ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ପ-ର୍ଣ୍ଣ ଫିଲ୍ମ ମାମଲା ରେ ଫସିବେ ରାଜକୁନ୍ଦ୍ରା ଏଥର ମାମଲା ରୁଜୁ କରିିଛି ଇଡି । ତେବେ ଗତ ବର୍ଷ ପ-ର୍ଣ୍ଣ ଫିଲ୍ମ ମାମଲା ରେ ଶୀଳ୍ପା ସେଠୀ ଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜକୁନ୍ଦ୍ରା ଙ୍କ ନାମରେ ମୁ୍ମ୍ବାଇ ପୋଲିସ ର ସ୍ପେସିଆଲ ସ୍କୁଆଡ ଏକ ମାମଲା ରୁଜୁ କରିବା ପରେ 20 ଜୁଲାଇ ରେ ତାଙ୍କୁ କ୍ରାଇମ ବ୍ରାଞ୍ଚ ଗିରୋଫ କରିଥିଲା । ତେବେ ପୁଣି ଥରେ ରାଜକୁନ୍ଦ୍ରା ଙ୍କ ନାମରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ବା ଇଡି ଜୁଲାଇ 20 ରେ ଆରେଷ୍ଟ ହେବା ପୂର୍ବରୁ ମୁମ୍ବାଇ ର ଏକ ସ୍ପେସିଆଲ ସ୍କୁଆଡ ତାଙ୍କୁ ଏହି ମାମଲା ରେ ଗିରୋଫ କରିଥିଲା ।
ହେଲେ ତା ପୂର୍ବରୁ ଫେବୃଆରୀ ରେ ଆଉ 5 ଜଣଙ୍କୁ ମଧ୍ୟ ଗିରୋଫ କରିଥିଲା । ତେବେ ଏହି ମାମଲା ରେ ଯୋଡିତ ଅଭିଯୁକ୍ତ ମାନେ ଅଶ୍ଲୀଳ ଭିଡ଼ିଓ ପ୍ରସ୍ତୁତ କରିବା ସହିତ ୱେବସିରିଜ ଏବଂ ବଲିଉଡ ଫିଲ୍ମ ରେ ସୁଯୋଗ ଦେବାର ପ୍ରତିଶୃତି ଦେଇ ଲୋକ ମାନଙ୍କୁ ବ୍ଲାକ ମେଲିଂ କରୁଥିବା ଅଭିଯୋଗ ହୋଇଛି । ତେବେ ମାଲଦ୍ୱୀପ କିମ୍ବା ମଲ୍ଲାଡ ର ହାକ୍ସା ନିକଟରେ ଭଡା ନିଆଜାଉ ଥିବା ବଙ୍ଗଲ୍ଲା ବା ଆପାର୍ଟମେଣ୍ଟ ରେ ଏହି ଅଶ୍ଲୀଳ ଫିଲ୍ମ ସୁଟିଂ ହେଉଥିଲା ।
ତେବେ ସୁଟିଂ ସମୟ ରେ ଅଭିଯୁକ୍ତ ମାନେ ଅଭିନେତ୍ରୀ ମାନଙ୍କୁ ଏକ ଭିନ୍ନ ସ୍କ୍ରିପ୍ଟ ଦେଇ ନ-ଗ୍ନ ଦୃଶ୍ୟ ସୁଟିଂ କରିବା ପାଇଁ ବାଧ୍ୟ କରୁଥିଲେ । ଯଦି କୈଣସି ଅଭିନେତ୍ରୀ ଏହାକୁ କରିବା ପାଇଁ ମନା କରନ୍ତି ତେବେ ତାଙ୍କୁ ଧମକ ଦିଆଯାଉ ଥିଲା । ଏବଂ ତା ପରେ ସୁଟିଂ ର ସବୁ ଖର୍ଚ୍ଚ ସେହି ଅଭିନେତ୍ରୀ ଙ୍କ ଠାରୁ ହାସଲ ହେଉଥିଲା । ତେବେ ନ-ଗ୍ନତାର ସେହି ସର୍ଟ ଭିଡ଼ିଓ କୁ ଏକ ଆପ୍ଲିକେସନ ରେ ଆପଲୋର୍ଡ ହେଉଥିଲା । ଯେଉଁଥିରେ ଲୋକ ମାନେ ଭିଡ଼ିଓ କୁ ଦେଖିବାକୁ ହେଲେ ସବ୍କ୍ରିସନ ବା ଟଙ୍କା ଦେବାକୁ ପଡୁଥିଲା ।
ତେବେ ଏହି ମାମଲା କୁ ନେଇ ମୁମ୍ବାଇ ପୋଲିସ ର ସ୍ପେସିଆଲ ସ୍କୁଆଡ ଯାଞ୍ଚ ଆରମ୍ଭ କରିଥିଲା ହୋଟସର୍ଟ ଆପ୍ଲିକେସନ ର ପ୍ରତିଟି ଖୁରାକ ଲାଗିଥିଲା ପୋଲିସ ହାତରେ । ଏହି ସବୁର ରିଙ୍ଗ ମାଷ୍ଟର ଥିଲେ ରାଜକୁନ୍ଦ୍ରା । ଜେଲ ଯିବା ପରେ ପୁଣି ସେ ଜାମିନ ରେ ବାହାରିଥିଲେ ହେଲେ ପୁଣି ରାଜକୁନ୍ଦ୍ରା ଙ୍କ ଅଡୁଆ ବଢିଛି କାରଣ ଇଡି ଏବେ ଏହି ପ୍ରସଂଙ୍ଗରେ ଏକ ମାମଲା ରୁଜୁ କରିଛି । ଦେଖିବାକୁ ରହିଲା ଏହି ପ୍ରସଂଙ୍ଗରେ ରାଜକୁନ୍ଦ୍ରା ଙ୍କ ସହିତ କଣ ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।