ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବହୁ ଚର୍ଚ୍ଚିତ ନନ୍ଦିନୀ ଏବଂ ବଳରାମ ଙ୍କ ବିବାହ ବିବାଦ ମାମଲା। ବର୍ତମାନ ଏହି ଘଟଣାକୁ ନେଇ ହେଉଛି ଅନେକ ଚର୍ଚ୍ଚା ଏବଂ ଅନେକ ଆଲୋଚନା। ୟୁ ଟ୍ୟୁବ ଖୋଲିଲେ ଏହି ଘଟଣାଟି ଏବେ ବହୁତ ଚର୍ଚ୍ଚାରେ ରହିଥିବା ଦେଖିବାକୁ ମିଳୁଛି। କେତେବେଳେ ପୁଅର ପ୍ରତିକ୍ରିୟା ସାମ୍ନାକୁ ଆସୁଛି ତ ଆଉ କେତେବେଳେ ଝିଅର ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ତେବେ ଆପଣ ତ ଜାଣିଛନ୍ତି କଣ ହୋଇଥିଲା ଏହି ଘଟଣାରେ। ଏଠାରେ ବାହାଘର ପରେ ନବ ଦମ୍ପତୀ ଙ୍କ ଭିତରେ ସୃଷ୍ଟି ହୋଇଛି ଫାଟ ।
ସ୍ତ୍ରୀଙ୍କ ନ୍ୟୁଡ କଲ ପାଇଁ। କେବଳ ଏତିକି ନୁହେଁ ବାହାଘର ପରଦିନ ସ୍ତ୍ରୀ ସବୁ ଜିନିଷ ପତ୍ର ନେଇ ଫେରାର ହୋଇ ଯାଇଥିବା କୁହାଜାଇଛି । ଏବଂ ପରେ ଜୋର ଧରିଛି ଏହି ଘଟଣାରେ ସ୍ତ୍ରୀ ର ଏହିସବୁ କଳା କାରନାମା। ମାତ୍ର ବାହାଘରର କିଛି ଘଣ୍ଟା ମଧ୍ୟରେ ଥାନାରେ ପହଞ୍ଚିଲା ମାମଲା। ବାହାଘର ଭୋଜି ପରେ ସମସ୍ତେ ଖାଇକି ତ ଗଲେ ହେଲେ ରାତିରେ ନବ ଦମ୍ପତ୍ତି ଶୋଇବାକୁ ଯିବାପରେ ସ୍ତ୍ରୀ କିନ୍ତୁ ମାତିଗଲେ ଭିଡିଓ କଲରେ ।
ପରେ ସ୍ୱାମୀ ଏ ବିଷୟରେ ଜାଣିବା ପରେ ଆଲୋଚନା ବି ହେଲା। ପରଦିନ ସକାଳେ ସ୍ୱାମୀ ସ୍ତ୍ରୀ କୁ ଲିଙ୍ଗରାଜ ମନ୍ଦିର ବୁଲିବାକୁ ନେଇଗଲେ ଆଉ ସେଠାରେ ସ୍ୱାମୀଙ୍କୁ ନିର୍ଦ୍ଧୁମ ମାଡ଼ ମରା ହେଲା ଏବଂ ସେଇଠୁ ସ୍ତ୍ରୀ ଚମ୍ପଟ ମାରିଲା। ପରେ ଘଟଣା ପହଞ୍ଚିଲା ଥାନାରେ। ଏବଂ ଆହୁରୀ ମଧ୍ୟ ଅଭିଯୋଗ ମୁତାବକ ସ୍ତ୍ରୀ ଜଣଙ୍କ ମୋଟା ଅଙ୍କର ଟଙ୍କା ଏବଂ ଗହଣା ନେଇ ଫେରାଇ ହୋଇଥିବା କୁହା ଯାଉଛି।
ଏହାକୁ ନେଇ ସ୍ୱାମୀ ଏବଂ ପୁଅର ବାପା ପ୍ରତିକ୍ରିୟା ରଖିଛନ୍ତି। ଏବେ ଏପରି ସ୍ଥିତିରେ କେବେ ପୁଅର ପରିବାରକୁ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା। ହେଲେ ଏହି ଘଟଣାର ଏବେ ନୂଆ ମୋଡ଼ ଆସିଛି ଯେତେବେଳ ନନ୍ଦିନୀ ନିଜେ ମୁହଁ ଖୋଲି କହିଛନ୍ତି ଯେ ତାଙ୍କ ବିଷୟରେ କୁହା ଯାଉଥିବା ସବୁ କଥା ମିଛ ବୋଲି ସେ କହିଛନ୍ତି। ତାଙ୍କୁ ଧମକ ଦିଆ ଯାଉଥିଲା ମାରି ଦେବାକୁ ଏବଂ ତାଙ୍କୁ ଅତ୍ୟାଚାର ବି କରିଥିଲେ ତାଙ୍କ ସ୍ଵାମୀ ଯୌତୁକ ଆଣି ନଥିବାରୁ।
ଏହି ଘଟଣାରେ ସ୍ୱାମୀ ବଳରାମ ଦୃଢ଼ ଭାବରେ କହିଛନ୍ତି କି ନନ୍ଦିନୀ ଯାହା କହୁଛନ୍ତି ତାହା ମିଛ ଅଟେ । ସେ ମୋତେ ସେ-କ୍ସ କରିବା ପାଇଁ ମନାକଲେ। କହିଲେ ଏକବର୍ଷ ପର୍ଯ୍ୟନ୍ତ ସଂପର୍କ ନ ରଖିବା ପାଇଁ। ତାପରେ ମୁଁ ଶୋଇଗଲି। ଆଉ ଅଧରାତି ରେ ଉଠି ଦେଖିଲି ସେ ତାଙ୍କ ଭିଣେଇ ଙ୍କ ସହିତ ନ୍ୟୁଡ଼ ଭିଡିଓ କଲ ରେ ମାତିଛନ୍ତି। ମୁଁ ତାଙ୍କୁ କୌଣସି ଧମକ ଦେଇନାହିଁ। ସେ ଯାହାବି କହୁଛନ୍ତି ସବୁ କଥା ମିଛ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ସ୍ଵାମୀ ବଳରାମ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।