ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ ଖବର ସାମ୍ନାକୁ ଆସୁଛି। ସେହି ଖବର ଅନୁସାରେ ବିଧବା ଭଉଣୀକୁ ହେଲା ନିଜଠାରୁ ଚାରି ବର୍ଷ ସାନ ଭାଇ ସହିତ ପ୍ରେମ। ତାଙ୍କ ମଧ୍ୟରେ ପ୍ରେମ ଏତେ ଥିଲା ଯେ ଦୁଇଜଣ ବିବାହ କରି ଏକାଠି ରହିବାର ନିଷ୍ପତ୍ତି ନେଇଥିଲେ। ନିଜର ରୀତି ନୀତି କୁ ଖାତିରି ନକରି ସବୁ କିଛି ପଛରେ ପକାଇ ଦୁହେଁ ଦୁହିଁଙ୍କ ସହିତ ରହିବାକୁ ଠିକ କରିଥିଲେ।
ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ। ବିଧବା ଭଉଣୀର ନିଜ ସାନ ଭାଈ ସହ ବିବାହକୁ କିଏ ବା ସ୍ୱୀକୃତି ଦେଇପାରିବ? କଥା ରହିଛି ବାସ ହେଲେ ଚହଟିବାରେ ଡେରି ହେବ । ହେଲେ ଦୁର୍ଗନ୍ଧ ଚାରିଆଡେ ବିକଶିତ ହେବ। ବିଧବା ଭଉଣୀର ଚାରି ବର୍ଷ ସାନ ଭାଇ ସହ ପ୍ରେମକୁ ବିରୋଧ କରି ସଂମ୍ପର୍ଣ୍ଣ ପରିବାର ସହିତ ପଞ୍ଚାୟତ ଡକାଗଲା। ଏକଥା ମଧ୍ୟ ଆମେ ଜାଣିଛେ କି ପ୍ରେମ ମାନେ ନା ବନ୍ଧ ବାଡ଼। ବର ପତ୍ରକୁ ଓସ୍ତ ପତ୍ର ଉପରୁ ଖଞୀା ହୋଇ ଆସିଥାଏ।
କେହି କାହା ପାଇ ରହିଥାନ୍ତି। ତାହାକୁ ଆଗରୁ ଭଗବାନ ହିଁ ସ୍ଥିର କରିଥାନ୍ତି। କଣ କରିବେ ଏମାନଙ୍କ ଶାସନ ସଂମ୍ପର୍ଣ୍ଣ ଗ୍ରାମ ସେହି ଝିଅ ପୁଅଙ୍କୁ ପଞ୍ଚାୟତରେ ଡାକିଥିଲା। ସେହି ପ୍ରେମୀ ଯୁଗଳ ଏହା ଜାଣିପାରି ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତୁରନ୍ତ ପୋଲିସ ଗ୍ରାମରେ ପହଞ୍ଚି ଗ୍ରାମ ବାସୀଙ୍କୁ ବୁଝାଇ ପ୍ରେମୀ ଯୁଗଳ ଙ୍କୁ ଉଦ୍ଧାର କରି ଥାନା କୁ ନେଇଥିଲେ ।
ଏହାପରେ ପୋଲିସ ସମସ୍ତିଙ୍କୁ ବୁଝାଇଥିଲା କି ଆଇନ ଅନୁସାରେ ସମସ୍ତଙ୍କୁ ନିଜ ଇଚ୍ଛାରେ ବିବାହ କରିବାର ଅଧିକାର ରହିଛି। ହେଲେ କିଏ ତାଙ୍କୁ ଦଣ୍ଡ ଦେବାପାଇଁ ଚେଷ୍ଟା କରନ୍ତି ତେବେ ସେମାନଙ୍କୁ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛନ୍ତି। ପ୍ରେମୀ ସୁନୀଲ କୁମାର କହିଛନ୍ତି । କି ସେମାନେ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି।
ଏହିକଥା ମଧ୍ୟ ସୁନୀଲ କହିଛନ୍ତି କି ତାଙ୍କର ପରିବାର ଏହି ବିବାହକୁ କେହି ବି ମାନୁ ନାହାନ୍ତି। ପ୍ରେମିକା କହିଛନ୍ତି କି ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଉ ଏବଂ ବିବାହ କରିବାକୁ ଚାହୁଁଛୁ। ତାଙ୍କ ସ୍ୱାମୀଙ୍କର ଗତବର୍ଷ ନଦୀରେ ପଡି ମୃତ୍ୟୁ ହୋଇଥିଲା।
ଏହି ପ୍ରେମ କାହାଣୀ ବିହାରରୁ ଆସିଛି ଭଉଣୀର ସ୍ୱାମୀଙ୍କ ମୃତ୍ୟୁ ହେବାପରେ ବିଧବା ଭଉଣୀ ଆସି ବାପ ଘରେ ରହିଥିଲା। ଏହାପରେ ନିଜଠାରୁ ଚାରିବର୍ଷ ସାନ ନିଜ ଭାଇ ସହ ପ୍ରେମ ସମ୍ପର୍କ ରଖିଥିଲା । ପ୍ରେମ ନାଲି ରଙ୍ଗ ହୋଇ ମଥାର ସିନ୍ଦୁର ଭାବେ ବିବାହରେ ପରିଣତ ହୁଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।