ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ବହୁତ ପବିତ୍ର ତଥା ସୁଖମୟ ସମ୍ପର୍କ ହୋଇଥାଏ। ଏହା ଉଭୟ ମାନସିକ ଓ ଶା-ରୀ-ରିକ ସଂ-ମ୍ପ-ର୍କ ଭାବେ ବନ୍ଧା ହୋଇଥାଏ। ଏବଂ ଆମେ ଆପଣଙ୍କୁ ଜଣେଇ ଦେଉଛୁ କି ଗୋଟିଏ ପୁଅ ଓ ଝିଅ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ବା ସେ-କ୍ସ ବିବାହ ପରେ ହେବା ସାମାଜିକ ନିୟମ ହୋଇଥାଏ । ହେଲେ ବର୍ତ୍ତମାନ ଦେଖାଯାଉଛି କି ଯୁବପିଢି ପ୍ରେମ କରୁଛନ୍ତି ଏବଂ ପ୍ରେମ ରେ ପାଗଳ ହୋଇ ଯୋୖ-ନ ସଂ-ମ୍ପ-ର୍କରେ ବାନ୍ଧି ହେଉଛନ୍ତି ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ ଅଟେ।
ଯେଉଁଥି ପାଇଁ ସେମାନେ ନାହିଁ ନଥିବା ଅସୁବିଧା ରେ ମଧ୍ୟ ପଡୁଥାନ୍ତି । ହେଲେ ବନ୍ଧୁଗଣ ସବୁ କିଛି କରିବାର ଏକ ନିର୍ଦ୍ଦିଷ୍ଟ ବୟସ ମଧ୍ୟ ରହିଥାଏ। ତେବେ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ମଧ୍ୟରେ ବା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ବନାଇବା ଉଭୟ ପୁରୁଷ ଏବଂ ନାରୀ ପାଇଁ ଲାଭ ଦାୟକ ହୋଇଥାଏ। ଏହି ସମ୍ପର୍କ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଭଲପାଇବା କୁ ଆହୁରି ନିବିଡ଼ ବନାଇ ଥାଏ।
ହେଲେ ବେଳେ ବେଳେ ଆବଶ୍ୟକ ତଥା କ୍ଷମତା ଠାରୁ ଅଧିକ ଶା-ରୀ-ରିକ ସଂ-ମ୍ପ-ର୍କ ରେ ରଖିବା ଆମ ଶରୀର ପ୍ରତି ହାନି କାରଣ ହୋଇଥାଏ। ଆମେ ଆପଣ ଙ୍କୁ ଜଣେଇବୁ ଯେ କେତେ ଥର ଏବଂ କେଉଁ ବୟସ ରେ ସେ-କ୍ସ କରିବା ଠିକ ହୋଇଥାଏ। ବନ୍ଧୁଗଣ ବୈଜ୍ଞାନିକ ମତ ଅନୁସାରେ ଶା-ରୀ-ରିକ ସଂ-ମ୍ପ-ର୍କ ବନାଇବା ର ଏକ ନିର୍ଦ୍ଦିଷ୍ଟ ବୟସ ରହିଥାଏ।
ତେବେ 18 ବର୍ଷ ରୁ 30 ବର୍ଷ ବୟସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଙ୍କୁ ସେ-କ୍ସ କରିବା ପାଇଁ ବହୁତ ଭଲ ଲାଗେ ଏବଂ ଏହା ଶରୀର ପାଇଁ ଆବଶ୍ୟକ ମଧ୍ୟ ହୋଇଥାଏ। ହେଲେ 30 ବର୍ଷ ପରେ ଶା-ରୀ-ରିକ ସଂ-ମ୍ପ-ର୍କ ବନାଇବା ର ଇଚ୍ଛା ବହୁତ କମ ହୋଇଯାଏ। ତେବେ ଏ ନେଇ ଡାକ୍ତର ଓ ବୈଜ୍ଞାନିକ ମାନଙ୍କ ଦ୍ୱାରା ଏକ ରିସର୍ଚ୍ଚ କରାଯାଇଥିଲା।
ତେବେ ଏହି ରିସର୍ଚ୍ଚ ଅନୁଯାୟୀ 18 ବର୍ଷ ରୁ 30 ବର୍ଷ ବୟସ ର ଯୁବକ ଏବଂ ଯୁବତୀ ମାନେ ସପ୍ତାହ ରେ 3 ଥର ସେ-କ୍ସ କରିବା ଉଚିତ ଅର୍ଥାତ ମାସ କୁ 12 ଥର ସେ-କ୍ସ କରିବା ଦକ୍ଷତା ଅନୁସାରେ ଉଚିତ ହୋଇଥାଏ। ସେହିପରି 30 ରୁ 45 ବର୍ଷିୟ ବ୍ୟକ୍ତି ମାନେ ସପ୍ତାହ କୁ 2 ଥର ଶା-ରୀ-ରିକ ସଂ-ମ୍ପ-ର୍କ ବନାଇଥାନ୍ତି। ଏବଂ 45 ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ମାନେ ସପ୍ତାହ କୁ କେବଳ ଥରେ ଶା-ରୀ-ରିକ ସଂ-ମ୍ପ-ର୍କ ବନାଇବା ତଥା ସେ-କ୍ସ କରିବାକୁ ପସନ୍ଦ କରିଥାନ୍ତି। ତେବେ କିନ୍ତୁ ବିବାହ ପୂର୍ବରୁ ଏହା କରିବା ଠିକ୍ ହୁଏ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।