ମୋ ସ୍ୱାମୀ କହୁଛନ୍ତି ତୁ ଆଉ କାହା ସହ ଶୋଇକ ଆସିବୁ ଯା ସ୍ତ୍ରୀ ଙ୍କ video ହେଇଗଲା viral ।

husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ବିବାହିତ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି କି ତାଙ୍କ ସ୍ୱାମୀ ନିରଞୀନ ପାତ୍ର ଓ ତାଙ୍କ ଯା ମନୋରମା ପାତ୍ର ବହୁତ ମାରୁଛନ୍ତି। ସେମାନେ କହୁଛନ୍ତି ଯେ ଆମକୁ ପଇସା ଆଣି ଦେ।ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଏବଂ ଯା ଙ୍କୁ ପଇସା କେଉଁଠୁ ଆଣିକି ଦେବେ ବୋଲି କହିଥିଲେ। ସ୍ୱାମୀ ଏବଂ ଯା ମହିଳା ଙ୍କୁ ଏପରି କହିଥିଲେ କି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ସେ କହିଥିଲେ ଯେ ବେଶ୍ୟା କାମ କରି ପଇସା ଆଣି ତାଙ୍କୁ ଦେବା ପାଇଁ ।

ପ୍ରତିଦିନ ଘରକୁ ଚାରି ପାଞ୍ଚ ଜଣ ଯୁବକ ଙ୍କୁ ଆଣି ପୁରାଉଛନ୍ତି ସେମାନେ । ଏବଂ ମହିଳାଙ୍କୁ କହୁଛନ୍ତି ଯେ ବେଶ୍ୟା କାମ କରି ପଇସା ରୋଜଗାର କର। ମହିଳା ଜଣଙ୍କ ଏହା କରିବା ପାଇଁ ମନା କରି ଦେଇଛନ୍ତି । ଦେଢସୁର ରଞଂନ ପାତ୍ର କହୁଛନ୍ତି ଯେ ତୁମେ ଯଦି ଏହି କାମ କରି ପାରିବ ନାହିଁ ତାହେଲେ ତୁମକୁ ବହୁତ ମାଡ ମାରିବୁ ଆମେ ।

ତାପରେ ମହିଳା ଜଣଙ୍କ ରୋଷେଇ କରୁଥିବା ସମୟରେ ଦେଢସୁର ରଂଞନ ପାତ୍ର ତାଙ୍କ କାନି ଭିଡି ନେଇ ବେଡ ଉପରେ ପକାଇ ଦେଇଥିଲେ। ଏବଂ ମହିଳା ଙ୍କ ଇଜ୍ଜତ ନେବା ପାଇଁ ଚେଷ୍ଟା କରିଲେ ବୋଲି ମହିଳା ଜଣଙ୍କ କହିଛନ୍ତି।

ମହିଳା ଜଣଙ୍କ ତାଙ୍କର ବୁଦ୍ଧି ଖଟାଇ ସେଠୁ ପଳେଇ ଆସିବାରୁ ସ୍ୱାମୀ ଯା ଏବଂ ଦେଢସୁର ମହିଳା ଙ୍କୁ ମାରି ଗୋଡ ଛୋଟା କରି ଦେଇଛନ୍ତି।ତେଣୁ ସେ ତାଙ୍କ ପିଲାଙ୍କୁ ଧରି ସାନ ଦାଦାଙ୍କ ଘରକୁ ଚାଲି ଆସିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *