ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ତୁମେ ଭାଉଜ ଙ୍କୁ ବା ବିବାହିତ ମହିଳା ଙ୍କୁ ପଟେଇବା ପାଇଁ ଚାହୁଁଛ ତେବେ କେମିତି ପଟେଇବ ସେହି ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂୂଚନା ଦେବା ପାଇଁ ଚାହିଁବୁ କି କେଉଁ ଟ୍ରିକ୍ସ ଆପଣେଇ ଆପଣ ମାନେ ଭାଉଜ ମାନଙ୍କୁ ପଟେଇ ପାରିବ । ଏହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ କିଛି ଟିପ୍ସ ବିଷୟ ରେ କହିବୁ ଜାହାକୁ ଆପଣ ମାନେ ଆପ୍ଲାୟ କରି ନିଶ୍ଚିତ ଭାବେ ସଫଳ ହେବେ ।
ପ୍ରଥମ ଟିପ୍ସ ଟି ହେଲା ଆପଣ ଜାହାକୁ ପଟେଇବା ପାଇଁ ଚାହାଁନ୍ତି ତାଙ୍କର ଫେମିଲୀ ଙ୍କର ଏବଂ ତାଙ୍କର ରିଲେଟିଭ ସହିତ ତାଙ୍କର ସଂମ୍ପକିୟ ଙ୍କ ସଂମ୍ପର୍ଣ୍ଣ ବିଷୟ ରେ ଆପଣ ମାନଙ୍କୁ ଜାଣିବା ପାଇଁ ପଡିବ । ମାନେ ଟାଇମ୍ ଟେବୁଲ ଆପଣଙ୍କୁ କଲେକ୍ଟ କରିବା ପାଇଁ ପଡିବ ।
ଏବଂ ଦୁଇ ନମ୍ବର ଟି ରହିଛି ଆପଣ ଯେତେ ବେଳେ ତାଙ୍କୁ ଲାଇନ୍ ମାରୁଛନ୍ତି ଆପଣ ସେହି ସମୟ ଏବଂ ସେହି ପ୍ଲେସ୍ କୁ ଫିକ୍ସ କରି ଦିଅନ୍ତୁ ଏବଂ ରେଗୁଲାରଲି ଆପଣ ତାଙ୍କୁ ସେହି ପ୍ଲେସ୍ ଏବଂ ସେହି ସମୟ ଆପଣ ମାନେ ତାଙ୍କୁ ଜାଇ ଦେଖା କରନ୍ତୁ । ଜାହା ଦଦ୍ୱାରା ତାଙ୍କ ମନ ରେ ଗୋଟିଏ ଅଭ୍ୟାସ ରେ ପରିଣତ ହେବ । ଆଉ ଯେତେ ବେଳେ ବି ଆପଣ ତାଙ୍କର କାମ ରେ କିଛି ମିସ୍ କରନ୍ତି ବା କେତେ ବେଳେ ଆପଣ ଟିକେ ଲେଟ୍ ହେଲେ ସେ ଯେମିତି ତାଙ୍କ ଆଡୁ ଆପଣଙ୍କୁ ଖୋଜିବା ପାଇଁ ଲାଗିବେ ।
କାରଣ ବିବାହିତ ମହିଳା ମାନେ ସହଜ ରେ ଜାଣି ନିଅନ୍ତି କି ତାଙ୍କୁ କିଏ ଲାଇନ୍ ମାରୁଛି କି ନାହିଁ,ଏବଂ ସେମାନଙ୍କର ଲଭ ସେ-କ୍ସ ରୋମାନ୍ସ ରେ ଏକ୍ସପିରିଏନ୍ସ ରହି ଥାଏ ସେହିଥି ପାଇଁ ସେମାନେ ଜାଣି ନିଅନ୍ତି ।
ତିନି ନମ୍ବର ହେଲେ ଆପଣ ମାନେ ତାଙ୍କର ସବୁ ତାରିଫ କୁ ତାଙ୍କ ଫ୍ରେଣ୍ଡ ଙ୍କ ପାଖରେ କରିବା ପାଇଁ ପଡିବ ଜାହା ଫଳ ରେ ସେ ଉନ୍ସଫାୟର ହେବେ ,ଏବଂ ଶେଷ ରେ ରେ ଆପଣ ଏହି ସବୁ କରିବା ପରେ ଆପଣ ତାଙ୍କୁ କୈଣସି କାମ ରେ ସାହାଯ୍ୟ କରି ପାରିବେ ଜାହା ଦ୍ୱାରା କଥା ବାର୍ତ୍ତା ହୋଇ ଯିବ ଏହି ଭଳି ଭାବେ ଆପଣ ତାଙ୍କୁ ପଟେଇ ପାରିବେ। ମନେ ରଖନ୍ତୁ ଗୋଟିଏ ବିବାହିତ ମହିଳା ତାଙ୍କ ଆଡୁ କୈଣସି କାମ କରିବେ ନାହିଁ ସବୁ ଆପଣଙ୍କୁ ହିଁ ଆରମ୍ଭ କରିବା ପାଇଁ ପଡିିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ