ବାଥରୁମ୍ ଭିତରେ ସରକାରୀ ଅଫିସର ବାବୁ ମହିଳାଙ୍କ ସହ କରୁଛନ୍ତି ରାସ-ଲୀଳା ।

government official

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାରୀ କ୍ୱାର୍ଟରରେ ଅଧିକାରୀଙ୍କ ଅଶ୍ଳୀଳ କାରନାମା । ଅସଞୀତ ଅବସ୍ଥାରେ ଧରାପଡିଲେ ସରକାରୀ ବାବୁ । ସରକାରୀ ଅଧିକାରୀଙ୍କ ପାଇଁ ଅନେକ ନୀତି ନିୟମ ରହିଥିବା ବେଳେ ଅନେକ ଏହାକୁ ମାନୁନାହାଁନ୍ତି । କିଛି ଅଧିକାରୀଙ୍କ ଏପରି ଉତ୍ପାତ ଯୋଗୁଁ ବଦନାମୀ ବଢ଼ି ବଢ଼ି ଚାଲିଛି । ଟିଟିଲାଗଡ଼ରେ ଏମିତି ଏକ ଭିଡିଓକୁ ନେଇ ଏବେ ବଲାଙ୍ଗିର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି ।

ଘଟଣାର ବାସ୍ତବତା କୁ ନେଇ ଏବେ ସଂପୂର୍ଣ୍ଣ ତଥ୍ୟ ନାହିଁ । ହେଲେ ଘଟଣାଟି ଜଳଜଳ ଜଣାପଡିଛି । ଭିଡିଓରେ ଥିବା ସରକାରୀ କର୍ମଚାରୀ ଙ୍କୁ କିଛି ସ୍ଥାନୀୟ ଲୋକ ହାତାହାତି ଧରିଥିଲେ ଓ ଭିଡିଓ କରିଥିଲେ । ଟିଟିଲାଗଡ ବ୍ଳକର ଓଡିଶା ଲାଇଭଲି ହୁଡ ମିସନର ଡି.ପି.ଏମ ରେଗନସ ଇକ୍କା । ଗତ ଗୁରୁବାର ଅପରାହ୍ନ ତିନିଟାରେ ବ୍ଳକରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନିଜ କ୍ୱାର୍ଟରକୁ ଡାକି ଅସଞୀତ ଅବସ୍ଥାରେ ଥିଲେ ।

babu

ତେବେ ଏହା ପ୍ରଥମ ଥର ନୁହେଁ ବିଭିନ୍ନ ବାହାନା କରି ପୂର୍ବରୁ ମଧ୍ୟ ଯୁବତୀଙ୍କୁ ଏପରି ଡାକୁଥିଲେ ବୋଲି ଅଭିଯୋଗ ରୁ ଜଣା ପଡିଛି । ତେବେ ବାବୁଙ୍କୁ ଧରିବାକୁ ସୁଯୋଗ ଅପେକ୍ଷାରେ ଥିଲେ ସ୍ଥାନୀୟ ଲୋକ ଓ କିଛି ଗଣମାଧ୍ୟମ ପ୍ରତିନିଧି । ସୁଯୋଗ ମିଳିବା ପରେ ସରକାରୀ ଅଧିକାରୀ ଙ୍କ ଘରେ ପସିଥିଲେ । ଆଉ ସେତିକି ବେଳେ ସରକାରୀ କର୍ମଚାରୀ ଖାଲି ଦେହରେ ଥିବା ଦେଖିବାକୁ ମିଳିଥିଲେ। ।

ସେପଟେ ବାହାର ଲୋକଙ୍କୁ ଦେଖି ମହିଳା କର୍ମଚାରୀ ଘର ଭିତରେ କବାଟ ଦେଇ ଲୁଚି ଯାଇଥିଲେ । ଲୋକେ କବାଟ ପିଟିବାରୁ ଯୁବତୀ ଜଣକ ବାହାରି ବାହାରକୁ ପଲାଇ ଯାଇଥିଲେ । ହେଲେ ସେ କୈଣସି ଅନୈତିକ କାମରେ ଲିପ୍ତ ନଥିଲେ ବୋଲି ସେ କହିଥିଲେ ।

women

ତେବେ ଏଇଠି ପ୍ରଶ୍ନ ଉଠୁଛି ଯଦି ସେ ସରକାରୀ କାମରେ ଆସିଥିଲେ କବାଟ କିଳି କାହିଁକି ରହିଥିଲେ ଅନ୍ୟପଟେ ବାବୁ ଜଣଙ୍କ ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ଏପରି ବେଶରେ କାହିଁକି ଥିଲେ ? ସାଧାରଣ ଦୃଷ୍ଟିରୁ ସାର୍ଟ ଟିଏ ପିନ୍ଧି ପାରି ଥାନ୍ତେ? କାହିଁକି ଓ କଣ ପାଇଁ ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ବାର ବାର ଗୋଡ ଧରି ଭୁଲ ମାଗୁଥିଲେ ? ସୋସିଆଲ ମିଡିଆରେ ଘଟଣାଟି ଭାଇରାଲ ହେବା ପରେ ଅଧିକାରୀ ଜଣକ ଫେରାର ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *