେ ତାହା ପୁଣି 16 ନଂ ଜାତୀୟ ରାଜପଥ କଡରେ ।
ତେବେ ଏହି କୋଠୀ ଚାଲିଥିବା ସ୍ଥାନରେ ରହିଛି ମାଳମାଳ ସରକାରୀ ଅଫିସ ଜାହାକି ବ୍ଲକ ଅଫସ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ । ଏପରିକି ଏହି କୋଠୀ କୁ ଲାଗି ରହିଛି ନୂଆ କରି ତିଆରି ହେଉଥିବା କୋର୍ଟର ବିଲ୍ଡିଂ ଆଉ ଏହି କୋଠୀଟି ଜବର୍ଦୋଖଲ ରେ ରହିଥିବା ଏକ ଆଜବେଷ୍ଟ ଘରେ ହେଉଛି । ତେବେ ଧରା ପଡିଥିବା ରାଣୀ ମହୁମାଛି ମହିଳା ଜଣଙ୍କ ସରକାରୀ ଜାଗାକୁ ଜବର୍ଦୋଖୋଲ କରି ଚଳାଉଥିଲେ କୋଠୀ ।
ମହିଳା ଜଣଙ୍କ ନାମ ସୁନିତା ମଲ୍ଲୀକ ବୋଲି ଜଣା ପଡିଥିବା ବେଳେ ମୋବାଇଲ ମାଧ୍ୟମରେ ଗ୍ରାହାକ ଙ୍କ ସହିତ ଯୋଗାଯୋଗ କରିଥାନ୍ତି । ପରେ ସକାଳ 10 ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଏହି ବ୍ୟପାର ଚାଲେ । ଏହା ସହିତ ଝିଅ ମାନଙ୍କୁ ଦେଖେଇ ରାଣୀ ମହୁମାଛି ତାଙ୍କର ଦର ଠିକ୍ କରନ୍ତି । ଆଉ ନିଜେ ଦୁଆର ମୁହଁ ରେ ଠିଆ ହୋଇ ଟଙ୍କା ଲେଣ ଦେଣ ପରେ ଗ୍ରାହାକ ଙ୍କୁ ଭିତରକୁ ଛାଡନ୍ତି ।
ହେଲେ ଭିତରେ ଭୀଡ ରହିଥିଲେ ଘର ସମ୍ମୁଖରେ ଥିବା ଦୋକାନ ପାଖରେ ଗ୍ରାହାକ ଙ୍କୁ ଅପେକ୍ଷା କରିବାକୁ କୁହନ୍ତି । ତେବେ ବିଶେଷ ସୂତ୍ର ରୁ ଖବର ପାଇ ଟାଙ୍ଗି ପୋଲିସ ଏହି କୋଠୀ ଉପରେ ରେଡ କରି ଜଣେ ପୁରୁଷ ସହିତ ଜଣେ ମହିଳା ଙ୍କୁ ଗିରୋଫ କରିଥିବା ବେଳେ ବହୁ ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଜବଦ କରିଛନ୍ତି । ସେପଟେ ଏହି ମହିଳା ଜଣଙ୍କ କେମିତି ବେଧକ ଭାବେ ଧନ୍ଦା ଚଳାଉଥିଲେ ନା ତାଙ୍କ ପଛରେ ଆଉ କେହି ରହିଛନ୍ତି । ପୋଲିସ ତଦନ୍ତ ପରେ ସଠିକ୍ ଭାବେ ଜଣା ପଡିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।