ପଇସା ଦେଇଦେ ତୋର ଚାକିରି ପକ୍କା, ଓଡ଼ିଶା ଶିକ୍ଷକ ନିଯୁକ୍ତି ରେ ବହୁତ୍ ବଡ଼ ଆକାର ରେ ସାଜିସ, ପଇସା viral ହେଉଛି call record

call record

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଏକ ଭିଡ଼ିଓ କ୍ଲିପ୍ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଦୁଇ ଜଣଙ୍କ କ୍ୟାଣ୍ଡିଡେଟ କଥା ହେଉଛନ୍ତି ଯେ । ପ୍ରଥମ କେଣ୍ଡିଡେଟ କଥା ହେଉଛନ୍ତି କି ଚାକିରି ପାଇଁ ଏଣ୍ଟ୍ରୀ ହୋଇଗଲା ବ୍ୟସ୍ତ ହୁଅ ନାହିଁ । ଏହା ପରେ ଦ୍ୱତୀୟ କେଣ୍ଡିଡେଟ କହିଥିଲେ କି ମୋର ବିଶ୍ୱାସ ନଥିଲା । ତଳି ତଳାନ୍ତ କରି ଦେଇଛନ୍ତି । ବିଲକୁଲ କିଛି ହୋଇ ନଥିବାରୁ ତାଙ୍କୁ ବହୁତ ଖରାପ ଲାଗିଲା ।

ଯୁବତୀ ଯେତେ ବେଳେ ପଚାରିଲେ କେତୋଟି ପ୍ରଶ୍ନ ର ଉତ୍ତର କରିବ ବୋଲି ଯୁବକ କହିଲେ ମୁଁ ଠିକ୍ ସେ କରି ପାରିଲି ନାହିଁ । ଯୁବତୀ ଜଣଙ୍କ ସେତେ ବେଳେ କହିଥିଲେ ତୁମ ଅଟୋ କ୍ଲିକ୍ ହୋଇନଥିଲା । ଯୁବତୀ ଜଣଙ୍କ କହିଲେ ଯଦି କିଛି ହୋଇ ପାରିଲା ନାହିଁ ତେବେ ଟଙ୍କା ଫେରାଇ ଦେବା ପାଇଁ କିନ୍ତୁ ଯୁବକ ମନା କରିଥିଲେ । କ୍ୟରିଅର ଖରାପ ହୋଇଯିବ ଏମିତି କରିଲେ ।

ଯୁବତୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଜାଇଛନ୍ତି । କାରଣ ପଇସା ଦେଇଥିଲେ ସମସ୍ତଙ୍କର ହେଲା କିନ୍ତୁ ଏହି ଯୁବକ ଙ୍କ ର ହୋଇନଥିଲା। ଯୁବତୀ ଙ୍କୁ କହିଥିଲେ ତୁମେ ଦୁଇ ଜଣଙ୍କର ସବୁ କାମ ହୋଇଜାଇଛି । ଯୁବକ ଜଣଙ୍କ କହିଲେ ଲୋକ ମାନଙ୍କୁ ଚିହ୍ନିବା ବହୁତ କଷ୍ଟକର ତୁମେ ଖାଲି ବସିବ ଅଟୋ କ୍ଲିକ୍ ରେ ସବୁ ପ୍ରଶ୍ନ ଉତ୍ତର ହୋଇଯିବ ବୋଲି କହିଲେ । ଯୁବକ ଜଣଙ୍କ କହିଲେ ଯଦି ମେରିଟ ଲିଷ୍ଟରେ ଆସିବ ନାହିଁ ତେବେ ପଇସା ଫେରେଇ ଦେବେ ବୋଲି ଯୁବତୀ ଜଣଙ୍କ ହଁ କହିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *