Jyotish Shastra- ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ, ଭାଗ୍ୟରେ ଥିଲେ ମିଳନ୍ତି ଏମିତି ଝିଅ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅମାନଙ୍କ ବ୍ୟବହାର ଏତେ ଅଲଗା ହୋଇଥାଏ ଯେ, ସେମାନେ କେଉଁ ସମୟରେ କିପରି ପ୍ରତିକ୍ରିୟା କରିବେ ତାହା ଜାଣିବା ବହୁତ କଷ୍ଟକର ହୋଇଥାଏ । କେତେକ ଝିଅ ବହୁତ ଚାଲାଖ ଓ ଭରସା ଯୋଗ୍ୟ ହୋଇ ନ ଥାଆନ୍ତି । ମାତ୍ର ଦୁନିଆରେ ଏପରି କିଛି ଝିଅ ମଧ୍ୟ ଅଛନ୍ତି ଯେଉଁମାନେ ପାଣି ପରି ସଫା ଓ ବହୁତ ଶାନ୍ତ ସ୍ୱଭାବର ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ମାନଙ୍କୁ ସେହି ଝିଅଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଗଙ୍ଗା ଭଳି ପବିତ୍ର ଅଟନ୍ତି ।

ନମ୍ବର 1- B ନାମର ଝିଅମାନେ ।

ଏହି ନାମର ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଓ ନିଜ ଜୀବନସାଥିଙ୍କ ବହୁତ ବିଶ୍ଵସ୍ତ ହୋଇଥାନ୍ତି । ଏହି ଝିଅମାନେ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥିଙ୍କ ହାତ ଛାଡନ୍ତି ନାହିଁ । ଏହି ନାମର ଝିଅ ମାନଙ୍କ ବ୍ୟବହାର ବହୁତ କୋମଳ ହୋଇଥାଏ । ଏହି କାରଣରୁ B ନାମର ଝିଅମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।

girls

ନମ୍ବର 2- N ନାମର ଝିଅମାନେ ।

ଏହି N ନାମର ଝିଅମାନେ ସ୍ୱଭାବରେ ଖୁବ୍ ତେଜ ହୋଇଥାନ୍ତି । ମାତ୍ର ଏହି ଝିଅମାନେ ନିଜ ଜୀବନସାଥିଙ୍କର ବହୁତ ଧ୍ୟାନ ରଖନ୍ତି । ଏମାନେ କେବେ ମଧ୍ୟ ଏପରି କାର୍ଯ୍ୟ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କ ପରିବାରର ନାମ ଖରାପ ହେବ ବା ତାଙ୍କ ଜୀବନସାଥିଙ୍କୁ କଷ୍ଟ ହେବ । ଏମାନଙ୍କ ସ୍ଵଭାବ ବହୁତ ମଧୁର ଓ ଉତ୍ତମ ହେଇଥିବାରୁ ଏହି ନାମର ଝିଅ ମାନେ ମଧ୍ୟ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।

ନମ୍ବର 3- P ନାମର ଝିଅମାନେ ।

ଯେଉଁ ଝିଅ ମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସମ୍ପର୍କକୁ ବାନ୍ଧି ରଖିବା ଭଲ ଭାବେ ଜାଣିଥାନ୍ତି । ଏହି ନାମର ଝିଅମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାବନାକୁ ବହୁତ ଭଲ ଭାବେ ବୁଝି ପାରନ୍ତି । ଛୋଟ ହୁଅନ୍ତୁ ବା ବଡ଼ ଏମାନେ ସମସ୍ତଙ୍କ ଭାବନାର ସମ୍ମାନ କରନ୍ତି । ଏବଂ ଏମାନେ କେବେ ମଧ୍ୟ କାହାକୁ ଦୁଃଖ ଦିଅନ୍ତି ନାହିଁ ଓ ସମସ୍ତଙ୍କ ସହ ପ୍ରେମରେ କଥା ହୁଅନ୍ତି । ଏହି କାରଣରୁ ଏହି P ନାମର ଝିଅ ମାନେ ମଧ୍ୟ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।

girls

ନମ୍ବର 4- V ନାମର ଝିଅମାନେ .

ଯେଉଁ ଝିଅ ମାନଙ୍କ ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ପବିତ୍ର ବୋଲି କୁହାଯାଏ । ଏହି ନାମର ଝିଅମାନେ ସାମାନ୍ୟ ଲାଜକୁଳୀ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ସମ୍ମାନ ଓ ମର୍ଯ୍ୟାଦା ସମ୍ପୂର୍ଣ୍ଣ ଭାବେ ରକ୍ଷା କରିଥାନ୍ତି । ତେବେ ଗୋଟିଏ ଅର୍ଥର କହିବାକୁ ଗଲେ ଏମାନେ ସବୁ ସମୟରେ ନିଜ ପରିବାର ଲୋକଙ୍କୁ ଖୁସି ରଖିବା ପାଇଁ ପ୍ରଚେଷ୍ଟା କରିଥାନ୍ତି ଓ ତାଙ୍କ ଇଚ୍ଛା ପୂର୍ଣ୍ଣ କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି । ତେବେ ବନ୍ଧୁଗଣ ଏହି ନାମର ଝିଅମାନେ ମଧ୍ୟ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।

ନମ୍ବର 5- Y ନାମର ଝିଅମାନେ ।

ବନ୍ଧୁଗଣ ଦେଖିବାକୁ ଗଲେ ବହୁତ କମ୍ ଝିଅ ଥାଆନ୍ତି ଯେଉଁ ମାନଙ୍କ ନାମ Y ଅକ୍ଷରରୁ ଆରମ୍ଭ ହୋଇଥାଏ । ମାତ୍ର ଏହି ନାମର ଝିଅମାନଙ୍କ ସ୍ଵଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇଥାଏ । ଏହି ଝିଅମାନେ ସମସ୍ତଙ୍କ ସହିତ ସମ୍ମାନର ସହ କଥା ହୁଅନ୍ତି ଓ କେବେ କାହାର ନିରାଦର କରନ୍ତି ନାହିଁ । ଏହା ସହିତ ଏମାନେ ନିଜ ଜୀବନ ସାଥିଙ୍କୁ ମଧ୍ୟ ସର୍ବଦା ଖୁସିରେ ରଖିଥାନ୍ତି । ସେଥିପାଇଁ ଏହି ନାମର ଝିଅମାନେ ମଧ୍ୟ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *