ସାମ୍ନାକୁ ଆସିଲା ନନ୍ଦିନୀ ଙ୍କ ହ୍ବାଟସପ୍ ଚାଟ୍, ମି-ଛ ସବୁ ଧରା ପଡ଼ିଲା

Nandini

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପୂର୍ବରୁ ନନ୍ଦିନୀ ଙ୍କ ସହ ଦିନ ରାତି ହ୍ୱାଟସପ ରେ ଚାଟ କରୁଥିଲେ ଦିନ ଆରମ୍ଭ ହଉଥିଲା ଆଇ ଲଭ ୟୁ ରେ ଆଉ ରାତି ସରୁଥାଏ ଆଇ ଲଭ ୟୁ ରେ। ମାତ୍ର ନନ୍ଦିନୀ ଯେବେ ଘର ଛାଡ଼ି ଗଲା ସେ ସାଙ୍ଗରେ ସବୁ କିଛି ଟଙ୍କା,ଗହଣା ଘରୁ ଲୁଟି ନେଇଗଲା। ଏସବୁ ଶୁଣିଲା ପରେ ସ୍ୱାମୀ ନିଜକୁ କହୁଛି ମୁଁ ବୋକା ଆଉ ଉଲ୍ଲା ବୋଲି। ସ୍ୱାମୀ ନନ୍ଦିନୀ ର ସବୁ ଚାଟ୍ କୁ ସାମ୍ନାକୁ ଆଣିଛି ଯେଉଁଥିରେ ଖାଲି ଆଇ ଲଭ ୟୁ ଆଉ ଆଇ ମିସ୍ ୟୁ ଲେଖା ହେଇଛି ।

ବାହାଘର ପୂର୍ବରୁ ଉଭୟେ ଫୋନ କଲ ରେ ମଧ୍ୟ କଥା ହେଉଥିଲେ । ପରସ୍ପରକୁ ଭଲ ଭାବେ ଜାଣିଥିଲେ ମଧ୍ୟ। ପୁଅ ଏଭଳି କହୁଥିବା ର ଝିଅ ହେଲେ ମାନିବାକୁ ନାରାଜ କହୁଛି ଏସବୁ ମିଛ ବୋଲି। ନନ୍ଦିନୀ ଙ୍କ କହିବା ଅନୁସାରେ ସେ ପୁଅ କୁ ବାହାଘର ଆଗରୁ ଜାଣିନଥିଲେ କି ଚିହ୍ନିନଥିଲେ। ହେଲେ ଚାଟ ରୁ ସଂମ୍ପୂର୍ଣ୍ଣ ଭାବେ ଜଣା ପଡ଼ୁଛି କି ନନ୍ଦିନୀ ପୁଅ କୁ ଭଲ ଭାବରେ ଜାଣିଥିଲେ।

gi

ଚାଟ ରେ ଲେଖା ଅଛି ଧନ । ଗେହ୍ଲା,ଖାଇଲ ନା ନାହିଁ । କେଉଁଠି ଅଛ , ଫଟୋ ଦିଅ, ଏମିତି ସବୁ। ସକାଳୁ ଗୁଡ୍ ମୋର୍ଣ୍ଣିଂ ରୁ ଷ୍ଟାର୍ଟ କରି ରାତି ର ଗୁଡ୍ ନାଇଟ୍ ପର୍ଯ୍ୟନ୍ତ ହ୍ୱାଟସପ ରେ ଚାଟ୍ ଚାଲିଥାଏ ଓ କଲ୍ ମଧ୍ୟ ଚାଲିଥାଏ । ଚାଟ ରେ ସଂମ୍ପର୍ଣ୍ଣ ଭାବେ ଜଣାପଡୁଥିଲେ ମଧ୍ୟ କଣ ପାଇଁ ନନ୍ଦିନୀ ମିଛ କହୁଛି। ବାହାଘର ପର ଦିନ ରାତିରେ ନନ୍ଦିନୀ ନିଜ ଭିଣେଇ ସହ ଭିଡ଼ିଓ କଲ୍ ରେ ବିନା କପଡ଼ା ରେ ଥିଲେ,ଯାହାକୁ ତାଙ୍କ ସ୍ୱାମୀ ଦେଖିଥିଲେ ଆଉ ତାପରେ ଏମିତି ବିବାଦ ଆରମ୍ଭ ହେଇଥିଲା।

ଏହିସବୁ ଘଟଣା ର ପରଦିନ ମନ୍ଦିର ଯିବି କହି କୁଆଡେ ଫେରାର ହେଇଥିଲେ। ପରିବାର କହିବା ଅନୁଯାୟୀ ସେ ସବୁ ସୁନା ଗହଣା ନେଇ ସାଙ୍ଗରେ ଚାଲି ଯାଇଥିଲେ। ଏବେ ଭରତ ପୁର ଥାନାରେ ନନ୍ଦିନୀ ଙ୍କ ନାମରେ ମିଛ କହୁଥିବା ଅଭିଯୋଗ ରେ ଧାରା 420 ରେ ମାମଲା ରୁଜୁ ହେଇଛି। ତେବେ କଣ ପାଇଁ ନନ୍ଦିନୀ ଏମିତି ମିଛ କହୁଛନ୍ତି ଏହା ଏବେ ମନରେ ପ୍ରଶ୍ନ ମାରୁଛି। ଏହାପରେ ଦେଖାଯାଉ ଘଟଣାରେ କେତେ କଣ ସତ୍ୟତା ରହିଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *