ଜାଣନ୍ତୁ ଶିବ ଙ୍କ ଗୁପ୍ତ ମନ୍ତ୍ର ବିଷୟ ରେ ଜାଣିଲେ କାଙ୍ଗାଳ ବି ହୋଇଯିବ ମହା କୋଟିପତି ଥରେ କହିଲେ କେବଳ 2 ମିନିଟ୍ ରେ ଚମତ୍କାର ଦେଖିବେ ।

mahadev

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶିବ ଶଙ୍କର ଙ୍କ ଚରଣକୁ ଆସିଗଲେ ଜିବନ ର ସବୁ ସମସ୍ୟା ଦୂର ହୋଇଯାଏ । ଆପଣ ବି ତାଙ୍କ ଚରଣ କୁ ଆସି ଦେଖନ୍ତୁ ନିଶ୍ଚିତ ଭାବେ ସବୁ ସମସ୍ୟା ଦୂର ହେବ । ସାଧାରଣ ଭାବେ ଭଗବାନ ଶିବ ଙ୍କୁ ପ୍ରଶନ୍ନ କରିବା ପାଇଁ ବହୁତ ଗୁଡିଏ ସରଳ ଉପାୟ ମାନ ରହିଛି ଜାହା ଆମେ ମାନେ ଜାଣି ରଖିବା ଉଚିତ୍ । ସେହି ମଧ୍ୟ ରୁ ଗୋଟିଏ ଭଗବାନ ଶିବ ଙ୍କ ମନ୍ତ୍ର ର ଉଚାରଣ । ଆମେ ଆଜି ଆପଣ ମାନଙ୍କୁ ସେହି ଅଚୁକ ମନ୍ତ୍ର ଉଚାରଣ ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ଜାଣିବା ପରେ ଆପଣ ମାନେ ବି ଗୋଟିଏ ଦିନ ରେ ମହା କୋଟିପତି ହେବାର ଆଶା ରଖି ପାରିବେ ।

ତେବେ ଆମେ ଆଜି ଆପଣ ମାନଙ୍କୁ ମହା କୋଟିପତି ହେବାର କିଛି ଅଚୁକ ମନ୍ତ୍ର ବିଷୟ ରେ କହିବା ପାଇଁ ଜାଉଛୁ ଜାହା ଆପଣ ମାନେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଆପଣ ମାନଙ୍କୁ ଏଠାରେ ଯେଉଁ ମନ୍ତ୍ର ର ଉଚାରଣ ବିଷୟ ରେ କହିବା ପାଇଁ ଜାଉଛି ତାହା ଜାଣିବା ପରେ ପରେ ଆରଣ ମାନଙ୍କ ଜିବନ ସମସ୍ତ ସମସ୍ୟା ର ସଂମ୍ପର୍ଣ୍ଣ ଭାବେ ଦୂର ହେବ । ଯେପରି କି ବର୍ତମାନ ସମୟ ରେ କୋରନା ମହାମାରୀ ପାଇଁ ସମସ୍ତେ କିଛି ନା କିଛି ସମସ୍ୟା ଦେଇ ଗତି କରୁଛନ୍ତି । ଏହି ମନ୍ତ ଏତେ ଶକ୍ତିଶାଳୀ ଅଟେ କି ଆପଣଙ୍କ ସାମ୍ନା କୁ ଯେତେ ବି କଠିନ ପରିସ୍ଥିତି ଆସୁ ନା କାହିଁକି ଆପଣ ମାନେ ସେହିଥିରୁ ବାହାରିବାର ସରଳ ଉପାୟ ବିଷୟ ରେ ଜାଣି ପାରିବେ ।

mahadev

ଏହାର ଚମତ୍କାର ଜାଣଇବା ପାଇଁ କେବଳ ଆପଣ ମାନେ 5 ଥର ହିଁ ଯପ କରିବା ଉଚିତ୍ । ଏମିତି କରିବେ ବିଷମ ପରିସ୍ଥିତି ରେ ବି ଆପଣ ମାନଙ୍କୁ ରାସ୍ତା ମିଳିବ । ଏହି କଥା ନିଶ୍ଟିତ ଭାବେ ଜାଣି ଥିବେ ଭଗବାନ ଶିବ ଶଙ୍କର ବାଧା ବିଘ୍ନ ର ହରଣକର୍ତ୍ତା ଅଟନ୍ତି । ହେଲେ ଆପଣ ମାନଙ୍କୁ ସତର୍କ ରହିବା ଆବଶ୍ୟକ ଅଟେ କି ଆପଣ ମାନଙ୍କୁ କେବେ ବି ଏହି ମନ୍ତ୍ର କୁ ଆମିଷ ଖାଇ ଜପ କରିବା ଉଚିତ୍ ନୁହେଁ । ଏହା ସହିତ ଯେତେ ବେଳେ ବି ଆପଣ ମାନେ ଏହି ମନ୍ତ୍ର କୁ ପାଠ କରୁଛନ୍ତି ଶାନ୍ତ ହୃଦୟ ରୁ ଆପଣ ମାନଙ୍କୁ ଜପ କରିବା ଜରୁରୀ ଅଟେ । ତେବେ ଆସନ୍ତୁ ସେହି ଶକ୍ତି ଶାଳୀ ମନ୍ତ୍ର ବିଷୟ ରେ ଜାଣିନେବା ।
‘ଓଁ ନମଃ ଶିବାୟ

ଶୁଭମ୍ ଶୁଭମ୍ କୁରୁ କୁରୁ

ଶିବାୟ ନମଃ ଓଁ ।
ସାଧାରଣତଃ ଅନେକ ଲୋକ ମାନେ ଏହି ମନ୍ତ୍ର କୁ ବହୁତ ସମୟ ରେ ଜପ କରିଥାନ୍ତି । ମାତ୍ର ଏହାକୁ ଆପଣ ମାନେ ହୃଦୟ ରୁ କେବଳ 5 ଥର ଜପ କରିବା ଦ୍ୱାରା ଆପଣ ମାନେ ଏହାର ଶୁଭ ଫଳ ପ୍ରାପ୍ତି କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *