ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅଭିନେତା ମୋହନ ଯୁନେଜାଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ବହୁତ ଭଲ ଅଭିନେତା ଅଟନ୍ତି । ତାଙ୍କର ଅଭିନୟ ଦେଖିବା ଲାଗି ଅନେକ ଲୋକ ପସନ୍ଦ କରି ଥାଆନ୍ତି। ସେ ଜଣେ ବହୁତ ଭଲ ଅଭିନେତା ଭାବରେ ନିଜକୁ ପରିଚିତ କରି ସାରିଛନ୍ତି। ତାଙ୍କର ଅଭିନୟ ବହୁତ ଲୋକଙ୍କୁ ପ୍ରଭାବିତ କରିଥାଏ। ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଅଭିନେତା ନିକଟରେ ରିଲିଜ ହୋଇଥିବା କେ ଜି ଏଫ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
ସେ ଏହି ଫିଲ୍ମରେ ଅଭିନୟ କରି ବହୁତ ଲୋକଙ୍କ ପାଖରେ ମଧ୍ୟ ପରିଚିତ ହୋଇ ପାରିଛନ୍ତି। ତେବେ ତାଙ୍କର ଅଭିନୟ ବହୁତ ଲୋକଙ୍କୁ ଆକର୍ଷିତ କରି ଥାଏ। ସେ ଜଣେ ବହୁତ ଭଲ ଅଭିନେତା ଭାବରେ ନିଜକୁ ଅଭିନୟ ଜଗତରେ ପ୍ରତିଷ୍ଠିତ କରିବାରେ ସଫଳ ହୋଇଥିଲେ। ସେ ବାସ୍ତବରେ ଜଣେ ବହୁତ ଭଲ ମଣିଷ ଅଟନ୍ତି। ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଆକର୍ଷିତ କରେ।
ତେବେ ଏହି ଅଭିନେତାଙ୍କ ଅଭିନୟ ଜୀବନ ଅନେକ ସଂଘର୍ଷମୟ ରହିଥିଲା। ସେ ଅନେକ ପରିଶ୍ରମ ପରେ ଏହି ସଫଳତା ପାଇବାରେ ସଫଳ ହୋଇଛନ୍ତି । ତେବେ ଏହି ଅଭିନେତାଙ୍କ ଅଭିନୟ ଜୀବନ ବହୁତ ଲୋକଙ୍କୁ ଆକର୍ଷିତ କରିଥିଲେ। ତେବେ ଏହି ଅଭିନେତାଙ୍କ ଅଚାନକ ଭାବେ ମୃ-ତ୍ୟୁ ହୋଇଛି। ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି। ତାଙ୍କର ଏପରି ଭାବରେ ମୃ-ତ୍ୟୁ ହେବ ବୋଲି କେହି ଚିନ୍ତା ବି କରି ନଥିଲେ।
ତେବେ ତାଙ୍କର ମୃ-ତ୍ୟୁ କିପରି ହେଲା ଏହି ସମ୍ପର୍କରେ କିଛି ମଧ୍ୟ ସଠିକ ଜଣା ପଡିନାହିଁ। ତେବେ ଏହି ଅଭିନେତାଙ୍କ ଅଭିନୟ ଜୀବନ ବହୁତ ଲୋକଙ୍କୁ ଅନେକ ପ୍ରଭାବିତ କରିଛି । ସେ ଅଭିନୟ ଜଗତରେ ନିଜକୁ ଏକ ବିଶେଷ ପରିଚୟ ଦେବାରେ ସଫଳ ହୋଇ ପାରିଥିଲେ। ତାଙ୍କର ମୃ-ତ୍ୟୁ ପରେ ଅଭିନୟ ଜଗତରେ ଏବେ ଶୋକର ଛାୟା ଖେଳି ଯାଇଛି। କାରଣ ଅଭିନୟ ଜଗତରେ ବର୍ତ୍ତମାନ ଅନେକ ଲୋକ ତାଙ୍କର ମୃ-ତ୍ୟୁ ପାଇଁ ଅନେକ ଦୁଃଖ ପ୍ରକାଶ କରିଛନ୍ତି।
ଏହା ସହିତ ଅଭିନୟ ଦୁନିଆ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଶୋକ ର ଛାୟା ଖେଳିଜାଇଛି କାରଣ ସେ ଜଣେ ବହୁତ ଭଲ ଅଭିନେତା ଥିଲେ ସେ ଅନେକ ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ମଧ୍ୟ ଥିଲେ। ତାଙ୍କର ଏପରି ମୃ-ତ୍ୟୁ ହେବ ବୋଲି କେହି ମଧ୍ୟ ଚିନ୍ତା କରି ନଥିଲେ। ଯାହା ଫଳରେ ତାଙ୍କର ଏମିତି ମୃ-ତ୍ୟୁ ହେବା ପରେ ବହୁତ ଲୋକ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କର ପରିବାର ଲୋକ ତାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ଅଭିନୟ ଜଗତ ଏକ ବହୁତ ବଡ କଳାକାର ଙ୍କୁ ହରାଇ ଦେଇଛି ବୋଲି ସବୁ ଲୋକ କହିଛନ୍ତି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।