ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ହିରୋଇନ ଏଲିନା ସାମନ୍ତରାୟ ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ଗୋଟିଏ ରିଆଲିଟି ସୋ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରିଥିଲେ । ଏହା ପରେ ବହୁତ ସାରା ସିନେମା ରେ ଅଭିନୟ କରି ସାରା ଓଡିଶାର ଲୋକ ମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାରର ସ୍ଥାନ ବନେଇ ପାରିଛନ୍ତି ।
ବର୍ତମାନ ସୋସିଆଲ ମିଡିଆରେ ଏକ ଖବର ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । କି ବିବାହ ବନ୍ଧନ ରେ ବାନ୍ଧିହେବାକୁ ଯାଉଛନ୍ତି ଓଲିଉଡର ଜବର୍ଦୋସ୍ତ ଅଭିନେତ୍ରୀ ଏଲିନା ସାମନ୍ତରାୟ । ତେବେ ବନ୍ଧୁଗଣ ଏଲିନା ସାମନ୍ତରାୟ କାହାକୁ ବିବାହ କରିବେ ଏବଂ କେବେ ବିବାହ କରିବେ ଏହା ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଆସନ୍ତୁ ଜାଣିନେବା ।
ବନ୍ଧୁଗଣ ବର୍ତମାନ ସମୟ ରେ ଏଲିନା ସାମନ୍ତରାୟ ଙ୍କୁ 29 ବର୍ଷ ବୟସ ହୋଇଗଲାଣି ହେଲେ ବିବାହ ପାଇଁ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ହେଲେ ଯାହା ସୂଚନା ମିଳିଛି କି ସେ ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନ ରେ ବାନ୍ଧିହେବା ପାଇଁ ଯାଉଛନ୍ତି ।
ହେଲେ ଏଲିନା ସାମନ୍ତରାୟ କାହାକୁ ବିବାହ କରିବେ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଏବଂ ସେ ବର୍ତମାନ ସମୟ ରେ ସେ ନିଜର ଫିଲ୍ମ ସୁଟିଂ କାମରେ ବ୍ୟସ୍ତ ରହିଛନ୍ତି । ତେବେ ବନ୍ଧୁଗଣ ଓଲିଉଡର ଜବର୍ଦୋସ୍ତ ହିରୋଇନ ଏଲିନା ସାମନ୍ତରାୟ ଆପଣ ମାନଙ୍କୁ କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।