ହେ ଭଗବାନ ଧରମ ପୁଅ ସାଜିଲା ଧରମ ସ୍ୱାମୀ,ଆପଣ ଆଗରୁ କେବେ ଶୁଣି ନଥିବେ ଏପରି ଧରମ ସ୍ୱାମୀ ବିଷୟରେ,ଧରମ ପୁଅ Dipak କିପରି ହେଲେ ଧରମ ସ୍ୱାମୀ…ଦେଖନ୍ତୁ Video

Dharam Swami

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମାଜରେ ଏପରି ଅନେକ ଘଟଣା ମାନ ଦେଖିବାକୁ ମିଳେ ଯାହା ଅନେକ ଲୋକଙ୍କୁ ଅନେକ ଭାବରେ ଆଶ୍ଚର୍ଯ୍ୟ କରିଥାଏ। ତେବେ ଆମେ ବର୍ତ୍ତମାନ ସେହିପରି ଏକ ଘଟଣା ବିଷୟରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ଏହାକୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ଏହା ସହ ଏହାକୁ ଶୁଣିବା ପରେ ଆପଣ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ଯାଜପୁର ସୁକିନ୍ଦା ରଥ ଦାଣ୍ଡ ଉପରେ ଜଣେ ମହିଳା ପେଟ୍ରୋଲ ଧରି ଜଳି ହେବାର ପ୍ରୟାସ କରୁ ଥିବାର ଦେଖିବା ପାଇଁ ମିଳିଥିଲା।

ତେବେ ସମସ୍ତ ଘଟଣା ଯେତେବେଳେ ସାମ୍ନାକୁ ଆସିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସୂଚନା ଅନୁସାରେ ସେହି ମହିଳା ଜଣକ କହିଥିଲେ ଯେ ଦୀପକ ନାମକ ଜଣେ ବ୍ୟକ୍ତି ତାଙ୍କୁ ନିଜର ଘରେ ନେଇ ରଖି ଥିଲେ। ତେବେ ବର୍ତମାନ ସମସ୍ତ ଘଟଣା ବିଷୟରେ ପୋଲିସ ତଦନ୍ତ କରୁଛି। ସୂଚନା ଅନୁସାରେ ସେହି ମହିଳାଙ୍କ ଘରେ ଦୀପକ ରହିକାମ କରୁଥିଲେ। ଏହା ସହିତ ସେହି ମହିଳା ଜଣକ ପୂର୍ବରୁ ବିବାହିତ ମଧ୍ୟ ରହିଥିଲେ।

ne

ଏହା ପରେ ମଧ୍ୟ ସେ ବର୍ତ୍ତମାନ ଦୀପକଙ୍କ ନାମରେ ଅଭିଯୋଗ ଆଣିଛନ୍ତି କି ସେ ତାଙ୍କ ସହିତ ସମ୍ପର୍କ ରଖିଥିଲେ। ସେ ତାଙ୍କୁ ବିବାହ କରିଥିଲେ ବୋଲି ମଧ୍ୟ କହିଛନ୍ତି। ତେବେ ଏହି ଘଟଣାକୁ ଦୀପକ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।ସେ କହିଛନ୍ତି କି ଏହି ଘଟଣା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ଏହା ସହିତ ତାଙ୍କର ପରିବାର ଲୋକ ମଧ୍ୟ ସମସ୍ତଙ୍କ ସମ୍ମୁଖକୁ ଆସିବା ସହିତ କହିଛନ୍ତି କି ଏହି ଘଟଣାରେ ଲିନା ତାଙ୍କର ପୁଅ ଙ୍କ ଉପରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ ବୋଲି ସେ କହିଛନ୍ତି।

ଏହା ସହିତ ବିକାଶଙ୍କ ଜଣେ ସମ୍ପର୍କିତ ବ୍ୟକ୍ତି କହିଥିଲେ କି ଲିନା ପୂର୍ବରୁ ବିବାହ କରି ଥିଲେ। ଏହା ସହିତ ତାଙ୍କର ପତି ଓ ଏକ ଆଠ ବର୍ଷର ସନ୍ତାନ ମଧ୍ୟ ରହି ଅଛି।ତାଙ୍କର ପରିବାରରେ କୌଣସି ସମସ୍ୟା କାରଣରୁ ତାଙ୍କର ପତି ଶଯ୍ୟା ଗ୍ରସ୍ତ ହୋଇ ଯାଇଥିଲେ। ଏହା ପରେ ବିକାଶ ତାଙ୍କର ଘରେ ରହି ବହୁତ ସହାୟତା ତାଙ୍କୁ କରି ଥାନ୍ତି। ଏହି କାରଣରୁ ସେହି ମହିଳା ଜଣକ ତାଙ୍କୁ ପୁଅ କରିଥିଲେ ବୋଲି ସେ କହି ଥିଲେ।

ସେ କହିଥିଲେ କି ଏହା ସମ୍ପର୍କରେ ତାଙ୍କର ସମ୍ପୂର୍ଣ୍ଣ ଗ୍ରାମର ଲୋକମାନେ ଜାଣିଛନ୍ତି। ଏହା ପରେ ସେ କହିଥିଲେ କି ଏହି ଘଟଣାରେ ସେ ବିକାଶଙ୍କ ନାମରେ ବର୍ତ୍ତମାନ ଅଭିଯୋଗ ଆଣିଛନ୍ତି ଯେ ସେ ତାଙ୍କ ସହିତ ସମ୍ପର୍କରେ ଅଛନ୍ତି। ଏହାକୁ ସେ ମିଥ୍ୟା ବୋଲି କହିଛନ୍ତି। ଏହା ସହିତ ବିକାଶ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ବୋଲି କହିଥିଲେ। ତେବେ ଏହି ଘଟଣାର ତଦନ୍ତ ପରିଶର ହୋଇଛି ପରେ ସତ ସାମ୍ନାକୁ ଆସିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *