ସ୍ତ୍ରୀକୁ ଖୁସୀ କରିବା ପାଇଁ ହେଲେ ପ୍ରତି ରାତିରେ ସ୍ୱାମୀମାନେ ସେବନ କରନ୍ତୁ ଏହି ଜିନିଷ ।

wife

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମାଜ ରେ ପ୍ରତ୍ୟୋକ ନାରୀ ମାନେ ନିଜର ସ୍ୱାମୀ ଙ୍କ ସହିତ ଜିବନ ଅତିବାହିତ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ଯେମିତି କି ସ୍ୱାମୀ ସ୍ତ୍ରୀ କୁ ସବୁ ସମୟ ରେ ଖୁସୀ ଦେଇ ପାରୁଥିବ । ପ୍ରତ୍ୟୋକ ଆଶା କୁ ପୂରଣ କରି ପାରୁଥିବ । ହେଲେ ଆପଣ ମାନେ ଜାଣିଥିବେ କିଛି ଦାମ୍ପତ୍ୟ ଜିବନ ରେ କେବେ ଝଗଡା ଓ ମନ ମତାନ୍ତ ର ଦେଖା ଯାଇ ଥାଏ । ଯାହା ସେମାନଙ୍କୁ ପରସ୍ପର ଅଲଗା ମଧ୍ୟ କରି ଦିଏ । ସେହି ପରି କିଛି ପୁରୁଷ ଙ୍କ ଠାରେ ପୁରୁଷତ୍ୱ କମ୍ ରହିଥାଏ । ଯାହା ସେମାନଙ୍କ ପାର୍ଟନର ଙ୍କୁ ଖୁସୀ କରିବାରେ ନିରାଶ କରେ । ଉଭୟ ଙ୍କ ମଧ୍ୟରେ ମତାନ୍ତର ମଧ୍ୟ ଦେଖିବାକୁ ମିଳେ ।

ତେବେ ଆମେ ଆଜି ଆପଣ ମାନଙ୍କୁ ଏକ ଘୋରଇ ଉପଚାର ବିଷୟ ରେ କହିବା ପାଇଁ ଆସିଛୁ ଯାହାର ସେବନ କରି ଆପଣ ମାନେ ନିଜ ପୁରୁଷତ୍ୱ କୁ ଫେରି ପାଇବେ । ଯଦି ଆପଣ ମାନଙ୍କର ସଂଭୋଗ କରିବା ସମୟ ରେ ଶୀଘ୍ର ପତନ ହେଉଛି ତେବେ ଆପଣ ମାନେ ଏହି ଉପାୟ ର ସାହାରା ନିଅନ୍ତୁ । ସଂମ୍ଭୋଗ କରିବାକୁ ଇଚ୍ଛା ହେଉ ନାହିଁ କିମ୍ବା ଗୁପ୍ତାଙ୍ଗର ରେ ଉତ୍ତେଜନା କମ୍ ହେଉଛି । ତେବେ ଆପଣ ମାନେ ଏହାର ଉପଯୋଗ କରନ୍ତୁ ।

ଆବଶ୍ୟକ ସାମଗ୍ରୀ ।
1. ଗୁଜରାତି
2. ମିଶ୍ରୀ
3. କ୍ଷୀର

ପ୍ରସ୍ତୁତି ପ୍ରଣାଳୀ ।
ପ୍ରଥମେ ଆପଣ ମାନେ 2 ରୁ 3 ଗୋଟି ଅଳେଇଚ ନେଇ ତାର ମଞୀ ବାହର କରନ୍ତୁ। ଏହା ସହିତ ଅଳ୍ପ ମିଶ୍ରି ନେଇ ତାହାକୁ ଗୁଣ୍ଡ କରି ନିଅନ୍ତୁ । ଏବେ ଗୋଟିଏ ପେନରେ ଏକ ଗ୍ଲାସ କ୍ଷୀର ନିଅନ୍ତୁ ଏବଂ ସେଥିରେ ଗୁଣ୍ଡ କରାଯାଇଥିବା ଅଳେଇଚ ଏବଂ ମିଶ୍ରିକୁ ପକାନ୍ତୁ । ଏବେ ଏହି ସମସ୍ତ ମିଶ୍ରଣକୁ ହାଲକା ଆଞ୍ଚରେ ଫୁଟାଇ ଆଣନ୍ତୁ । ଏହା ଭଲ ଭାବରେ ଫୁଟିଗଲା ପରେ ଗୋଟିଏ କପ୍ ବା ଗ୍ଲାସରେ ଭଲ ଭାବରେ ଛାଣି ନିଅନ୍ତୁ । ଏବେ ଏହି ନିସ୍ଖା ପ୍ରସ୍ତୁତ ହୋଇ ସାରିଛି । ଏଥିରେ ପ୍ରୟୋଗ କରାଯାଇଥିବା ଦୁଇ ସାମଗ୍ରୀ ଆପଣଙ୍କ ଘରେ ମଧ୍ୟ ସହଜରେ ମିଳିଯିବ ।

milk

ବ୍ୟବହାର ପ୍ରଣାଳୀ ।
ଏହି ରମେଡି କୁ ଆପଣ ସଂନ୍ଧ୍ୟା ସମୟରେ 10 ରୁ 15 ଦିନ ସେବନ କରନ୍ତୁ ଆପଣଙ୍କର ସମସ୍ତ ଯୈନ ସମସ୍ୟା ଦୂର ହେବ ତଥା । ପତି ପତ୍ନୀ ଙ୍କ ମଧ୍ୟରେ ଖୁସୀର ବାତାବରଣ ମଧ୍ୟ ରହିବ ଏବଂ ସଂଭୋଗ ର ମଜା ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଆପଣ ନେଇ ପାରିବେ । ଏହା ସୁଧ ଓ ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏହାକୁ ଆପଣ ମାନେ ନିଶ୍ଚୟ ବ୍ୟବହାର କରନ୍ତୁ ଖୁବ୍ ଶୀଘ୍ର ଏହାର ରେଜଲ୍ଡ ପାଇଯିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *