ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ଜାଣିଛେ କି ବହୁତ ଲୋକ ନିଜର ଧନ,ସମ୍ପତି ଏବଂ ଐଶ୍ୱର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣେଇ ଥାନ୍ତି । କିଏ ବଜାରରେ ବିକ୍ରି ହେଉଥିବା କୌଣସି ଜିନିଷକୁ ଆଣି ଘର ଦୁଆର ମୁହଁରେ କିମ୍ବା ଦୁଆର ବାହାରେ ଟାଙ୍ଗୁ ଥିବା ବେଳେ ଅନ୍ୟ କେହି କୌଣସି ଠାରୁ କିଛି ଶୁଣି ସେହି ଜିନିଷକୁ ଆଣି ନିଜ ଘରେ ରଖିଥାନ୍ତି। ଆଜି ଆମେମାନେ ମଧ୍ୟ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ଯାହାର ବ୍ୟବହାର ବହୁତ ସରଳ ଓ ଏହା ମଧ୍ୟ ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।
ଲୋକମାନେ ନିଜ ଘରର ଧନ ରତ୍ନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁ ହେଲେ ଏହି ସବୁ ଉପାୟ ମାନଙ୍କ ଭିତରୁ ସହଜ ଓ ସରଳ ଉପାୟ ହେଉଛି ଧୂଳି ଆଣି ନିଜ ଘରେ ରଖିବା।ଆପଣ ମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ବଜାରରେ ଯେପରି ଧନ,ରତ୍ନ ଏବଂ ସମୃଦ୍ଧି ଇତ୍ୟାଦି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଉପାୟ ରହିଛି ଠିକ୍ ସେମିତି ଉପାୟ ମାନଙ୍କ ମଧ୍ୟରୁ ଏକ ଉପାୟ ହେଉଛି ନିଜ ଘରେ ଧୂଳି ରଖିବା। ଏବେ ପ୍ରଶ୍ନ ଉଠେ କି କାହାର ଧୂଳି ରଖିବା ଆସନ୍ତୁ ଜାଣିବା ସେହି ବିଷୟରେ।
ଶାସ୍ତ୍ରରେ ଲେଖା ଅଛି ଯଦି ଆପଣ ନିଜ ଘରେ ଗାଈ ଗୋଡ ଖୁରାର ଧୂଳି ରଖନ୍ତି । ତେବେ ଘରେ ଧନ ବର୍ଷା ହୋଇଥାଏ । ଯଦି ଆପଣ ଧାନ ଦେଲା ବେଳେ ସେହି ଧାନର ଧୂଳି ଆପଣଙ୍କ ଘରେ ପଡ଼ି ରହିଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହା ଘରକୁ ଧନ ଆସିବାର ଯୋଗ ବନେଇ ଥାଏ।
ଏହା ଛଡା ଯଦି ଆପଣଙ୍କ ଘରେ ନିଜର ଭଣଜା ବା ଯାହାକୁ ଶାଳଗ୍ରାମ ବୋଲି କୁହାଯାଏ । ତାର ପାଦର ଧୂଳି ପଡେ ବା ସେ ଆସି ଆପଣଙ୍କ ଘରେ ବାସ କରେ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଏବଂ ଲାଭଦାୟକ ଅଟେ ।
ସେହି ପରି ବ୍ରାହ୍ମଣ ଏମାନଙ୍କ ପାଦ ଧୂଳି ଘରେ ପଡିବା ଦ୍ଵାରା ଘରର ପରିସ୍ଥିତିରେ ସୁଖ ପ୍ରବେଶ କରିବା ସହ ଏହା ଘରକୁ ଧନ ଆସିବାର ଯୋଗ ନିର୍ମିତ କରେ । ତେବେ ଏହି ସବୁ ପାଦ ଧୂଳି ଗୁଡିକ ଘରେ ପଡିବା ନିହାତି ଆବଶ୍ୟକ ଅଟେ। ଏହି ପାଦ ଧୂଳି ଗୁଡିକୁ ଘରେ ପକାଇବାର ଚେଷ୍ଟା ମଧ୍ୟ କଲେ ଏହା ବହୁତ ଶୁଭ ହୋଇଥାଏ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।