ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହା ବେଦିରେ ବସିଥିଲେ ବର । ସେହି ସମୟରେ ପହଞ୍ଚି ଗଲା ପୋଲିସ । ବେଦି ଉପରୁ ଉଠାଇ ନେଲେ ବର କୁ ଏହା ସୁଣି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ବାହାଘରେ ସମୟରେ କେଉଁ କାରଣ ଯୋଗୁଁ ପୋଲିସ ବର କୁ ବାହା ବେଦୀରୁ ଉଠାଇ ନେଇଥିଲା । ବର ଯେଉଁ କାମ କରିଛନ୍ତି ତାହା ଜାଣିବା ପରେ ଆପଣ ମାନେ ଚୁପ ରହିବେ ନାହିଁ ।
ସୂଚନା ଅନୁଯାୟୀ ବାହାଘର ପୂର୍ବ ରୁ ଏହି ଯୁବକଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା । ଯୁବକ ଜଣକ ବାହାଘରର ମିଛି ପ୍ରତିଶ୍ରୁତି ଦେଇ ଶା-ରୀ-ରିକ ସ-ମ୍ପ-ର୍କ ମଧ୍ୟ ରଖିଥିଲେ । ହେଲେ ସବୁ ଜଣା ପଡିବା ପରେ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଙ୍କୁ ଗିରୋଫ କରିଛି । ଏହା ସହିତ ପୋଲିସ ମାମଲା ବର୍ତମାନ ରୁଜୁ କରିଛି ।
ବରଗଡ ଭଟଲି ଥାନା ରୁ ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏକ ପୂର୍ବ ମାମଲା ଆକୁ କେନ୍ଦ୍ର କରି ଛତିଶଗଡ ରାଜ୍ୟ ଡୁଙ୍ଗୁଲିପାଳି ଥାନା ଅନ୍ତର୍ଗତ ଲେନ୍ଦରା ଗାଁ ରେ ବିବାହ କରୁଥିବା ବେଳେ ବିବାହ ବେଦୀରୁ ଗିରୋଫ କରିଛି ଏହି ଯୁବକ ଙ୍କୁ । ଯୁବକ ଜଣକ ହେଲେ ଭଟଲି ଥାନା ଅନ୍ତର୍ଗତ ଜଗତିପାଲି ଗାଁ ର କାଳିଆ ବରିହା । ପ୍ରଥମେ ଶା-ରୀ-ରିକ ସ-ମ୍ପ-ର୍କ ରଖିବା ପରେ ପରେ ବାହା ହେବା ପାଇଁ ଯୁବତୀଙ୍କୁ ମନା କରି ଦେଇଥିଲେ ଏହି ଯୁବକ ଜଣଙ୍କ ।
ପରେ ଯୁବତୀ ସୁଜାତା ଭଟଲି ପୋଲିସ ଅଭିଯୋଗ କରି ଆଶ୍ରୟ ନେଇଥିଲେ । ପୋଲସି ଏହି ଘଟଣା ର ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ଖୋଜୁଥିଲା । ହେଲେ ଅଭିଯୁକ୍ତ ତାମିଲନାଡୁ ରାଜ୍ୟକୁ ଚାଲି ଯାଇଥିବା ବେଳେ ପୋଲିସ ହାତରେ ଧାରା ପଡି ନଥିଲା । ଅଭିଯୁକ୍ତ କାଳିଆ ବରହି ଥାନା ଅନ୍ତର୍ଗତ ଝାଙ୍କରପାଲି ସ୍ଥିତି ମାମୁଁ ଘରେ ରହି ଲୁକକାୟିତ ଭାବରେ ଛତିଶଗଡ ରାଜ୍ୟ ରେ ବିବାହ କରୁଥିବା ବେଳେ ବିବାହ ବେଦୀରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାହାକୁ ନେଇ ବର୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।