ଅଜବ ଏ ଦୁନିଆ || ଜାପାନ ସ୍କୁଲ ର ଏହି ନିୟମ କାନୁନ ବିଷୟରେ ଜାଣିଲେ ଆପଣ କହିବେ ଆମ ଦେଶ ରେ ବି ହେଲେ ଭଲ ହବ।

Japane school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାପାନ ରେ କିଛି ସ୍କୁଲ ନିୟମ ବିଷୟ ରେ କହିବା ପାଇଁ ଜାଉଛୁ ଜାହା ଆପଣ ମାନଙ୍କ ମତ୍ସିକ କୁ ଖରାପ କରିଦେବ ତେବେ ସେହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ପ୍ରଥମେ ରହିଛି କେଶ କେମିତି କୁଣ୍ଡେଇବେ ଜାପାନ୍ ର ନିୟମ ବିଷୟ ରେ କହିବା ତେବେ ଏଠାରେ କେଶ କୁଣ୍ଡେଇବା କୁ ନେଇ ବି ନିୟମ ରହିଛି ଯେମିତି କି ଛାତ୍ର ମାନଙ୍କୁ ନିଜର କେଶ କୁ କାନ ଯାଏ ଛୋଟ କରିବାକୁ ପଡେ ଏହା ସହିତ ଏମାନେ କେଶ କୁ କୈଣସି ପ୍ରକାରର ଷ୍ଟାଇଲ୍ ରେ କାଟି ପାରିବେ ନାହିଁ । ଆଉ ନାଁ ହିଁ କୈଣସି ପ୍ରକାରର ଜିନିଷ ଲଗେଇ ପାରିବେ , ଏହା ସହିତ ସେମାନେ କୈଣସି ପ୍ରକାରର କସମେଟିକ୍ସ ଜିନିଷ ର ବ୍ୟବହାର କରି ପାରିବେ ନାହିଁ , ସେହିଥିରୁ ଜଣା ପଡୁଛି କି ଜାପାନ୍ ର ସ୍କୁଲ ରେ ପିଲା ମାନଙ୍କୁ ଅନୁଶାସନ ରେ ରହିବା ପାଇଁ ପରାମର୍ଶ ଦିଆଯାଏ ।

Japanese school

ସେହି ପରି ଦୁଇ ରେ ହେଲା ସଂ-ମ୍ପର୍କ କୁ ନେଇ ନିୟମ , ଯେତେ ବେଳେ ନିୟମ କଥା ସମ୍ବାଦ କୁ ନେଇ ଆସେ ତେବେ ସବୁ ସ୍ଥାନ ରେ ଏହାକୁ ନେଇ କଡା ନିୟମ ହୋଇଥାଏ , କାରଣ ସ୍କୁଲ ରେ ପିଲା ମାନେ ଛୋଟ ଥାନ୍ତି ସେହିଥି ପାଇଁ ସେମାନଙ୍କ ସଂ-ମ୍ପର୍କ କୁ କେହି ବି ମାନନ୍ତି ନାହିଁ । ସେହିଥି ପାଇଁ ଜାପାନ୍ ରେ ସ୍କୁଲ ରିଲେସନ ସିପ୍ ସଂମ୍ପର୍ଣ୍ଣ ବ୍ୟନ୍ ଅଟେ କାରଣ ସେଠାକାର ସରକାର ଚାହାଁନ୍ତି ନାହିଁ କି ପିଲା ମାନେ ରିଲେସନ ସିପ୍ ରେ ଆସି ଖରାପ ହୋଇ ଜାଆନ୍ତୁ ବୋଲି ।

ସେହି ପରି ତିନି ରେ ହେଲା ସ୍କୁଲ ଟିଫିନ୍ ସେମିତି ରେ ପିଲା ମାନେ ସବୁ ସମୟ ରେ ସମସ୍ତ ସହିତ ସାଥି ରେ ବସି ଟିଫିନ୍ କରିବା ପାଇଁ ଚାହାଁନ୍ତି ତେବେ ଜାପାନ୍ ର ନିୟମ ଅନୁସାରେ ଏଠାରେ ସାଥିରେ ତ ଟିଫିନ କରି ପାରିବେ ହେଲେ ଏମାନଙ୍କୁ ଗୋଟିଏ ପ୍ରକାରର ଖାଦ୍ୟ ମିଳିଥାଏ ଜାହା ପାଇଁ ସେମାନଙ୍କ ମନ ଆଉ କାହା ଟିଫିନ୍ ଆଡକୁ ଆକୃଷ୍ଟ ନ ହେଉ ତେବେ ଏହା ଥିଲା କିଛି ନିୟମ ଜାପାନ୍ ର ସ୍କୁଲ ବିଷୟ ରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *