“ମୋ ସ୍ତ୍ରୀର ଆଉ କାହା ସହ ଆଫେୟାର ଥିଲା, ଲୁଚି ଲୁଚି ଫୋନରେ ସବୁବେଳେ ଗପୁଥିଲା”

sdc

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 4 ବର୍ଷ ର ଶିଶୁ ପୁତ୍ର ରୁ ଛାଡି ମାଆ ପ୍ରେମିକ ସହିତ କୁଆଡେ ଫେରାର ହୋଇଜାଇଛି । ଆଉ ଏପଟେ ସ୍ୱାମୀ ଏପରି କିଛି କହୁଛନ୍ତି । ଏବେର ସମୟ କଣ ଚାଲିଛି ଆପଣ ନିଜେ ଅନୁମାନ କରନ୍ତୁ । ପ୍ରେମର ସୀମା ନାହିଁ ପ୍ରେମର ବୟସ ନଥାଏ ହେଲେ ପ୍ରେମରେ ଯେ ଲୋକ ହୀତାହୀତ ଜ୍ଞ୍ୟାନ ଭୁଲି ଜାଆନ୍ତି । ତାର କଥା କିଏ କାହାକୁ ବୁଝେଇବ ।

ବିବାହର ଗୋଟିଏ ଦିନ ପରେ କିଏ ପଳାଉଛି ତ ବିବାହରେ ସିନ୍ଦୁର ପିନ୍ଧେଇବା ସମୟ ରେ କିଏ କହୁଛୁ ମୁଁ ଆଗକୁ ବିବାହିତା ଏମିତି ସବୁ ଦିନ କିଛି ନା କିଛି ଘଟଣା ସାମ୍ନା କୁ ଆସେ । ହେଲେ ଏଠାରେ ପ୍ରେମ କୁ ନେଇ ଏକ ଚାଞ୍ଚଲ୍ୟ କର ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ଏବଂ ଚାରି ବର୍ଷର ଶିଶୁ ପୁତ୍ର ଏବେ ଏକାଠୀ କାରଣ ମାଆ ଆଉ କାହା ସହ ଚାଲିଜାଇଛି ।

sa

ଏହି ପରି ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ଥାପଡା ଥାନା ଅଧିନସ୍ଥ ଆମ୍ବବଳୀ ଗ୍ରାମରେ ସୂଚନା ଅନୁସାରେ ଗତ 8 ବର୍ଷ ପୂର୍ବରୁ କୋମଳକିଶୋର ପଣ୍ଡା ଏବଂ ସଞନା ପଣ୍ଡା ଙ୍କ ପ୍ରେମ ବିବାହ ହୋଇଥିଲା ବିବାହର 4 ବର୍ଷ ପରେ ସଞନା ଏକ ଶିଶୁ ପୁତ୍ର କୁ ଜନ୍ମ ଦେଲେ ମାତ୍ର ଗତ ଏପ୍ରିଲ 17 ତାରିଖ ଦିନ ସମିର ଘରେ ନଥିବା ବେଳେ ସଞନା କେଉଁଆଡେ ଚାଲିଗଲେ ।

ଆଉ ଯିବା ସମୟ ରେ ଘରୁ କିଛି ଟଙ୍କା ଏବଂ ଗହଣା ବି ନେଇଜାଇ ଥିବା ଅଭିଯୋଗ କରିଛନ୍ତି ସ୍ୱାମୀ । କୋମଳ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଅଧିକାଶଂ ସମୟ ଫୋନ ରେ କଥା ହୁଅନ୍ତି ବୋଲି ପରିବାର ଲୋକ ଦେଖିଥିବା କହିଛନ୍ତି ସ୍ୱାମୀ କୋମଳ ଏହି ନେଇ ସେ ଥାନା ରେ ଅଭିଯୋଗ କରିଥିଲେ ବି ତାଙ୍କ କଥା କେହି ସୁଣୁ ନାହାଁନ୍ତି ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *