ସ୍ତ୍ରୀକୁ ଖୁସୀ କରିବା ପାଇଁ ହେଲେ ପ୍ରତି ରାତିରେ ସ୍ୱାମୀମାନେ ସେବନ କରନ୍ତୁ ଏହି ଜିନିଷ

wife happy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମାଜ ରେ ପ୍ରତ୍ୟୋକ ନାରୀ ମାନେ ନିଜର ସ୍ୱାମୀ ଙ୍କ ସହିତ ଜିବନ ଅତିବାହିତ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ଯେମିତି କି ସ୍ୱାମୀ ସ୍ତ୍ରୀ କୁ ସବୁ ସମୟ ରେ ଖୁସୀ ଦେଇ ପାରୁଥିବ । ପ୍ରତ୍ୟୋକ ଆଶା କୁ ପୂରଣ କରି ପାରୁଥିବ । ହେଲେ ଆପଣ ମାନେ ଜାଣିଥିବେ କିଛି ଦାମ୍ପତ୍ୟ ଜିବନ ରେ କେବେ ଝଗଡା ଓ ମନ ମତାନ୍ତ ର ଦେଖା ଯାଇ ଥାଏ । ଯାହା ସେମାନଙ୍କୁ ପରସ୍ପର ଅଲଗା ମଧ୍ୟ କରି ଦିଏ ।

ସେହି ପରି କିଛି ପୁରୁଷ ଙ୍କ ଠାରେ ପୁରୁଷତ୍ୱ କମ୍ ରହିଥାଏ । ଯାହା ସେମାନଙ୍କ ପାର୍ଟନର ଙ୍କୁ ଖୁସୀ କରିବାରେ ନିରାଶ କରେ । ଉଭୟ ଙ୍କ ମଧ୍ୟରେ ମତାନ୍ତର ମଧ୍ୟ ଦେଖିବାକୁ ମିଳେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏକ ଘୋରଇ ଉପଚାର ବିଷୟ ରେ କହିବା ପାଇଁ ଆସିଛୁ ଯାହାର ସେବନ କରି ଆପଣ ମାନେ ନିଜ ପୁରୁଷତ୍ୱ କୁ ଫେରି ପାଇବେ । ଯଦି ଆପଣ ମାନଙ୍କର ସଂଭୋଗ କରିବା ସମୟ ରେ ଶୀଘ୍ର ପତନ ହେଉଛି ତେବେ ଆପଣ ମାନେ ଏହି ଉପାୟ ର ସାହାରା ନିଅନ୍ତୁ । ସଂ-ଭୋଗ କରିବାକୁ ଇଚ୍ଛା ହେଉ ନାହିଁ କିମ୍ବା ଗୁପ୍ତାଙ୍ଗର ରେ ଉତ୍ତେଜନା କମ୍ ହେଉଛି । ତେବେ ଆପଣ ମାନେ ଏହାର ଉପଯୋଗ କରନ୍ତୁ ।

loves

ଆବଶ୍ୟକ ସାମଗ୍ରୀ :-
1. ଗୁଜରାତି
2. ମିଶ୍ରୀ
3. କ୍ଷୀର

ପ୍ରଥମେ ଆପଣ ମାନେ 2 ରୁ 3 ଗୋଟି ଅଳେଇଚ ନେଇ କରି ତାର ମଞୀ ବାହାର କରନ୍ତୁ । ଏଥି ସହିତ ଆପଣ ମାନେ ଅଳ୍ପ ମିଶ୍ରି ମିଶ୍ରଣ କରି ତାହାକୁ ଗ୍ରାଇଣ୍ଡ କରନ୍ତୁ । ଏବେ ଏକ ପେନ୍ ରେ ଆପଣ ମାନେ ଏକ ଗ୍ଲାସ୍ କ୍ଷୀର ନିଅନ୍ତୁ । ଏବଂ ସେହିଥିରେ କରାଜାଇଥିବା ଅଳେଇଚ ଗୁଣ୍ଡ କୁ ମିଶ୍ରଣ କରନ୍ତୁ । ଏବେ ଏହି ମିଶ୍ରଣ କୁ ଆପଣ ମାନେ ହ୍ଲାକା ଆଞ୍ଚ ରେ ବସେଇ ଆଣନ୍ତୁ । ଏହା ଭଲ ଭାବେ ଫୁଟି ଗଲା ପରେ ଆପଣ ମାନେ ଏହାକୁ ଏକ କପ୍ ବା ଗ୍ଲାସ୍ କୁ ବାହାର କରି ଆଣନ୍ତୁ । ଏବେ ଆପଣ ମାନଙ୍କର ଏହି ଉପଚାର ଟି ପ୍ରସ୍ତୁତ ହୋଇସାରିଛି ।

ଏହିଥିରେ ପ୍ରୟୋଗ କରାଜାଇଥିବା ସମସ୍ତ ସାମଗ୍ରୀ କୁ ଆପଣ ମାନେ ବହୁତ ସହଜ ରେ ଆପଣ ମାନେ ଘରୁ ପାଇ ଯିବେ । ସେହି ପରି ବ୍ୟବହାର କରିବାର ପ୍ରଣାଳୀ ବିଷୟ ରେ କହିବା ତେବେ ଆପଣ ମାନେ ଏହାକୁ ସଂନ୍ଧ୍ୟା ସମୟ ରେ 10 ରୁ 15 ଦିନ ସେବନ କରନ୍ତୁ । ଆପଣ ମାନଙ୍କର ଯୈ-ନ ଜନିତ ସମସ୍ୟା ଦୂର ହୋଇଯିବ । ପତି ପତ୍ନୀ ଙ୍କ ମଧ୍ୟ ରେ ଖୁସୀ ର ବାତାବରଣ ସୃଷ୍ଟି ହେବ । ସଂଭୋଗ ର ମଜା ବି ଆପଣ ମାନେ ଅଧିକ ସମୟ ପର୍ଯ୍ୟନ୍ତ ଉଠେଇ ପାରିବେ । ଏହିଥିରେ ଆପଣ ମାନଙ୍କୁ କୈଣସି ପ୍ରକାରର ସାଇଡ ଆଫେକ୍ଟ ମଧ୍ୟ ନାହିଁ ଆପଣ ମାନେ ନିଶ୍ଚିତ ଭାବେ ପ୍ରୟୋଗ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *