ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି ଏହାର କଷ୍ଟ ଏବମ ଡବଲ ମିନିଙ୍ଗ ପ୍ରଶ୍ନ । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।
ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1:କେଉଁ ଡ୍ରାଇଭର କୁ ଡ୍ରାଇଭିଂ କରିବା ପାଇଁ କୈଣସି ବି ଲାଇସେନ୍ସ ର ଜରୁରୀ ହୋଇ ନ ଥାଏ ? ଏହାର ସଠିକ୍ ଉତ୍ତର ହେଲା ସ୍କୃ ଡ୍ରାଇଭର ।
2: ସେ କିଏ ଅଟେ ଜାହାକୁ ଆମେ ବୁଡିବା ଦେଖି ବି ବଞ୍ଚାଇବା ପାଇଁ ଜାଇ ନ ଥାଉ ? ଏହାର ସଠିକ୍ ଉତ୍ତର ହେଲା ସୂର୍ଯ୍ୟ ଙ୍କର କିରଣ ବା ନିଜେ ସୃର୍ଯ୍ୟ ।
3: କେଉଁ ଫଳ କୁ ଆମେ ନ ଧୋଇ ବି ଖାଇ ପାରିବା ? ଏହାର ସଠିକ୍ ଉତ୍ତର ହେଲା କଦଳୀ କୁ ଆମେ ନ ଧୋଇ ବି ଆମେ ଖାଇ ପାରିବା ।
4: ସେ କିଏ ଅଟେ ଯିଏ ଜନ୍ମ ରୁ ମୃତ୍ୟୁ ଯାଏ ଗୋଟିଏ ଗୋଡ ରେ ଛିଡା ହୋଇ ଥାଏ ? ଏହାର ସଠିକ୍ ଉତ୍ତର ହେଲା ଗଛ ।
5: ଝିଅ ମାନଙ୍କର କଣ ନେଲେ ସେମାନେ ନ ରାଗି ବରଂ ଖୁସୀ ହୋଇ ଥାନ୍ତି ? ଏହାର ସଠିକ୍ ଉତ୍ତର ହେଲା ଦୁଖଃ ଆପଣ ମାନେ କୈଣସି ବି ଝିଅ ର ଦୁଖଃ କୁ ନିଅନ୍ତୁ ଏବଂ ତାଙ୍କୁ ସ୍ୱହାନୁ ଭୁତି ଦିଅନ୍ତୁ ଦେଖିବେ ଆପଣ ମାନଙ୍କ ଉପରେ ସେ ଖୁସୀ ହେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।