ଶେଷରେ ଅନୁଭବ ବର୍ଷା ଙ୍କୁ ବି ଛାଡିଲେ ନାହିଁ ସୁର ରାଉତରାୟ ଗୋଟିଏ ଘରେ ପୁରେଇ ଆଉ ତା ପରେ ..।

Sur Rautaray

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ନିର୍ଭିକ ସାହାସୀ ଏବଂ ରୋକଠୋକ ବୟାନ ପାଇଁ ଜଟଣୀ ର ବିଧାୟକ ସୁର ରାଉତରାୟ ପରିଚିତ ଅଟନ୍ତି । ସୁର ରାଉତରାୟ ଜଣେ ସୋଚ୍ଚୋଟ ନେତା ଭାବେ ବି ପରିଚିତ ଅଟନ୍ତି । ଜନସାଧାରଣ ଙ୍କ ପାଇଁ ସବୁ ବେଳେ ନିଜର କର୍ମ କୁ ଜାରି ରଖିଥାନ୍ତି । ତେବେ ଏହି ରାଜନେତା ଜଣଙ୍କ କୈଣସି ବି ଭୁଲ କୁ ଗ୍ରହଣ ନକରି ବାସ୍ତବତା ବିଷୟ ରେ କହିଥାନ୍ତି ।

Sur Rautaray

ଜଣେ ଦୃଢ ରାଜନେତା ଭାବରେ ଶାସନ ସାଙ୍ଗକୁ ତାଙ୍କର ଡାଇଲଗ ତାଙ୍କର ମିଡ଼ିଆ ଆଗରେ ଦେଉଥିବା ବାଇଟ୍ ପାଇଁ ସେ ବେଶ୍ ପରିଚିତ। ସାଧାରଣ ଲୋକଙ୍କ ପାଇଁ ସେ ସେମାନଙ୍କର ସ୍ବାର୍ଥ ପାଇଁ ଅନେକ କିଛି କାମ କରିଥାନ୍ତି, ଯେଉଁଥି ପାଇଁ ଆଜି ସେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଏହା ସହ ବେଳେବେଳେ ତାଙ୍କର କିଛି ବୟାନ ମଧ୍ୟ ତାଙ୍କୁ ଅଡୁଆରେ ପକାଇ ଦେଇଥାଏ। କିନ୍ତୁ କୌଣସି ପ୍ରସଙ୍ଗ ଉଠିଲେ ଗଣମାଧ୍ୟମ ପ୍ରତିନିଧି ମାନେ ଏକ ବାଇଟ ପାଇଁ ତାଙ୍କ ପାଖକୁ ଚାଲି ଯାଇଥାନ୍ତି।

ଅନେକ ବର୍ଷ ଧରି ସେ ରାଜନୀତି ରେ ପାଦ ରଖି ଜଣେ ସଫଳ ରାଜନେତା ହୋଇ ପାରିଛନ୍ତି। ଏହି ଟାଣୁଆ, ପରାକ୍ରମୀ ନେତା ଜଣଙ୍କ ଲୋକଙ୍କ ସହ ବହୁତ୍ ଜଡ଼ିତ।ଲୋକଙ୍କ କଥା ସେ ପ୍ରତ୍ୟକ୍ଷ ଭାବରେ ବୁଝନ୍ତି। ଏବେ ପୁଣି ଏହି ରାଜନେତା ଜଣଙ୍କ କିଛି ପ୍ରସଂଙ୍ଗ କୁ ନେଇ ପୁଣି ମୁହଁ ଖୋଲିଛନ୍ତି । ତେବେ ଆଗକୁ ସେ ବର୍ଷା ଅନୁଭବ ପ୍ରଶଂଙ୍ଗ ନେଇ ମୁହଁ ଖୋଲିଛନ୍ତି ।

Sura Routray

ଏବେ ପୁଣି ସେହି ସମାନ ପ୍ରଶଂଙ୍ଗ ନେଇ ସୋସିଆଲ ମିଡିଆ ରେ ଏବେ ପୁଣି ସେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି କୋର୍ଟ ର ନିସ୍ପତି ଗ୍ରହଣ ଯୋଗ୍ୟ ସେମାନଙ୍କୁ ସାଙ୍ଗରେ ରଖି ଦିଆଜାଉ । ଆଉ ବାହାରୁ କବାଟ ବନ୍ଦ କରିଦିଆଜାଉ । ଦେଖିବେ କିଛି ସମୟ ପରେ ସବୁ ଠିକ୍ ହୋଇଯିବ । ସେମାନେ ରୁମ ମଧ୍ୟରେ ଘସା ଘସି ହେଲା ପରେ ସବୁ ଠିକ୍ ହେବ । ଏଭଂ ପରେ ସେମାନେ ରମ୍ପା ରମ୍ପି ଖୁମ୍ପା ଖୁମ୍ପି ହେଲେ ସବୁ କିଛି ଠିକ୍ ହେବ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *