ଏହି 4ଟି ପରିସ୍ଥିତିରେ ରଦ୍ଦ ହୋଇଯିବ ଆପଣଙ୍କର ରାସନ କାର୍ଡ, ଜାଣନ୍ତୁ କଣ ରହିଛି ଲାଟେଷ୍ଟ ରୁଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ରାସର୍ନ କାର୍ଡ ଧାରୀ ଅଟନ୍ତି । ତେବେ ଏହି ଖବର କୁ ଆପଣ ମାନେ ନିଶ୍ଚିତ ପଢିବା ଉଚିତ ଅଟେ । ସରକାର କୋରନା ମହାମାରୀ ସମୟ ରେ ଗରିବ ମାନଙ୍କ ପାଇଁ ଫ୍ରି ରାସନ କାର୍ଡ ବ୍ୟବସ୍ଥା କରିଥିଲେ । ହେଲେ ଗତ କିଛି ଦିନ ମଧ୍ୟରେ ସରକାର ଙ୍କ ଠାରୁ ସୂଚନା ଆସିଛି ଯେ ଲକ୍ଷ ଲକ୍ଷ ଅଯୋଗ୍ୟ ଲୋକ ମାନେ ମଧ୍ୟ ସରକାରଙ୍କ ତରଫରୁ ଫ୍ରିରେ ମିଳୁଥିବା ରାସନର ଫାଇଦା ନେଉଛନ୍ତି ।

ଏହା ଉପରେ କାର୍ଯ୍ୟାନୁଷ୍ଟାନ କରାଜାଇ ପାରେ ।
ଏଥିପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କ ଠାରେ ନିବେଦନ କରାଯାଉଛି କି ଏପରି ଅଯୋଗ୍ୟ ଲୋକମାନେ ନିଜ ରାସନ କାର୍ଡ ରଦ୍ଦ କରାଇ ନିଅନ୍ତୁ । ରାସନ୍ କାର୍ଡ ବାତିଲ ନ କରିଲେ ଯାଞ୍ଚ ପରେ ଖାଦ୍ୟ ବିଭାଗର ଟିମ ଏହାକୁ ବାତିଲ କରିବେ । ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ମଧ୍ୟ ଗ୍ରହଣ କରାଯିବ ।

v

କଣ ରହିଛି ନିୟମ ।
ଯଦି କୈଣସି କାର୍ଡ ଧାରୀ ଙ୍କ ପାଖରେ ନିଜସ୍ୱ ଆୟରୁ ଅର୍ଜିତ 100 ବର୍ଗ ମିଟର ଫ୍ଲାଟ କିମ୍ବା ଘର , ବା ଚାରି ଚକିଆ ଯାନ ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ କିମ୍ବା ଗ୍ରାମରେ ଦୁଇ ଲକ୍ଷ ଏବଂ ସହର ରେ 3 ଲକ୍ଷ ରୁ ଅଧିକ ବାର୍ଷିକ ପରିବାର ଆୟ ରହିଛି ତେବେ ଏହି ପରି ଲୋକ ନିଜର ରାସନ କାର୍ଡ କୁ ତହସିଲ କିମ୍ବା DSO କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବାକୁ ହେବ ।

ଆଦାୟ ହେବ ।
ସରକାର ଙ୍କ ନିୟମ ଅନୁସାରେ ଯଦି ରାସର୍ନ କାର୍ଡ ସମର୍ପଣ ନକରନ୍ତି । ତେବେ ଏହି ପରି ଲୋକ ମାନଙ୍କ କାର୍ଡ ବାତିଲ କରିଦିଆଯିବ । ଏହା ସହ ସେହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ | କେବଳ ଏତିକି ନୁହେଁ । ଏପରି ଲୋକ ମାନଙ୍କ ଠାରୁ ଯେବେ ସେମାନେ ରାସନ ନେଉଛନ୍ତି । ସେବେଠାରୁ ରାସନର ଆଦାୟ ମଧ୍ୟ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *