ବିନା ପରୀକ୍ଷାରେ ଚାକିରୀ; ESICରେ ଖାଲିପଡିଛି ପଦବୀ,ଶୀଘ୍ର କରନ୍ତୁ ଆବେଦନ ।

job

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ଖୁସି ଖବର । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ ESIC ସିନିୟର ରେସିଡେଣ୍ଟଙ୍କ ସହିତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକାଶ ପାଇଛି । ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ esic.nic.in ଭିଜିଟ୍ କରିବାକୁ ପଡିବ ।

ସୂଚନା ଅନୁସାରେ ମୋଟ 39 ଟି ପଦବୀ ନିଯୁକ୍ତ କରାଯାଇଛି । ଯେଉଁଥିରେ ସିନିୟର ରେସିଡେନ୍ସର 29 ଗୋଟି କଣ୍ଟ୍ରାକ୍ଟାଲ୍ ସିନିୟର ରେସିଡେନ୍ସର 13 ଗୋଟି କଣ୍ଟ୍ରାକ୍ଟାଲ୍ ସ୍ପେସିଆଲିଷ୍ଟର 2 ଗୋଟି ଏବଂ କଣ୍ଟ୍ରୋଲ୍ ସୁପର ସ୍ପେଶାଲିଷ୍ଟର 1 ଗୋଟି ପୋଷ୍ଟ ଅନ୍ତର୍ଭୁକ୍ତ । ଆହୁରି ମଧ୍ୟ ନିଯୁକ୍ତି ସମ୍ବନ୍ଧୀୟ ଅଧିକ ବିବରଣୀ ସରକାରୀ ୱେବସାଇଟରେ ମଧ୍ୟ ଯାଞ୍ଚ କରାଯାଇପାରିବ ।

ESIC

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ ।
ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭାବରେ ବିଭିନ୍ନ ଡିଗ୍ରୀ ଏବଂ ଡିପ୍ଲୋମା ରଖା ଯାଇଛି । ଯାହାର ସବିଶେଷ ତଥ୍ୟ ନିଯୁକ୍ତି ବିଜ୍ଞପ୍ତିରେ ଯାଞ୍ଚ୍ କରାଯାଇ ପାରିବ ।

ବୟସ ସୀମା,ଜାଣନ୍ତୁ ।
ସର୍ବାଧିକ 45 ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ତଥାପି ପାର୍ଟ୍ ଟାଇମ୍ କଣ୍ଟ୍ରାକ୍ଟାଲ୍ ସ୍ପେଶାଲିଷ୍ଟ ପୋଷ୍ଟଗୁଡିକ ପାଇଁ ଏହା 69 ବର୍ଷରେ ସ୍ଥିର ହୋଇଛି ।

jobbb

ଚୟନ ପ୍ରକ୍ରିୟା,ଜାଣନ୍ତୁ ।
ସୂଚନା ରହିଛି କି ସାକ୍ଷାତକାର ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ସାକ୍ଷାତକାର 10 ମେ 2022 ରେ 9.00 ରୁ 11.00 AM ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯେଉଁଠାରେ ପ୍ରାର୍ଥୀମାନଙ୍କୁ ସମସ୍ତ ପ୍ରଯୁଜ୍ୟ ଡକ୍ୟୁମେଣ୍ଟ୍ ସହିତ ଉପସ୍ଥିତ ରହିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *