ଏହି ମାସରେ ଜନ୍ମିତ ଝିଅ ହୋଇଥାନ୍ତି ସାକ୍ଷାତ ମା’ ଲକ୍ଷ୍ମୀ, ନିଶ୍ଚୟ ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନୁଷ୍ୟ ର ସ୍ୱଭାବ ସେମାନଙ୍କ ନାମ ର ପ୍ରଥମ ଅକ୍ଷର, ରାଶି, ସେମାନଙ୍କ ଜନ୍ମ ମାସ ଉପରେ ମଧ୍ୟ ନିର୍ଭର କରିଥାଏ । ପୁରାଣ ଶାସ୍ତ୍ରରେ କୁହାଯାଏ ଯେ ନାରୀ ମାନଙ୍କ ଭିତରେ ମା ଲଷ୍ମୀ ବାସ କରନ୍ତି । କିଛି ଲୋକମାନେ ଝିଅ ମାନଙ୍କୁ ବହୁତ ଭଲ ପାନ୍ତି ତାଙ୍କ ମତ ଅନୁସାରେ ଝିଅ ଥିଲେ ହିଁ ଘର ଥାଏ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ମାତା ଲଷ୍ମୀ ଙ୍କ ସ୍ୱରୂପ ବୋଲି କୁହାଯାଏ । ତେଣୁ ଘରେ ଯଦି କେବେ ଝିଅ ଜନ୍ମ ହୁଏ ତେବେ ସମସ୍ତେ କୁହନ୍ତି କି ଘର କୁ ଲଷ୍ମୀ ଆସିଛନ୍ତି ବା ଘରକୁ ଲଷ୍ମୀ ଙ୍କ ଆଗମନ ହେଇଛି ବୋଲି । ଝିଅ ମାନେ ଘରକୁ ସୁଖ ସହିତ ସମୃଦ୍ଧି ମଧ୍ୟ ଆଣିଥାନ୍ତି । ଝିଅ ମାନେ ଆସିବା ଦ୍ୱାରା ଘର ର ଉନ୍ନତି ହୋଇଥାଏ, ଓ ଘର ଧନ ଧାନ୍ୟରେ ଭରି ରହେ ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ବହୁତ ଭାଗ୍ୟବତୀ ଓ ମାତା ଲଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି । ଏହି ମାସ ରେ ଜନ୍ମିତ ହୋଇଥିବା ଝିଅ ମାନଙ୍କୁ ଭଲ ଶ୍ୱଶୁର ଘର ମଧ୍ୟ ମିଳିଥାଏ । ସେମାନେ ଉଭୟ ବାପ ଘର ଓ ଶଶୁର ଘର ପାଇଁ ବହୁତ ଶୁଭ ହୋଇଥାନ୍ତି ।

girl

ପ୍ରଥମ ମାସ ଟି ହେଉଛି ଫେବୃଆରୀ ମାସ । ଏହି ମାସ ରେ ଜନ୍ମିତ ହୋଇଥିବା ଝିଅ ମାନେ ବିନମ୍ର ହୋଇଥାନ୍ତି, ଭାଗ୍ୟବତୀ ହୋଇଥାଆନ୍ତି, ଏମାନଙ୍କର ଗ୍ରହ ଚାଳନ ଏମାନଙ୍କ ପରିବାର ପାଇଁ ବହୁତ ଶୁଭ ଫଳ ଆଣିଥାଏ ।

ଦ୍ଵତୀୟ ମାସ ଟି ହେଲା ଏପ୍ରିଲ ମାସ । ଏହି ମାସ ରେ ଜନ୍ମିତ ହୋଇଥିବା ଝିଅ ମାନେ ବହୁତ ଲଷ୍ମୀବନ୍ତ ଅଟନ୍ତି ଓ ବହୁତ ପତିବ୍ରତା ମଧ୍ୟ ଅଟନ୍ତି ।

ତୃତୀୟ ମାସ ଟି ହେଲା ଜୁନ ମାସ । ଏହି ମାସ ରେ ଜନ୍ମିତ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି, ଏବଂ ଏମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ ।

girls

ଚତୁର୍ଥ ମାସ ଟି ହେଲା ସେପ୍ଟେମ୍ବର ମାସ । ଏହି ମାସ ରେ ଜନ୍ମିତ ହୋଇଥିବା ଝିଅ ମାନେ ବହୁତ ଧନବତୀ ହୋଇଥାନ୍ତି, ଏମାନଙ୍କ ର ପଇସା ଅଭାବ ହୋଇ ନ ଥାଏ । ଏବଂ ଏମାନଙ୍କୁ ଧନୀ ଶ୍ୱଶୁର ଘର ମଧ୍ୟ ମିଳିଥାଏ, ଏମାନଙ୍କର ଗ୍ରହ ଚଳନ ଏମାନଙ୍କ ଘର ପାଇଁ ସୁଖ ସମୃଦ୍ଧି ଆଣିଥାଏ । ତେବେ ବନ୍ଧୁଗଣ ଏହି ଚାରଟି ମାସରେ ଜନ୍ମିତ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଲଷ୍ମୀବନ୍ତ ହୋଇଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *