Astro Fact – କେଉଁଦିନ ସହବାସ କଲେ କିପରି ପୁତ୍ର ବା କନ୍ୟା ହୁଏ ?

son

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଏଠାରେ ଆଜ ଜାଣିବା କିଛି ବିଶେଷ ଜାଣିବା କଥା ବନ୍ଧୁଗଣ ମହିଳା ଋତୁମତି ହେବାର 4 ଦିନ ପର୍ଯ୍ୟନ୍ତ ଯୈ-ନା-ଙ୍ଗରୁ ରକ୍ତଶ୍ରାବ ହେଉଥିବାରୁ ସେହି ସମୟ ରେ ସଂ-ଙ୍ଗୋ-ମ କରିବା ନିଷେଧ ଅଟେ । ପଞ୍ଚମ ଦିନରେ ସୁଧ ସହବାସ ପରେ ସହବାସ ବିଧେୟ । ତେବେ ଆଜି ଆମେ ଏଠାରେ ଜାଣିବା କି କେଉଁ ଦିନ ସହବାସ କରିଲେ କିପରି ପୁତ୍ର ବା କନ୍ୟା ହୋଇଥାଏ ।

ତେବେ ବନ୍ଧୁଗଣ ପ୍ରଥମ ଦିନରେ ସହବାସ କରିଲେ ସ୍ୱାମୀ ସ୍ତ୍ରୀ ରୋଗୀ ହୋଇଥାନ୍ତି । ଏବଂ ଦ୍ୱତୀୟ ଦିନରେ ସହବାସ କରିଲେ ମୃ-ତ ସନ୍ତାନ ଜନ୍ମ ହୁଏ । ତୃତୀୟ ଦିନରେ ସହବାସ କରିବା ଦ୍ୱାରା ମଧ୍ୟ ମୃ-ତ ସନ୍ତାନ ଜନ୍ମ ହୁଏ । ଏବଂ ଚତୁର୍ଥ ଦିନରେ ସହବାସ କରିବା ଦ୍ୱାରା ଜନ୍ମିତ ସନ୍ତାନ ଦରିଦ୍ର ହୁଏ ।

love

ପଞ୍ଚମ ଦିନରେ ସହବାସ କରିଲେ ସ୍ୱଭାଗ୍ୟବତୀ କନ୍ୟା ଜନ୍ମ ହୁଏ । ଏବଂ ଷଷ୍ଟ ଦିନରେ ସହବାସ କରିଲେ ପୁତ୍ର ପିତା ଙ୍କ ପରି ଜନ୍ମ ହୁଏ । ସେହି ପରି ସପ୍ତମ ଦିନରେ ସହବାସ କରିଲେ ସୁନ୍ଦରୀ ଏବଂ ଚରିତ୍ରବାନ ଝିଅ ଜନ୍ମ ହୁଏ ।

ସେହି ପରି ଅଷ୍ଟମ ଦିନରେ ସହବବାସ କରିଲେ ଧାର୍ମିକ ପୁତ୍ର ଜାତ ହୁଏ । ଏବଂ ନବମ ଦିନରେ ସହବାସ କରିଲେ ଭାଗ୍ୟବତୀ କନ୍ୟା ଜନ୍ମ ହୁଏ । ସେହି ପରି ଦଶମ ଦିନରେ ସହବାସ କରିଲେ ଗୁଣବାନ ପତ୍ର ଜାତ ହୁଏ । ଏକାଦଶ ଦିନରେ ସହବାସ କରିଲେ ଅଧର୍ମି କନ୍ୟା ଜାତ ହୁଏ ।

loves

ଦ୍ୱାଦଶ ଦିନରେ ସହବାସ କରିଲେ ଗୈରବ ବହପୁତ୍ର ଜାତ ହୁଏ । ତୃୟଦଶ ଦିନରେ ସହବାର କରିଲେ ସୁଶିଳ ପୁତ୍ର ଜାତ ହୁଏ । ଚତୁର୍ଦଶ ଦିନରେ ସହବାସ କରିଲେ ସତିକନ୍ୟା ଜାତ ହୁଏ । ପଞ୍ଚଦଶ ଦିନରେ ସହବାର କରିଲେ ବୃଦ୍ଧିମାନ ପୁତ୍ର ଜନ୍ମ ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *