ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଣ୍ଠୁଗଣ୍ଠି ବିନ୍ଧା ଏକ ଛୋଟ କାମ ହୋଇଗଲାଣୀ ସେହିଥି ପାଇଁ ବଡ ଠାରୁ ଆରମ୍ଭ କରି ଛୋଟ ଯାଏ ସମସ୍ତ ଙ୍କର ଏହି ସମସ୍ୟା ହେଉଛି । ବନ୍ଧୁଗଣ ଆଣ୍ଠୁଗଣ୍ଠି ବିନ୍ଧାବାର ଅନେକ ପ୍ରକାରର କାରଣ ହୋଇଥାଏ । ହେଲେ ଆମେ ଆଜି ଜାଣିବା ସେହି ଆଣ୍ଠୁଗଣ୍ଠି ବିନ୍ଧା କୁ ଆପଣ ମାନେ କମେତି ଦୂର କରି ପାରିବେ । ତେବେ ଏହିଥି ପାଇଁ ଆପଣ ମାନଙ୍କୁ ପ୍ରଥମେ ଏକ ପିଆଜ ର ଆବଶ୍ୟକତା ପଡିବ ।
ପ୍ରଥମେ ଆପଣ ମାନେ ପିଆଜର ଛୋପା ଛଡେଇ ଦେଇ ଛୋଟ ଛୋଟ ପିସ୍ କରି କାଟି ନିଅନ୍ତୁ । ଏବଂ ପରେ ଏହାକୁ ଗ୍ରାଇଣ୍ଡ କରି ନିଅନ୍ତୁ । ଏବେ ଆପଣ ମାନଙ୍କୁ ମେଥି ର ଆବଶ୍ୟକତା ପଡିବ । ଆପଣ ମାନେ ଏହିଥିରେ ଏକ ଚାମଚ ମେଥି ଗୁଣ୍ଡ ମିଶାନ୍ତୁ । ତୃତୀୟ ରେ ଆମେ ଏଥିରେ ସୁଣ୍ଠୀ ପାୱଡର ମିଶେଇବା । ସୁଣ୍ଠୀ ପାୱଡର ଏକ ଚାମଚ ଆପଣ ଏଥିରେ ମିଶାନ୍ତୁ । ଏବେ ଆମେ ମାନେ ଏହିଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶେଇବା । ଏହା ଆପଣଙ୍କ ରୋଷେଇ ଘରୁ ବହୁତ ସହଜ ରେ ମିଳିଯିବ ।
ହଳଦୀ ଗୁଣ୍ଡ ଅଧା ଚାମଚ ଆପଣ ଏଥିରେ ମିଶାନ୍ତୁ । ଏବଂ ପରେ ଆପଣ ମାନେ ଶେଷ ସାମଗ୍ରୀ ମିଶାନ୍ତୁ ଜଡା ତେଲ ଆପଣ ମାନେ ଏହିଥିରେ ଏକ ଚାମଚ ଜଡା ତେଲ ର ପ୍ରୟୋଗ କରନ୍ତୁ । ଏବେ ଆପଣ ମାନେ ଏହାକୁ ଭଲ କରି ମିକ୍ସ କରନ୍ତୁ । ଏବେ ଆପଣ ମାନଙ୍କୁ ଆବଶ୍ୟକ ଅଟେ ଗହମ ଅଟା ଆମେ ଏଠାରେ ଚାରି ଚାମଚ ଗହମ ଅଟା ନେବା । ଏବେ ଆପଣ ମାନେ ଏହାକୁ ଯେମିତି ଅଟା ଗୋଳା ପ୍ରସ୍ତୁତ କରନ୍ତି ସେମିତି ପ୍ରସ୍ତୁତ କରନ୍ତୁ । ଏବେ ଆପଣ ମାନେ ହାତରେ କିଛି ତେଲ ଲଗେଇ ସେହି ଅଟା ଗୋଲା କୁ ରୁଟି ଭଳି ପ୍ରସ୍ତୁତ କରନ୍ତୁ ।
ଏହାକୁ ହାଲ୍କା ଗରମ କରନ୍ତୁ । ଏବଂ ସେହି ପରି ପୂର୍ବରୁ ରଖିଥିବା ମିଶ୍ରମ ମଧ୍ୟ ଗରମ କରନ୍ତୁ ଏବଂ ପରେ ଏହାକୁ ପିଠା ପରି ନେଇ ନିଜର ଯନ୍ତ୍ରଣା ସ୍ଥାନରେ ଲଗାନ୍ତୁ । ଏବଂ ପରେ ତାହା ଉପରେ ସେହି ଅଟାର ପ୍ରସ୍ତୁତ ରୁଟି କୁ ସେହି ମିଶ୍ରଣ ଉପରେ ଲଗାନ୍ତୁ । ଏବଂ ଏବେ ଏକ ସୂତା କପଡା ସାହାଯ୍ୟ ରେ ଏହାକୁବାନ୍ଧନ୍ତୁ । ରାତି ସାରା ଏମିତି ରହିବା ପାଇଁ ଦିଅନ୍ତୁ । ଦେଖିବେ ଆପଣ ମାନଙ୍କର ଆଣ୍ଠୁଗଣ୍ଠି ବିନ୍ଧା,ଅଣ୍ଟାବିନ୍ଧା,ହାତବିନ୍ଧା ଭଳି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।